24.1 C
Bhubaneswar
Thursday, March 28, 2024
Home Authors Posts by Ajit Behera

Ajit Behera

277 POSTS 0 COMMENTS

ହିଙ୍ଗୁଳା ପୀଠରେ ନବରାତ୍ର ପୂଜା ସମ୍ପନ୍ନ

0
ତାଳଚେର,୨୭/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଶାରଦୀୟ ନବରାତ୍ର ପୂଜା ନିରାଡମ୍ବର ଭାବରେ ସମ୍ପନ୍ନ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଅଶ୍ୱିନ ମାସ ଶୁକ୍ଳ ପ୍ରତିପଦା...

ହାଇୱା ଚାପାରେ ନାବାଳକ ମୃତ

0
ତାଳଚେର,୨୪/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସେଣ୍ରା୍ଟଲ କଲୋନୀ ନିକଟସ୍ଥ ଲାଲ ହଟିଂ ଠାରେ  ଏକ ହାଇୱା ଟ୍ରକ ଚାପାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ...

କୋରୋନା କଟକଣା ଯୋଗୁଁ ତାଳଚେରରେ ଫିକା ପଡ଼ିଲା ଦୁର୍ଗାପୂଜା

0
ତାଳଚେର,୨୩/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପାର୍ବଣର ଆଗମନରେ ମା ଦଶଭୂଜା ଧରାପୃଷ୍ଠକୁ ଅବତରଣ କରିଥିଲେ ମଧ୍ୟ ଚଳିତ ବର୍ଷ ମହାମାରୀ କୋରୋନାର ପ୍ରାର୍ଦୁଭାବରେ ପୂଜାମଣ୍ଡପରେ କୋଳାହଳ ନୀରବି ଯାଇଛି । ସାମାଜିକ ଦୂରତାକୁ...

ହିଙ୍ଗୁଳା ପାଠାଗାର ପକ୍ଷରୁ ଅସହାୟ ପରିବାରକୁ ସହାୟତା

0
ତାଳଚେର,୨୦/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ବ୍ଲକ କଳମଛୁଇଁ ଗ୍ରାମସ୍ଥିତ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ମା ହିଙ୍ଗୁଳା ପାଠାଗାର” ପକ୍ଷରୁ ଗୋଟିଏ ଅସହାୟ ପରିବାରକୁୁ ସହାୟତା ପ୍ରଦାନ କରାଯାଇଛି । ତାଳଚେର...

କଦଳୀମୁଣ୍ଡା ଗ୍ରାମରେ ହାତୀ ଉତ୍ପାତ,ନୀରବଦ୍ରଷ୍ଟା ବନବିଭାଗ

0
ଆଠମଲ୍ଲିକ,୧୮/୧0(ଜିତେନ୍ଦ୍ର ସାହୁ): ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ କଦଳୀମୁଣ୍ଡା ଗ୍ରାମରେ କିଛି ଦିନ ହେବ ହାତୀ ପଲ କଦଳୀମୁଣ୍ଡା ଗ୍ରାମରେ ବିଲକୁ ପଶି ଅନେକ ଧାନ ବିଲ ନଷ୍ଟ କରିବା ସହ...

ଜୟ ଶ୍ରୀରାମ ସେବା ଟ୍ରଷ୍ଟ ପକ୍ଷରୁ ଅସହାୟ ଶିଶୁର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା

0
ଅନୁଗୋଳ,୧୮/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଶ୍ରୀରାମ ସେବା ଟ୍ରଷ୍ଟ ପକ୍ଷରୁ ଜନୈକ ଅସହାୟ ଶିଶୁ କନ୍ୟାର ଚିକିତ୍ସା ନିମନ୍ତେ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର...

ହିଙ୍ଗୁଳା ପୀଠରେ ୧୦ ଦିନ ବ୍ୟାପି ନବରାତ୍ର ପୂଜାରମ୍ଭ

0
ତାଳଚେର,୧୮/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଶାରଦୀୟ ନବରାତ୍ର ପୂଜା ନିରାଡମ୍ବର ସହକାରେ ପାଳନ କରାଯାଉଛି । କୋରୋନା ମହାମାରୀ ଯୋଗୁଁ କେନ୍ଦ୍ର ସରକାର ପୂଜାସ୍ଥଳୀଗୁଡିକରେ ଶ୍ରଦ୍ଧାଳୁମାନଙ୍କର...

ମା ହିଙ୍ଗୁଳାଙ୍କ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ

0
ତାଳଚେର,୧୫/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଉପରେ ଚିତ୍ରିତ ଏକ ସ୍ୱତନ୍ତ୍ର ଡାକ ଲଫାପା ସାଉଥ ବଲଣ୍ଡା ସବ୍ ପୋଷ୍ଟ ଅଫିସ ପରିସରରେ ଉନ୍ମୋଚିତ ହୋଇଯାଇଛି ।...

ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ଓ ମାସ୍କ ବଣ୍ଟନ

0
ପାଳଲହଡ଼ା,୧0/୧0(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଉପଲକ୍ଷେ  ପାଳଲହଡା ବିଜେଡ଼ିି ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ...

ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୈଠକ

0
ଆଠମଲ୍ଲିକ,୧0/୧0(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ପଞ୍ଚାୟତ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ସହ ସାଙ୍ଗଠନିକ ବୈଠକ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡା ପଂଚାୟତରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଅନୁମତି କ୍ରମେ ଅଙ୍ଗପଡା...

କଳମଛୁଇଁ ଶିଶୁମନ୍ଦିରରେ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ

0
ତାଳଚେର,୯/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ନିରାଡମ୍ବର ସହକାରେ ପାଳନ କରାଯାଇଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ...

ହିଙ୍ଗୁଳା ମନ୍ଦିରକୁ ଅର୍ଥଦାନ କଲେ ବ୍ୟବସାୟୀ

0
ତାଳଚେର,୮/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପରିକଳ୍ପିତ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ କୋଶଳା ଗ୍ରାମର ବ୍ୟବସାୟୀ ସଞ୍ଜୟ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳୀ...

ନଦୀରେ ବୁଡି ଯୁବକ ମୃତ

0
ପାଳଲହଡ଼ା,୮/୧0(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡ଼ାର ଦରେଇକିଳା ଗାଁରେ ଏକ ଅଘଟଣ ଘଟିଯାଇଛି l ପାଳଲହଡା ଟାଉନଠାରୁ ମାତ୍ର ଦୁଇ କିଲୋମିଟର ଦୂର ଦରେଇକିଳା ଗାଁରେ ମାଙ୍କଡା ନଦୀକୁ ଗାଧୋଇ...

ବିଜେଡି ପକ୍ଷରୁ ଆମ୍ବସରମୁଣ୍ଡା ଗ୍ରାମପଞ୍ଚାୟତରେ ଜନସଚେତନତା

0
ଆଠମଲ୍ଲିକ,୪/୧୦(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ରାଜ୍ୟବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଚାଲିଥିବା ବେଳେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଆମ୍ବସରମୁଣ୍ଡା ଗ୍ରାମପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ଭ୍ରମଣ କରାଯାଇଥିଲା ଓ କରୋନା ମହାମାରି କବଳରୁ ରକ୍ଷା...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲମ୍ବୋଦର ସାହୁଙ୍କ ପରଲୋକ

0
ଆଠମଲ୍ଲିକ,୪/୧୦(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲମ୍ବୋଦର ସାହୁ ତଥା ବିଜେପି ଯୁବନେତା ଇଂ ଅଜିତ ସାହୁଙ୍କ ପିତୃବିୟୋଗ ଘଟିଛି l ଏଥିଯୋଗୁଁ ଆଠମଲ୍ଲିକ, କିଶୋର ନଗର,ଛେଣ୍ଡିପଦା ଏବଂ ଅନୁଗୋଳ ଅଂଚଳରେ...

କିଶୋର ନଗର ବ୍ଲକ ବିଜେଡି ପକ୍ଷରୁ ଜନସଚେତନତା ଅଭିଯାନ

0
ଆଠମଲ୍ଲିକ,୩/୧0(ଓଡ଼ିଆ ପୁଅ/ଜିତେନ୍ଦ୍ର ସାହୁ): ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ବିଜେଡି ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ବ୍ୟାପି ଅକ୍ଟୋବର ଦୁଇ...

ବିଭିନ୍ନ ଦାବୀ ନେଇ ନଗର କଂଗ୍ରେସର ଆମରଣ ଅନଶନ

0
ଅନୁଗୋଳ,୨୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ନଗର କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି l ଅନୁଗୋଳ ନଗର କଂଗ୍ରେସ କମିଟିର...

ଟ୍ରକ ବାଇକ ଧକ୍କାରେ ଦୁଇ ମୃତ

0
ଅନୁଗୋଳ,୨୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଜରପଡା ଥାନା ଜରପଡା ରେଲୱେ ଓଭର ବ୍ରିଜ ଉପରେ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଛେଣ୍ଡିପଦାରୁ ଜରପଡା ଯାଇଥିବା ରାସ୍ତାରେ...

ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ସମେତ ୧୨ଦଫା ଦାବିରେ ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ)ର ବିକ୍ଷୋଭ

0
ଅନୁଗୋଳ,୨୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଦୃଢ଼ ବିରୋଧ କରିଛି ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) । ଏଥିସହିତ ସମସ୍ତ କରୋନା ରୋଗୀମାନଙ୍କର ଉପଯୁକ୍ତ ଚିକିତ୍ସାର ଦାୟିତ୍ୱ ସରକାର ବହନ କରିବା ସହ...

ଅବକାରୀ ବିଭାଗର ଚଢ଼ାଉରେ ଚୋରାମଦ ଜବତ ସହ ୪ ଗିରଫ

0
ତାଳଚେର,୨୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅବକାରୀ ଅଧିକ୍ଷକ କ୍ରୀଷ୍ଣା ନାୟକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପ ନିରୀକ୍ଷକ ପ୍ରଭାସ କୁମାର ଚୈାଧୁରୀଙ୍କ ନେତୃତ୍ୱରେ ତାଳଚେର ଅଂଚଳର ଅଙ୍ଗାରୁଆ,ତାଳଚେର ବସଷ୍ଟାଣ୍ଡ,ତାଳଚେର ଟାଉନ ଏବଂ ସନ୍ଥପଡ଼ା...