24.1 C
Bhubaneswar
Friday, March 29, 2024
Home Authors Posts by Ajit Behera

Ajit Behera

277 POSTS 0 COMMENTS

ମନୋଜ ଦାସଙ୍କ ଆରୋଗ୍ୟ ନିମନ୍ତେ ଦୀପ ଦାନ

0
ତାଳଚେର,୨୧/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବାଣୀ ସରସ୍ୱତୀ ପଦ୍ମଭୂଷଣ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ସନ୍ଧ୍ୟାରେ ଗୋପାଳପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ ପରିସରରେ ମା ହିଙ୍ଗୁଳା ପାଠାଗାର...

କଳମଛୁଇଁରେ ଧାନମଣ୍ଡି ଉଦ୍‌ଘାଟିତ

0
ତାଳଚେର,୨୧/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ...

ତାଳଚେରରେ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

0
ତାଳଚେର,୧୯/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଭରତପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଆ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା ତାଳଚେର ବ୍ଲକ...

ତାଳଚେର ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କୁ ଦରମା ଏବଂ ଏରିଅର ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ...

0
ତାଳଚେର,୧୯/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୈାରପରିଷଦରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀଙ୍କୁ ସେମାନଙ୍କର ମାସିକ ଦରମା ଏବଂ ବକେୟା ଏରିଅର ପ୍ରଦାନ ନିମନ୍ତେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଳଚେର ମ୍ୟୁନିସିପାଲିଟି...

ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ପ୍ରସଙ୍ଗ ନେଇ ଆଇଏନଟିୟୁସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0
ତାଳଚେର,୧୬/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ଏନଟିପିସି ଦ୍ୱାରା ପରିଚାଳିତ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯିବା ଆଶଙ୍କା ଏବେ ସ୍ଥାନୀୟ ଅଂଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ଏହି ପ୍ରସଙ୍ଗକୁ...

ଜୀବନସାଥୀ ଫାଉଣ୍ଡେସନ ପକ୍ଷରୁ ବିଶାଳ ରକ୍ତଦାନ ଶିବିର

0
ତାଳଚେର,୧୬/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନସାଥୀ ଫାଉଣ୍ଡେସନ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଉଥ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ...

ନିଜ ଶିଶୁପୁତ୍ରକୁ ସମ୍ପର୍କୀୟ ଚୋରି କରିଥିବା ନେଇ ମା ର ଅଭିଯୋଗ

0
ପାଲଲହଡା୧୫/୧୨(ଓଡ଼ିଆପୁଅ/ନିହାର ରଞ୍ଜନ ସାମଲ): ୨୦ଦିନର ଶିଶୁପୁତ୍ରକୁ ନିଜ ସମ୍ପର୍କୀୟ ଲୋକେ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ମା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ପାଲଲହଡା...

କଳମଛୁଇଁରେ ଔଷଧୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ

0
ତାଳଚେର,୧୪/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ପଂଚାୟତରେ ଔଷଧୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗର ମ୍ୟାଲେରିଆ ନିରାକରଣ ଯୋଜନା ଅନୁଯାୟୀ ପ୍ରତ୍ୟେକ ପରିବାରର...

ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଗସ୍ତରେ ଜିଲ୍ଲା ଯୁବ ଜନତାଦଳ ସଭାପତି ଦିନେଶ ପ୍ରଧାନ

0
ଆଠମଲ୍ଲିକ,୧୪/୧୨(ଓଡ଼ିଆପୁଅ/ଜିତେନ୍ଦ୍ର ସାହୁ):ବିଜୁ ଯୁବ ଜନତା ଦଳକୁ ମଜଭୁତ କରିବା ପାଇଁ ବିଭିନ୍ନ ଅଂଚଳ ପରିଦର୍ଶନ କରୁଛନ୍ତି ଅନୁଗୋଳ ଜିଲ୍ଲା ଯୁବ ସଭାପତି ଦିନେଶ୍ ପ୍ରଧାନlଏହି ପରିପ୍ରେକ୍ଷୀରେ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ...

ପିକଅପ ଭ୍ୟାନ୍ ଦୁର୍ଘଟଣାରେ ଜଣେ ମୃତ

0
ପାଳଲହଡା,୧୩/୧୨(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଉପରେ ଥିବା ଏକ ଡିଭାଇଡାର ଉପରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଚଢ଼ିଯିବାରୁ...

ଅବକାରୀ ବିଭାଗ ଚଢ଼ଉରେ ବ୍ୟାପକ ଦେଶୀ ବିଦେଶୀ ମଦ ଜବତ ଓ ୨ ଜଣ...

0
ତାଳଚେର,୧୧/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜିଲ୍ଲା ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ତାଳଚେର ଅବକାରୀ ବିଭାଗ ତରଫରୁ ଚଳିତ ମାସ ୧୦ ଏବଂ ୧୧ ତାରିଖରେ ଦୁଇ ଦିନ ଧରି...

ଟ୍ରାକ୍ଟର ରୁ ଖସି ପଡି ଶିଶୁ ଶ୍ରମିକ ମୃତ

0
ପାଳଲହଡା,୬/୧୨(ଓଡ଼ିଆପୁଅ/ନିହାର ରଞ୍ଜନ ସାମଲ):ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ କ୍ରୁତିବାସପୁର ଗାଁ ନିକଟରେ ଟ୍ରାକ୍ଟରରୁ ଖସି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ଶ୍ରମିକ ଜଣକ ନାବାଳିକା ହୋଇଥିବାର ଆଲୋଚନା ହେଉଛି l ସୂଚନା ଅନୁଯାୟୀ...

କଳମଛୁଇଁ ଶିଶୁମନ୍ଦିରରେ ସଙ୍କୁଳସ୍ତରୀୟ ବୈଠକ

0
ତାଳଚେର,୫/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସଙ୍କୁଳସ୍ତରୀୟ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାଳଚେର ସଙ୍କୁଳ ଅନ୍ତର୍ଗତ...

ପୁନଃ ଥଇଥାନ ଦାବିରେ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା

0
ପାଳଲହଡା,୩/୧୨(ଓଡ଼ିଆପୁଅ/ନିହାର ରଞ୍ଜନ ସାମଲ): ଠିକା ବିଦ୍ୟୁତ କର୍ମଚାରୀଙ୍କୁ ପୁନଃ ଥଇଥାନ ଦାବିରେ ପାଳଲହଡା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଠିକା ବିଦ୍ୟୁତ କର୍ମଚାରୀମାନେ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ ପ୍ରାୟ ୮ ବର୍ଷ...

ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ତରଫରୁ ପ୍ରାଧ୍ୟାପକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0
ତାଳଚେର,୩0/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ତରଫରୁ ବିଭାଗର ପ୍ରାଧ୍ୟାପକ ବିକାଶ ରଞ୍ଜନ ପଟ୍ଟନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ମହାବିଦ୍ୟାଳୟ ସଭାଗୃହଠାରେ ଇତିହାସ ବିଭାଗର...

୧୧ ଦଫା ଦାବି ନେଇ ବିଏମଏସ ର ଧାରଣା ପ୍ରଦର୍ଶନ

0
ତାଳଚେର,୨୮/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର କୋଇଲାଖଣି ମଜଦୂର ସଂଘ ସମ୍ବନ୍ଧିତ ଭାରତୀୟ ମଜଦୂର ସଂଘ ତରଫରୁ ୧୧ ଦଫା ଦାବି ନେଇ ଆଜି ଏମସିଏଲ ର ଲିଙ୍ଗରାଜ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

ତାଳଚେର ପୈାର ମଣ୍ଡଳରେ ବିଜେପିର ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

0
ତାଳଚେର,୨୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ପୈାର ମଣ୍ଡଳରେ ବିଜେପିର ୨ ଦିନିଆ ପ୍ରଶିକ୍ଷଣ ଶିବିର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଉଦଘାଟନୀ ସତ୍ରରେ ଯୋଗ...

ସାଂସଦଙ୍କ ଦ୍ୱାରା ପ୍ରତିଷ୍ଠିତ ଦୁଇ ଅନୁଷ୍ଠାନର ନୂତନ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟିତ

0
ତାଳଚେର,୨୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ଓ ସାପ୍ତାହିକ ପତ୍ରିକା ‘ଆଗେଇବା’ର ନୂତନ କାର୍ଯ୍ୟାଳୟ ଦେଉଳବେଡ଼ାଠାରେ ଉଦ୍‌ଘାଟିତ ହୋଇଛି ।...

ରୁଗୁଡି ଆଶ୍ରମରେ ଗୋପାଳ ସହସ୍ର ନାମଯଜ୍ଞ

0
ତାଳଚେର,୨୭/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ମହାପଂଚୁକ ପାଳନ ଅବସରରେ ତାଳଚେର ବ୍ଲକ୍ ଅନ୍ତର୍ଗତ ସୋଲଡା ତେଲିପୁର ସାହି ନିକଟସ୍ଥ ରୁଗୁଡି ଆଶ୍ରମରେ ଏକ ଗୋପାଳ ସହସ୍ର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।...

ହିଙ୍ଗୁଳା ପୀଠରେ ୩୫ତମ ମହାଚଣ୍ଡୀ ଯଜ୍ଞ

0
ତାଳଚେର,୨୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର କାର୍ତିକ ପଂଚକର ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ୫ ଦିନ ବ୍ୟାପୀ ୩୫ତମ ମହାଚଣ୍ଡୀ ଯଜ୍ଞ ଆରମ୍ଭ ହୋଇଯାଇଛି ।...