Home ଅପରାଧ ୨ଟି JCB ଓ ଗୋଟିଏ ରୋଲର ପୋଡ଼ିଲେ ମାଓବାଦୀ

୨ଟି JCB ଓ ଗୋଟିଏ ରୋଲର ପୋଡ଼ିଲେ ମାଓବାଦୀ

385

ରାୟଗଡା୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ରାୟଗଡ ଜିଲ୍ଲାରେ ମାଓବାଦୀ ମାନେ ରାସ୍ତା କାମକୁ ବିରୋଧ କରି ରାସ୍ତାକାମରେ ନିୟୋଜିତ ଥିବା ଗାଡିରେ ନିଆଁ ଲଗାଇ ପୋଡିଦେବା ଦେଖିବାକୁ ମିଳିଛି । ଜିଲ୍ଲାର ମିନିଗୁଡା ବ୍ଲକ୍ ଥୁଆପାଢିରେ ମାଓବାଦୀ ମାନେ ରାସ୍ତାକାମକୁ ବିରୋଧ କରି ୨ଟି JCB ଓ ଗୋଟିଏ ରୋଲରକୁ ପୋଡି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.