Home Authors Posts by Bijay Kumar Pattanaik

Bijay Kumar Pattanaik

793 POSTS 0 COMMENTS

ପୁରୀର ନୂତନ ଏସ୍.‌ପିଙ୍କ ଦ୍ୱାୟିତ୍ୱ ଗ୍ରହଣ

0
ପୁରୀ ୨୧-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ର ଏସ୍‌ ପି ଡଃ ଉମାଶଙ୍କର ଦାଶ ଅନ୍ୟତ୍ର ବଦଳି ହୋଇଯିବା ପରେ ପୁରୀ ର ନୂତନ ଏସ୍ପି ଭାବେ ଅଖିଳେଶ୍ୱର ସିଂ...

ସ୍ବେଚ୍ଛାସେବୀମାନଙ୍କୁ ତାଲିମ ପ୍ରଦାନ

0
ପୁରୀ ୨୧-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରର ବସ୍ତି ଗୁଡିକରେ କରୋନା ମହାମାରୀକୁ ପ୍ରତିହତ କରିବା ଏବଂ ସଚେତନତା ସୃଷ୍ଟି ନିମନ୍ତେ ସ୍ବେଚ୍ଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ପ୍ରାଥମିକ ଭାବେ...

ପୁରୀ ପୌରାଚଂଳରେ ବିଭିନ୍ନ ୱାର୍ଡରେ ପଜେଟିଭ୍ ସଂଖ୍ୟା ବୃଦ୍ଧି ପାଉଛି

0
ପୁରୀ ୨୦-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ ଗତକାଲି ସୁଦ୍ଧା ୪୧୨ ଜଣ କୋରନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୩୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।...

କୋରନା ମହାମାରୀ ପାଇଁ ୨୦୦ ରୁ ଅଧିକ ଟ୍ୟାକ୍ସି ଚାଳକ ଆର୍ଥିକ ସଂଙ୍କଟରେ

0
ପୁରୀ ୨୧-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆର୍ନ୍ତଜାତୀକ ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ର ତଥା ପ୍ରମୁଖ ତୀର୍ଥସ୍ଥାନ ପୁରୀ କୁ ଦୈନ୍ୟଦୀନ ରାଜ୍ୟ ଓ ରାଜ୍ୟ ବାହାରୁ ରେଳ ଯୋଗେ ହଜାର ହଜାର ପର୍ଯ୍ୟଟକ...

ସ୍ୱର୍ଗଦ୍ୱାରରେ ସବ ସତ୍କାର ହ୍ରାସ ପାଇଛି

0
ପୁରୀ ୨୧-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସ୍ୱର୍ଗଦ୍ୱାରରେ ସବ ସତ୍କାର କରାଗଲେ ବହୁ ପୂର୍ଣ୍ଣ୍ୟ ମିଳିଥାଏ ବୋଲି ବିଦିତ ରହିଛି। କିନ୍ତୁ ଏବେ କୋଭିଡ୍ -୧୯ ଆଇନ୍ ଲାଗୁହେବା ପରେ ପୁରୀ...

ସ୍ୱେଚ୍ଛାସେବୀମାନେ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଇବେ :୬୪ ଟି ମାଧ୍ୟମରେ ୩୨୦୦୦...

0
ପୁରୀ ୧୯-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରରେ କୋରନା ମହାମାରୀକୁ ପ୍ରତ୍ୟହତ କରିବା ନିମନ୍ତେ ଗୋଷ୍ଠୀ ସ୍ୱଚ୍ଛା ସେବୀ ନିୟୋଯିତ ରହି ସଚେତନ ସୃଷ୍ଟି କରିବା ସହ କମ୍ୟୁନିଟ୍ ଏବଂ ପ୍ରଶାସନ...

ରାସ୍ତା ପ୍ରସ୍ୱସ୍ଥୀ କରଣରେ ପ୍ରତିବଦ୍ଧକ ସାଜିଛି ଏକ ବ୍ୟବସାୟ ପ୍ରତିଷ୍ଠାନ

0
ପୁରୀ ୧୯-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରକୁ ସୌନ୍ଦର୍ଯ୍ୟକରଣ କରିବା ନିମନ୍ତେ ସହରର ପ୍ରମୁଖ ରାସ୍ତା ଗୁଡିକର ପ୍ରସ୍ୱସ୍ଥୀ କରଣ କାର୍ଯ୍ୟ ଆରମ୍ଭ ହୋଇଛି। କଲେଜ୍ ଛକ ଠାରୁ ଟାଉନ୍ହଲ୍ ଛକ...

ସରକାରୀ ନିୟମକୁ ଉଲ୍ଲଘନ କରି ବେଧଡକ ଭାବେ ଚାଲିଛି ଜଳଖିଆ ଦୋକାନ

0
ପୁରୀ ୧୯-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରର କେତେକ ମୁଖ୍ୟ ରାସ୍ତା ଗୁଡିକରେ ସରକାରୀ ନିୟମକୁ ଉଲଙ୍ଘନ କରି ନିର୍ଭୟରେ ଚାଲିଛି ଜଳଖିଆ ଦୋକାନ। ଜଳଖିଆ ଦୋକାନ ହେଉ କିମ୍ବା ଠେଲାଗାଡି...

ରେଳବାଇ ଘରୋଇ କରଣ ବିରୁଦ୍ଧରେ ସି.ଆ.ଟି.ୟୁର ବିକ୍ଷୋଭ

0
ପୁରୀ ୧୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦେଶରେ ସର୍ବବୃହତ ରାଷ୍ଟାୟତ ଉଦ୍ୟୋଗ ରେଳବାଇକୁ ଦେଶୀ ବିଦେଶୀ ପୁଞିପତିଙ୍କ ହାତରେ ଟେକି ଦେବେ କେନ୍ଦ୍ରରେ ମୋଦି ସରକାର।କରୋନା ମହାମାରୀ ର ସୁଯୋଗ ନେଇ ଦେଶରେ...

ସେବାୟତଙ୍କ ପାଇଁ ୨ ଦିନିଆ ହୋମିଓପାଥିକ୍ ଚିକିତ୍ସା ଶିବିର

0
ପୁରୀ ୧୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କରୋନାକୁ ଦୃଷ୍ଟିରେ ରଖି ରୋଗ ପ୍ରତିଷେଧକ।କ୍ତି ବୃଦ୍ଦି ପାଇଁ ଆଜି ଠାରୁ ଶ୍ରୀମନ୍ଦିର ସେବାୟତଙ୍କ ୨ଦିନିଆ ହୋମିଓପାଥିକ୍ ଚିକିତ୍ସା ଶିବିର ନିଳାଦ୍ରୀ ଭକ୍ତ ନିବାସରେ ଆରମ୍ଭ...

କୋରନା ମହାମାରୀ ସାଙ୍ଗକୁ ସାପମାନଙ୍କର ଦୌରାତ୍ମ ବୃଦ୍ଧି ପାଇଛି

0
ପୁରୀ ୧୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଏବେ କୋରନା ମହାମାରୀ ର ଦାଉ ସାଙ୍ଗକୁ ସାପ ମାନଙ୍କ ଦୌରାତ୍ମ ପୁରୀ ବାସିଙ୍କୁ ଅତିଷ୍ଠ କଲାଣି। ଗତ ଦୁଇଦିନ ମଧ୍ୟରେ ସ୍ନେକ୍ ହେଲ୍ପ୍ ଲାଇନ୍...

ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ପାଳିତ

0
ପୁରୀ ୧୭-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନଦୀନ ନୀତି କ୍ରାନ୍ତି ହେବାସହ ମଧ୍ୟାନ ଧୂପ ପରେ ଦିତାପତି ସେବକଙ୍କ ଦ୍ୱାରା ମହାପ୍ରଭୁ ଦକ୍ଷୀଣ...

ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

0
ପୁରୀ ୧୬/୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱର୍ଗଦ୍ୱାର ଶ୍ମଶାନ ଘାଟ ର ସୌନ୍ଦର୍ଯ୍ୟକରଣ ଅଗ୍ରଗତି ର ଅନୁଧ୍ୟାନ କଲେ ଜିଲ୍ଲାପାଳ ବଲୱନ୍ତ ସିଂ, ବାଡ ଘେରରେ ରହିଥିବା ନିର୍ମାଣ ପରିସର ଭିତରେ ଚାଲିଥିବା...

ପୁରୀ ଜିଲ୍ଲାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି

0
ପୁରୀ ୧୬/୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୁରୀ ଜିଲ୍ଲାରେ ଆଜି ସୁଦ୍ଧା ପଜେଟିଭ୍‌ଙ୍କ ସଂଖ୍ୟା ୩୯୦ ରେ ପହଞ୍ଚିଛି। ସେହିପରି ୩୦୦ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁଦ୍ଧା ୨୩୨୦ ଙ୍କର...

ସିପିଆଇଏମ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0
ପୁରୀ ୧୬/୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋରନା ମହାମାରୀ ରାଜ୍ୟରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ଶ୍ରମ ଜୀବୀ ଲୋକ ଓ ପ୍ରବାସୀ ଶ୍ରମୀକମାନେ ନିଜର ଜୀବିକା ହରାଇଛନ୍ତି। ସେମାନଙ୍କ ପାଖରେ...

ମାସ୍କ୍ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱ

0
ପୁରୀ ୧୫-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ କୋଭିଡ୍ -୧୯ ର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଆଜି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ। ଜିଲ୍ଲାରେ କୋଭିଡ୍ ମୁକାବିଲା ନିମନ୍ତେ ଜିଲ୍ଲାବାସି ସମସ୍ତେ...

ଜିଲ୍ଲାପାଳଙ୍କ ବିଭିନ୍ନ କୋଭିଡ୍ କେୟାର ହୋମ ପରିଦର୍ଶନ

0
ପୁରୀ ୧୫-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଳାପାଳ ଶ୍ରୀ ବଲୱନ୍ତ ସିଂ ଜିଲ୍ଲାର ବିଭିନ୍ନ କୋଭିଡ୍ କେୟାର ହୋମ୍ ଓ ସେଟଂର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହ କୋରନା ମୁକାବେଲା ପ୍ରସ୍ତୁତି...

ଭାରତୀୟ ଜନତା ମହିଳା ମୋର୍ଚ୍ଚା ଜନସମ୍ବାଦ ରାଲି

0
ପୁରୀ ୧୨-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାରତର ପ୍ରଧାନ ମନ୍ତ୍ରୀ ମୋଦିଜୀଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଜନସମ୍ବାଦ ରାଲି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଶ୍ରୀମତୀ ବିଜୟା ରାହତ୍‌ଙ୍କର...

ସଟ୍‌ଡାଉନ୍ ର ଦ୍ୱିତୀୟ ଦିନରେ ସହର ଖାଁ ଖାଁ ଲାଗୁଛି

0
ପୁରୀ ୧୨-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଭିଡ୍‌୧୯ ଆଇନ୍ କୁ କଡା କରିପାଳିବା ନିମନ୍ତେ ମାସର ଶନିବାର ଏବଂ ରବିବାର ଦୁଇଦିନ ପୁରୀ ଜିଲ୍ଲାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍ କରାଯାଉଛି। ଆଜି...

ଶ୍ରୀମନ୍ଦିର ରତ୍ନ ସିଂହାସନ ସୁରକ୍ଷିତ ରହିଛି : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର

0
ପୁରୀ ୧୨-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସିଂହାସନ ଡାହାଣ ପାଖ ପଦ୍ମ ପାଖୁଡାରେ କ୍ଷେତ ହୋଇଥିବା ନେଇ ଜଣେ ସେବାୟତଙ୍କ ଅଭିଯୋଗ ଉପରେ ଯାଞ୍ଚ କରାଯାଇଛି। ଏହି ପଦ୍ମ ପାଖୁଡାର ସ୍ଥିତି ଜାଣିବାକୁ,...