Home ଅପରାଧ ବୈଷ୍ଣୋଦେବୀ ମନ୍ଦିର ନିକଟରୁ ୨ଟି ମୃତଦେହ ଉଦ୍ଧାର

ବୈଷ୍ଣୋଦେବୀ ମନ୍ଦିର ନିକଟରୁ ୨ଟି ମୃତଦେହ ଉଦ୍ଧାର

397

ବରଗଡ୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବରଗଡ ଜିଲ୍ଲା ସଦର ଥାନା ପଥରଲା ନିକଟରୁ ସନ୍ଦେହ ଜନକ ଭାବେ ଜଣେ ମହିଳା ଓ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲେହେଁ ମୃତକଙ୍କର ପରିଚୟ ମିଳି ନଥିବା ସଦର ଥାନା ସୁତ୍ରରୁ ଜଣାପଡିଛି । ବୈଷ୍ଣୋଦେବୀ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିବା ଦୁଇ ମୃତ ଦେହ ମୃତର କାରଣ କଣ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଇଥିବା ବେଳେ ସଦର ପୁଲିସ ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.