Home 2020

Yearly Archives: 2020

‘ଚିତ୍ରରଙ୍ଗ’ର ସାଂସ୍କୃତିକ ମହୋତ୍ସବ

ନୟାଗଡ଼, ୨୦-୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ସଂସ୍କୃତି ଭବନରେ ଚିତ୍ରରଙ୍ଗ ପକ୍ଷରୁ ୩ ଦିନ ଧରି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ରାଗେଶ୍ରୀ ନିଳୟମ...

ଆକ୍ୟୁ-ପଙ୍କଚର୍ ହେଲଥ୍ କେୟାର ସେଣ୍ଟର ଉଦ୍‌ଘାଟିତ

ନୟାଗଡ଼, ୨୧-୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ପାଣ୍ଡରା ଛକ ବାଇପାସ୍ ସନ୍ନିକଟ ଜଗନ୍ନାଥ ମନ୍ଦିର ପାଶ୍ୱର୍ରେ ବିକଳ୍ପ ଚିକିତ୍ସା ଆକ୍ୟୁ-ପଙ୍କଚର୍ ହେଲଥ୍‌କେୟାର ସେଣ୍ଟରକୁ ବିଶିଷ୍ଟ ଆକ୍ୟୁପ୍ରେସର ବିଶେଷଜ୍ଞ ଶ୍ରୀଯୁକ୍ତ ନୀତିନ୍...

ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘର ସାଧାରଣ ପରିଷଦ ବୈଠକ ୨୨ରେ

କେନ୍ଦ୍ରାପଡା ୨୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘର ରାଜ୍ୟ ସାଧାରଣ ପରିଷଦ ବୈଠକ ଚଳିତ ଜାନୁଆରୀ ମାସ ୨୨ତାରିଖ ପୂର୍ବାହ୍ନ ସାଢେ୯ଟା ସମୟରେ କଟକସ୍ଥିତ ଶହୀଦ ଭବନରେ...

ନରସିଂହପୁର ଗ୍ରାମବାସୀଙ୍କୁ ୫ମାସ ଧରି ରାସନ ସାମଗ୍ରୀ ମିଳିନଥିବା ଅଭିଯୋଗ

କେନ୍ଦ୍ରାପଡା ୨୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଡେରାବିଶି ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମବାସୀଙ୍କୁ ଚାଉଳ, ଗହମ, କିରୋସିନି ସମେତ ଏଲ.ଇ.ଡି ବଲ୍ୱ ମିଳିନଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଶନିବାର ବେଷାମରିକ ଯୋଗାଣ...

ଆଦର୍ଶ ଗ୍ରାମର ସୁନାମଧନ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୨୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ଆଦର୍ଶ ଗ୍ରାମ ଜମଧର ଗ୍ରାମେର ଭଲକାମ କରୁଥିବା ବ୍ୟକ୍ତିମାନଙ୍କୁ ଗ୍ରାମବାସୀଙ୍କ ଉପସ୍ଥିତିରେ ଗ୍ରାମତରଫରୁ ଏକ ସଭାରେ ସମ୍ବର୍ଦ୍ଧିତ...

ଖଣି ନିଲାମ ଦ୍ୱାରା ନୂଆ ଲିଜ୍‌ଧାରୀ ସମସ୍ତ କାର୍ଯ୍ୟରତ ଶ୍ରମିକମାନଙ୍କୁ ନିଯୁକ୍ତି ବାଧ୍ୟତାମୂଳକ ହେବାକୁ ବିଜ୍ଞପ୍ତି ପ୍ରକାଶ କରିବାକୁ...

କେନ୍ଦୁଝର, ୨୧ ଜାନୁୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଚାଲୁଥିବା ୨୦ଟି ଖଣି ନିଲାମି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯାହାକି...

ସଚେତନ ହେଲେ ଦୃର୍ଘଟଣା ହ୍ରାସ ପାଇବ

ପୁରୀ, ୧୮/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଗତକାଲି ପୌରସଦନ ଠାରେ ଉଦଯାପିତ ହୋଇଯାଇଛି। ପୌରସଂସ୍ଥା କାର୍ଯ୍ୟନିର୍ବାହି ଅଧିକାରୀ ବିଜୟ କୁମାର ଦାସ ଅତିରିକ୍ତ ଜିଲାପାଳ...

ପୁରୀ ପୌରସଂସ୍ଥା ନିଗମ ହେବାପାଇଁ ବାଟ ସୁଗମ ହେଉଛି

ପୁରୀ, ୨୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ପୌରାଂଚଳ ସୀମା ବଢିବ। ପୁରୀ ସହରରେ ମିଶିବ ୧୦ଗୋଟି ଗ୍ରାମ।ସେଥିରୁ ୨ଟି ବ୍ରହ୍ମଗିରି ବ୍ଲକରେ ଥିବା ବେଳେ ୬ଟି ପୁରୀ ସଦର ବ୍ଲକ...

କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି କିଳଙ୍କାରୀ ଘଟଣା : ନିର୍ଯ୍ୟାତିତା ମହିଳା କର୍ମଚାରୀ ସମବାୟ ମନ୍ତ୍ରୀଙ୍କୁ ଅଭିଯୋଗ କଲେ

0
କେନ୍ଦ୍ରାପଡା ୨୦/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କ ଦ୍ୱାରା ନିର୍ଯ୍ୟାତିତା ମହିଳା କର୍ମଚାରୀ ଆଜି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ...

ଜିଲାସ୍ତରୀୟ ଓପନ ଚେସ୍ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

0
ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲା ଚେସ୍ ଆସୋସିଏସନ ଏବଂ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଦୁଇଦିନ ଚାଲିଥିବା ଜିଲାସ୍ତରୀୟ ଓପନ ଚେସ୍ ଟୁର୍ଣ୍ଣାମେଂଟ -୨୦୨୦ ଉଦ୍‌ଯାପିତ ହୋଇଯାଇଛି।...

ନୟାଗଡ଼ ପୌରପରିଷଦ: ୧୧୫ ସଫେଇ କର୍ମଚାରୀ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆନୁକୂଲ୍ୟରେ ଇନୋଡଷ୍ଟ ସଂସ୍ଥା ଭୁବନେଶ୍ୱର ପକ୍ଷରୁ ନୟାଗଡ଼ ପୌର ପରିଷଦର ୧୧୫ଜଣ ସଫେଇ କର୍ମଚାରୀ ଓ ଶ୍ରମିକଙ୍କୁ ଦକ୍ଷତା...

ସର୍ବଭାରତୀୟ ନୟାଗଡ଼ ହକି କପ୍‌ର ୨ୟ ଦିବସ : ହରିୟାନା ଓ ଭୁବନେଶ୍ୱର ରେଲୱେ ଦଳ ବିଜୟୀ

ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସର୍ବଭାରତୀୟ ନୟାଗଡ଼ ହକି କପ୍‌ର ୨ୟ ଦିବସରେ ଦୁଇ ପର୍ଯ୍ୟାୟ ଖେଳରେ ହରିୟାନା ଓ ଭୁବନେଶ୍ୱର ରେଲୱେ ଦଳ ବିଜୟୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ...

ବାଲିଗୁଡା କୋର୍ଟ ରେ ହାଜର ହେଲେ ମାଓ ନେତା ସବ୍ୟସାଚୀ

ବାଲିଗୁଡା, ୨୦/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ ) ବାଲିଗୁଡା ଅତରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ରେ ସୋମବାର ଦିନ ମାଓ ନେତା ସବ୍ୟସାଚୀ ପଣ୍ଡା ହାଜର ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି...

୧୧ ଦିନରେ ମିଳିଲା ପୂର୍ଣ୍ଣଚନ୍ଦ୍ରଙ୍କ ଗଳିତ ଶବ, ପରିବାର ଆଣିଲେ ହତ୍ୟା ଅଭିଯୋଗ

0
ତେଲକୋଇ, ୨୦ ଜାନୁୟାରୀ (ଓଡିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ଥାନା ଅର୍ନ୍ତଗତ ବାଲିଯୋଡି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗତ ୧୧ ତାରିଖରୁ ନିଖୋଜ ଥିବା ନାବାଳକଙ୍କ ଘଳିତ ଶବ ଗାଁରେ ଥିବା...

ବୋଲେରୋ ଓଲଟି ୪ ଗୁରୁତର

ବାଲିଗୁଡା, ୨୦/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଡୁମ୍ବୁରିନାଳ ପୋଲଠାରେ ରାତି ପ୍ରାୟ ୯ଟାରେ ଏକ ବୋଲେରୋ ଓଲଟି ପଡ଼ିବାରୁ...

ସଂଗ୍ରାମୀ ଦୁଖିଶ୍ୟାମ ଜେନାଙ୍କ ସ୍ମରଣ ସଭା ଓ ନାଗରିକ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ୨୦/୧ (ଓଡ଼ିଆ ପୁଅ) - ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଆମର ଜାତୀୟ ଜୀବନର ମେରୁଦଣ୍ଡ ସଦୃଶ। ସେମାନଙ୍କର ତ୍ୟାଗପୂତ ଜୀବନ ଓ ଦେଶପ୍ରେମ ସମାଜକୁ ଯୁଗ ଯୁଗ ଧରି ଉଦବୁଦ୍ଧ କରୁଥିବ...

କୃଷକଙ୍କ ଆୟ ବୃଦ୍ଧି କରିବ ୨୦୨୦ କୃଷି ନୀତି ‘ସମୃଦ୍ଧି’: ମୁଖ୍ୟମନ୍ତ୍ରୀ

0
- ଭୁବନେଶ୍ୱର ଜନତା ମଇଦାନରେ ଉଦ୍ଘାଟିତ ହେଲା ‘କୃଷି ଓଡ଼ିଶା’ - ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ - ୨୦୨୦ କୃଷି ନୀତି ‘ସମୃଦ୍ଧି’ ଲୋକାର୍ପିତ - ୫ ଦିନ ଯାଏଁ ଚାଲିବ ଏହି କୃଷି...

ଅଶୋକ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣମେଂଟ ଉଦ୍ ଘାଟିତ

ଯାଜପୁର୨୦ା୧(ଓଡିଆ ପୁଅ) ମାଳଆନ୍ଦପୁର ପଂଚାୟତ ଅନ୍ତର୍ଗତ ନମିଟିକରି ଗ୍ରାମର ବାବା ସ୍ୱପ୍ନେଶ୍ୱର ଖେଳ ପଡଇଆରେ ଦ୍ୱିତୀୟ ବାର୍ଷିକ ଅଶୋକ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ ଘାଟିତ ହୋଇଛି । ଏହି ଉଦ୍...

ଅଟୋକୁ ଧକ୍କା ଦେଲା ବୋଲେରୋ: ଜଣେ ମୃତ ୩ଗୁରୁତର: ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ

ବାଲିଗୁଡା, ୨୦/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଡୁଗୁଡି ଠାରେ ଏକ ଅଟୋକୁ ସାମନା ପଟୁ ଧକ୍କା ଦେଲା ବୋଲେରୋ।...

“ଯଯାତି” ମହୋତ୍ସବର ସପଂଳତା ପାଇଁ ମା’ ବିରଜାଙ୍କୁ ପୂଜାର୍ଚ୍ଚନା  

ଯାଜପୁର୨୦ା୧(ଓଡିଆ ପୁଅ)ଚଳିତ ବର୍ଷ ଯାଜପୁର ଜିଲ୍ଳା ମହୋତ୍ସବ “ଯଯାତି” ର ଊଦ୍‌ଘାଟନ ଦିବସରେ ମା’ ବିରଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ  ଶୋଭାଯାତ୍ରା ବାଳାଶ୍ରମ ପଡିଆକୁ ଆଗମନ କରିଥିଲା ।  ମା’ ବିରଜା...