Home ଜିଲ୍ଲା ପରିକ୍ରମା “ଯଯାତି” ମହୋତ୍ସବର ସପଂଳତା ପାଇଁ ମା’ ବିରଜାଙ୍କୁ ପୂଜାର୍ଚ୍ଚନା  

“ଯଯାତି” ମହୋତ୍ସବର ସପଂଳତା ପାଇଁ ମା’ ବିରଜାଙ୍କୁ ପୂଜାର୍ଚ୍ଚନା  

88

ଯାଜପୁର୨୦ା୧(ଓଡିଆ ପୁଅ)ଚଳିତ ବର୍ଷ ଯାଜପୁର ଜିଲ୍ଳା ମହୋତ୍ସବ “ଯଯାତି” ର ଊଦ୍‌ଘାଟନ ଦିବସରେ ମା’ ବିରଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ  ଶୋଭାଯାତ୍ରା ବାଳାଶ୍ରମ ପଡିଆକୁ ଆଗମନ କରିଥିଲା ।  ମା’ ବିରଜା ଯେହେତୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ।

 

ତାଙ୍କରି କୃପା ଲାଭ ସହ ଆଶ୍ରାରେ ଯାଇ ପ୍ରଶାସନ ଆରମ୍ଭ କରିଥିଲା ୫ ଦିନିଆ ମହୋତ୍ସବ ।  ଉଜ୍ଜାପିତ ହୋଇଛି ୮ମ ଜିଲ୍ଳା “ଯଯାତି” ର ମହୋତ୍ସବ ଦିବସ ।  ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ଓ ଆନନ୍ଦର ସହ ସଂପନ୍ନ ହୋଇଥିଲା ଏହି ୮ମ ଜିଲ୍ଳା ମହୋତ୍ସବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.