Home ଜିଲ୍ଲା ପରିକ୍ରମା ଭାରତୀୟ ଜନତା ମହିଳା ମୋର୍ଚ୍ଚା ଜନସମ୍ବାଦ ରାଲି

ଭାରତୀୟ ଜନତା ମହିଳା ମୋର୍ଚ୍ଚା ଜନସମ୍ବାଦ ରାଲି

76

ପୁରୀ ୧୨-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାରତର ପ୍ରଧାନ ମନ୍ତ୍ରୀ ମୋଦିଜୀଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଜନସମ୍ବାଦ ରାଲି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଶ୍ରୀମତୀ ବିଜୟା ରାହତ୍‌ଙ୍କର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଗଂଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ସାଂସଦ ଅପରାଜିତା ସଡଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ, ଶ୍ରୀଙ୍ଗାର ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଧାୟକ ଲଳତେନ୍ଦୁ ମହାପାତ୍ର, ପୁରୀ ଜିଲ୍ଲାର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ମହିଳା ମୋର୍ଚ୍ଚା ପୁରୀ ଜିଲ୍ଲା ସଭାନେତ୍ରୀ ଜ୍ୟୋତୀ ମହାପାତ୍ର ଏହି କାର୍ଯ୍ୟକ୍ରମ କୁ ସହଯୋଗିତା କରିଥିଲେ। ଚୌଧୁରୀ ମନସ୍ୱନୀ ଦାସ, ପୂର୍ଣ୍ଣିମା ସାହୁ, ଳକ୍ଷ୍ମୀପ୍ରିୟା ସ୍ୱାଇଁ, ଝୀଲିଲତା ଦାସ ପ୍ରମୁଖ ମୋଦିଜୀଙ୍କର ପ୍ରଥମ ବର୍ଷର ବିକାଶ ମୁଖୀ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିଥିଲେ। ମିନିଲତା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.