Home Authors Posts by Ajit Behera

Ajit Behera

277 POSTS 0 COMMENTS

ଢେଙ୍କାନାଳ ଜିଲ୍ଲାର ଦୁଇ କୋରନା ଯୋଦ୍ଧା ଇଂ ହିମାଦ୍ରି ଓ ଗଣେଶ

0
ଢ଼େଙ୍କାନାଳ,୨0/,୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଲକଡାଉନର ପ୍ରଥମ ଦିବସ ଠାରୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଦୁଇ ଯୁବ ପ୍ରତିଭା ଦକ୍ଷ ସଙ୍ଗଠକ କେନ୍ଦୁଝର ଜିଲ୍ଲା, ତେଲକୋଇ ନିର୍ବାଚନମଣ୍ଡଳୀ ବିଜେପି ପ୍ରାକ୍ତନ ଵିସ୍ତାରକ ତଥା...

କୋଲିୟରୀ ପୋଲିସ ଦ୍ୱାରା ବିପୁଳ ଚୋରା ଡିଜେଲ ଏବଂ କୋଇଲା ଜବତ

0
ତାଳଚେର,୧୯/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଡିଜେଲ ଏବଂ କୋଇଲା ଚୋରା କାରବାରରେ ଲିପ୍ତ ଥିବା ମାଫିଆମାନଙ୍କ ବିରୁଦ୍ଧରେ କୋଲିୟରୀ ପୋଲିସକୁ ମିଳିଛି ବିପୁଳ ସଫଳତା । ଗତ ରାତିରେ ସେଣ୍ଟ୍ରାଲ କଲୋନୀ ପଛ...

ଅଵସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସମ୍ବର୍ଦ୍ଧିତ

0
ତାଳଚେର,ପରଜଙ୍ଗ,୧୯/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କରୋନା ମୁକାବିଲାରେ ଜନଭାଗିଦାରୀ ବଢାଇବା ଏବଂ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି। ଏଥିରେ ସାମିଲ ହୋଇ ଓଡିଶାର ଵରପୂତ୍ର...

ଟ୍ରକ ଧକ୍କାରେ ଥର୍ମାଲ ଡିଏଭି ହାଇସ୍କୁଲ ଶିକ୍ଷକଙ୍କ ପରଲୋକ

0
ତାଳଚେର,୧୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ଡିଏଭି ହାଇସ୍କୁଲର ଶାରୀରିକ ପ୍ରଶିକ୍ଷକ ତଥା କ୍ରୀଡ଼ା ଶିକ୍ଷକ ଜଗନ୍ନାଥ ଦାସଙ୍କ ଟ୍ରକ ଧକ୍କାରେ ପରଲୋକ ଘଟିଛି । ସୂଚନାରୁ ପ୍ରକାଶ,...

୫ଶହ ଲିଟର ଡିଜେଲ ସହ ୩ ବୋଲେରୋ ଜବତ, ୬ ଗିରଫ

0
ତାଳଚେର,୧୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଥାନା ଅନ୍ତର୍ଗତ ଏମ୍‌.ସି.ଏଲ ଲିଙ୍ଗରାଜ କୋଇଲାଖଣିରୁ ଅଭିନବ ଉପାୟରେ ପ୍ରତ୍ୟେକ ଦିନ ବିଳମ୍ବିତ ରାତ୍ରିରେ ହଜାର ହଜାର ଲିଟର ଡିଜେଲ ସମ୍ପୃକ୍ତ ମାଫିଆମାନେ ଚୋରି କରି...

ଅନୁଗୋଳ ଜିଲ୍ଲାପାଳଙ୍କ ତାଳଚେର ଗସ୍ତ

0
ତାଳଚେର,୧୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ପୂର୍ବାହ୍ନରେ ତାଳଚେର ଗସ୍ତ କରି ତାଳଚେର ବ୍ଲକ,ତହସିଲ୍‌,ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ, ପୌରପାଳିକା ଓ କୋଲିୟରୀ ଥାନାର...

ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ; ତାଳଚେରରେ ଜାତୀୟ ପ୍ରେସ୍ ଦିବସ ପାଳିତ

0
ତାଳଚେର,୧୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ବେଳେ ସୁସ୍ଥ ସମାଜ ଗଠନ ପାଇଁ ସାମ୍ବାଦିକମାନେ ନିର୍ଭିକ ହେବା ଆବଶ୍ୟକ ବୋଲି ତାଳଚେର ସାମ୍ବାଦିକ ସଂଘ ପକ୍ଷରୁ...

ତାଳଚେର କୋଲସିଟି ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

0
ତାଳଚେର,୧୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜି ତାଳଚେର କୋଲସିଟି ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ହୋଟେଲ ବୃନ୍ଦାବନ, ହାଟତୋଟା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କୋଭିଡ୍ ନିୟମ ମଧ୍ୟରେ ଏକ...

୪୭ତମ ଶିଶୁ ଦିବସ ପାଳନ ଅବସରରେ କରୋନା ଯୋଦ୍ଧା ସମ୍ମାନିତ

0
ତାଳଚେର,୧୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତୋଫାନ ଯୁବକ ସଂଘ,ଘଣ୍ଟପଡ଼ା ଆନୁକୂଲ୍ୟରେ ପାଳିତ ୪୭ତମ ଶିଶୁ ଦିବସ ପାଳନ ଅବସରରେ ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମ...

ସାନହାର ଅଗ୍ନିବିପନ୍ନଙ୍କୁ ହିଙ୍ଗୁଳା ପାଠାଗାର ପକ୍ଷରୁ ସହାୟତା

0
ତାଳଚେର,୧୫/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ମା ହିଙ୍ଗୁଳା ପାଠାଗାର” ପକ୍ଷରୁ ସାନତ୍ରିବିଡା ପଂଚାୟତ ଅନ୍ତର୍ଗତ ସାନହାର ଗ୍ରାମର ଗୋଟିଏ ଅଗ୍ନିବିପନ୍ନ ପରିବାରକୁୁ ସହାୟତା...

ମା ଶ୍ୟାମାକାଳୀଙ୍କ ପୂଜା ନିରାଡମ୍ବରରେ ଭାବେ ପାଳିତ

0
ତାଳଚେର,୧୫/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍‌ସିଏଲ ନନ୍ଦିରା କୋଲିୟରୀ ପକ୍ଷରୁ ମା’ ଶ୍ୟାମାକାଳୀଙ୍କ ପୂଜା ନିରାଡମ୍ବର ଭାବରେ ପାଳନ କରାଯାଉଛି । କୋରୋନା କଟକଣା ଯୋଗୁଁ ନନ୍ଦିରା କାଳୀମଣ୍ଡପ ପଡିଆରେ ଅନୁଷ୍ଠିତ...

କବି ହେଉଛି ସମୟର ଏକ ସଚେତନ ବିନ୍ଦୁ ରାଷ୍ଟ୍ରୀୟ କବି ସଙ୍ଗମ,ଅନୁଗୋଳ ଜିଲ୍ଲା ପକ୍ଷରୁ...

0
ତାଳଚେର,୧୫/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ଦୀପାବଳୀ ଅବସରରେ ରାଷ୍ଟ୍ରୀୟ କବି ସଙ୍ଗମ,ଅନୁଗୋଳ ଜିଲ୍ଲା ପକ୍ଷରୁ ଏକ ଅନଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ କବି ସଙ୍ଗମ,ଅନୁଗୋଳ ଜିଲ୍ଲାର ମିଡିଆ...

‘ସମ୍ପୂର୍ଣ୍ଣା ପରିବାର’ ପକ୍ଷରୁ ମିଶନ୍ ଆଶ୍ରା ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ

0
ତାଳଚେର,୧୩/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆଜି ବିଶ୍ୱ ସହାନଭୂତି ଦିବସ ଉପଲକ୍ଷେ ଅଗ୍ରଣୀ ମହିଳା ସଙ୍ଗଠନ ‘ସମ୍ପୂର୍ଣ୍ଣା ପରିବାର’ ପକ୍ଷରୁ ତାଳଚେର ଚମ୍ପାପଶି ରୋଡ଼ ସ୍ଥିତ ମିଶନ୍ ଆଶ୍ରା ପିପୁଲସ ଫୋରମ୍ ଠାରେ...

ହାଇୱା ଟ୍ରକରେ ପାଲ ଭିଡ଼ା ପାଇଁ ମିଳୁଥିବା ଟଙ୍କା ହରିଲୁଟ ଅଭିଯୋଗ

0
ତାଳଚେର,୧୨/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ କୋଇଲାଖଣି ଗୁଡ଼ିକରୁ ହାଇୱା ଟ୍ରକଗୁଡ଼ିକ ଦ୍ୱାରା କୋଇଲା ପରିବହନ ହେଉଥିବା କୋଇଲା ବିଭିନ୍ନ କୋଲ ୱାସରୀମାନଙ୍କୁ ଯାଉବେଳେ,ସେହି ହାଇୱା ଟ୍ରକଗୁଡ଼ିକରେ ପାଲ ଭିଡ଼ା ହେବାର ନିୟମ...

ଜେସିଆଇ ଜାତୀୟ ଜୋନ୍ ଉପସଭାପତି ଭାବେ ଆଶିଷ ଅଗ୍ରୱାଲା ନିର୍ବାଚିତ

0
ଅନୁଗୋଳ,୧୧/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ (ଜେସିଆଇ)ର ଜାତୀୟ ଜୋନ୍ ଉସଭାପତି ଭାବେ ଆଶିଷ ଅଗ୍ରୱାଲା ବହୁ ଭୋଟ୍‌ରେ ନିର୍ବାଚିତ ହୋଇଛନ୍ତି । କୋଭିଡ୍ ଯୋଗୁଁ ଭର୍ଚୁଆଲ୍ ଭୋଟିଂ ପଦ୍ଧତିରେ...

ହିଙ୍ଗୁଳା ପାଠାଗାର ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

0
ତାଳଚେର,୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ମା ହିଙ୍ଗୁଳା ପାଠାଗାର” ପକ୍ଷରୁ ସୋଲଡା ଗ୍ରାମର ଦୁଇଟି ଅଗ୍ନିବିପନ୍ନ ପରିବାରକୁୁ ସହାୟତା ପ୍ରଦାନ କରାଯାଇଛି...

ମା ହିଙ୍ଗୁଳାଙ୍କ ହୁଣ୍ଡିରୁ ମିଳିଲା ୪ଲକ୍ଷ ୨୬ ହଜାରରୁ ଉର୍ଦ୍ଧ୍ୱ ଟଙ୍କା

0
ତାଳଚେର,୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଗୋପାଳ ପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ଗୁରୁବାର ଦିନ ଖୋଲା ଯାଇଥିଲା । ଟ୍ରଷ୍ଟବୋର୍ଡ ସଦସ୍ୟ ମୂରଲୀଧର...

କଳମଛୁଇଁରେ ଗଜଲକ୍ଷ୍ମୀ ପୂଜା ପାଳନ

0
ତାଳଚେର,୩୧/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ସମୃଦ୍ଧି ଓ ସୌନ୍ଦର୍ଯ୍ୟର ଦେବୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ନିରାଡମ୍ବର ସହକାରେ ପାଳିତ ହେଉଅଛି । କୋଭିଡ କଟକଣା ଯୋଗୁଁ...

ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଆଠମଲ୍ଲିକ ବିଧାୟକଙ୍କ ଯୋଗଦାନ

0
ଆଠମଲ୍ଲିକ,୨୯/୧0(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ):ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଧଡ଼ରପାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଶୂଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରଟି ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ...

ଏମ୍‌ସିଏଲ୍ ହିଙ୍ଗୁଳା କୋଇଲାଖଣିରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

0
ତାଳଚେର,୨୮/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ତାଳଚେରସ୍ଥିତ ଏମ୍‌ସିଏଲ୍ ହିଙ୍ଗୁଳା କୋଇଲା ଖଣିରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହିଙ୍ଗୁଳା ପ୍ରକଳ୍ପ...