Home 2020
Yearly Archives: 2020
ବାଳାଶ୍ରମ ପଡିଆ ଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳନ
ଯାଜପୁର୨୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯୁବ ସମାଜ ହିଁ ଦେଶରେ ପରିବର୍ତ୍ତନ ଆଣି ଏକ ଦୃଢ, ସ୍ୱଚ୍ଚ୍ଥ ଓ ସଂସ୍କାରଯୁକ୍ତ ସମାଜ ସୃଷ୍ଟି କରିପାରିବେ ବୋଲି ରାଜ୍ୟ ଗୃହ, ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର...
ମାଓଗଡରେ ମାଓବାଦୀଙ୍କୁ ଝଟକା,ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ,ଜଣେ ମାଓବାଦୀ ମୃତ ଜଣେ ଆହତ
ମାଲକାନଗିରି,୨୬ା୧ (ଓଡିଆ ପୁଅ ) ପ୍ରଥମ ଥରକରି ମାଓଗଡରେ ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଛି,ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ମାଓବାଦୀର ମୃତ୍ୟୁହେବା ସହ ଜଣେ ଆହତ ହୋଇଛନ୍ତି । ଆଜି...
ଭିନ୍ନକ୍ଷମ ଅସହାୟ ମହିଳାଙ୍କୁ ଧର୍ଷଣ ସହ ଗୁରୁତର ଆହତ ଅଭିଯୋଗ : ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି
ଟିଟିଲାଗଡ଼ -୨୫-୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଜି.ଆର.ପି ଥାନା ଅନ୍ତର୍ଗତ ରେଳ ଷ୍ଟେସନ ତେଲଟାଙ୍କି ନିକଟରେ ଏକ କୁଡ଼ିଆ କରି ଆଶ୍ରୟ ନେଇ ଥିବା ଜଣେ ଅସହାୟ ଭିନ୍ନକ୍ଷମ ମହିଳା ଙ୍କୁ...
+୨ ପରିକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗାଇବା ବାଧ୍ୟତାମୂଳକ; ମଧ୍ୟମିକ ଶିକ୍ଷା ବିଭାଗ
ଭୁବନେଶ୍ୱର୨୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ ) +୨ ବାର୍ଷିକ ପରିକ୍ଷା ପୁର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ, ସେଲ୍ଫ ଫାଇନାନ୍ସିଂ...
ସାବଧାନ ! ୩,୫୦୦ ଫ୍ରଡ ନମ୍ବରକୁ, ଉଠାଇଲେ ଖାଲି ହେବ ଆପଣଙ୍କର ଆକାଉଣ୍ଟ – Paytm ଖୋଜି କାଢ଼ିଲା...
ନୂଆ ଦିଲ୍ଲୀ ୨୬-୧ (ଓଡ଼ିଆ ପୁଅ) Paytm- ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ୩,୫୦୦ ଫୋନ ନମ୍ବରର ଏକ ଲିଷ୍ଟ ଗୃହ ମନ୍ତ୍ରଣାଳୟ, ଟ୍ରାଇ ଏବଂ ସିଇଆରଟି-ଇନ କୁ ଦେଇଛି। ଏହି ଫୋନ ନମ୍ବରଗୁଡ଼ିକରୁ...
ରଣପୁର ଅଂଚଳରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ
ନୟାଗଡ/୨୬/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ପ୍ରତିବର୍ଷ ଭଳି ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । ରଣପୁର ପଂଚୁଦୋଳ ପଡିଆ ମାସ୍ ର୍ୟାଲିରେ ରଣପୁର ତହସିଲ୍ଦାର ଅନିଲ୍ ଆଚାର୍ଯ୍ୟ ପତାକା...
ଡକ୍ଟର ଡେଥ : ୨୨ ମର୍ଡର ! ମହିଳା ରୋଗୀଙ୍କୁ ମାରି, ପୋତି, ନଡ଼ିଆ ଗଛ ଲଗାଉଥିଲା!
ମୁମ୍ବାଇ ୨୬-୧ (ଓଡ଼ିଆ ପୁଅ) ସନ୍ତୋଷ ପାଲ୍, ବର୍ତ୍ତମାନ ଡକ୍ଟର ଡେଥ୍ ନାମରେ ପରିଚିତ। ମହାରାଷ୍ଟ୍ରର ସତାରାର ଏହି ଘଟଣା। ଯେତେବେଳେ ଏକ ଆଙ୍ଗନବାଡ଼ି ୱାର୍କର ଅଚାନକ ନିଖୋଜ ହୋଇଗଲେ। ପରିବାରର ସନ୍ଦେହ...
ଆଜିଠାରୁ ଆରମ୍ଭ ହେଲା ଶିବ ଭୋଜନ : ୧୦ ଟଙ୍କାରେ ଭାତ, ଡାଲି, ତରକାରୀ, ରୁଟି
ମୁମ୍ବାଇ ୨୬-୧ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ୨୬ ଜାନୁଆରୀ ଅର୍ଥାତ୍ ଆଜିଠାରୁ ଲୋକମାନଙ୍କୁ କେବଳ ୧୦ ଟଙ୍କାରେ ଖାଦ୍ୟ ମିଳିବ। ଉଦ୍ଧବ ଠାକରେଙ୍କର ସରକାର 'ଶିବ ଭୋଜନ' ଯୋଜନାକୁ ପୂରା ରାଜ୍ୟରେ ଆଜି...
ନ୍ୟୁଜିଲ୍ୟାଣ୍ଡ ଜିତିଲା ଟସ, ଭାରତ ପ୍ରଥମେ କରିବ ବୋଲିଂ
ନୂଆ ଦିଲ୍ଲୀ ୨୬-୧ (ଓଡ଼ିଆ ପୁଅ) ଅକଲ୍ୟାଣ୍ଡ ଇଡେନ୍ ପାର୍କ (Eden Park) ରେ ଖେଳା ଯାଉଛି ଦ୍ୱିତୀୟ ଟି-୨୦। ନ୍ୟୁଜିଲ୍ୟାଣ୍ଡ ଟସ ଜୀତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି। ଭାରତ...
ମୁଣ୍ଡିଆ ତଳୁ ମହିଳାଙ୍କ ଗଳିତ ଶବ ଉଦ୍ଧାର: ହତ୍ୟା ସନ୍ଦେହ
ଖୋର୍ଦ୍ଧା/ନୟାଗଡ଼: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଶାସନ କାୟା ନିକଟସ୍ଥ ଗଙ୍ଗା ପାହାଡ଼ ତଳୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ଶବଟି ପଚିସଢ଼ି ପୋକ ଲାଗି...
୯ ଜଣ ଓଡ଼ିଆଙ୍କ ସମେତ ୧୧୮ ଜଣଙ୍କୁ ପଦ୍ମଶ୍ରୀ ଜାଣନ୍ତୁ ସମ୍ପୂର୍ଣ୍ଣ ନାମ …
ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ପଦ୍ମ ପୁରସ୍କାର ଅନ୍ୟତମ। ତିନୋଟି ଶ୍ରେଣୀରେ ଦିଆଯାଉଥିବା ପଦ୍ମ ପୁରସ୍କାର ପାଇଁ ଚଳିତ ବର୍ଷ ୧୪୧ ଜଣଙ୍କର ନାମ...
ରାଜ୍ୟସ୍ତର ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥରକରି ଭାଗନେବେ ୧୮ଜଣ ଆଦିମ ବଣ୍ଡା ଜନଜାତି
ମାଲକାନଗିରି,୨୫ା୧ (ଓଡିଆ ପୁଅ ) ଆସନ୍ତାକାଲି ରାଜ୍ୟସ୍ତର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଥମ ଥରକରି ଭାଗନେବେ ମାଲକାନଗିରି ଜିଲ୍ଲା ଖଇରପୁଟ ଦୁର୍ଗମ ଅପହଁଚ ଇଲାକା ମାଓପ୍ରବଣ ବଣ୍ଡାଘାଟିର ୧୮ଜଣ ଆଦିମ ବଣ୍ଡାଜନଜାତି ।...
ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସାହିତ୍ୟସେବା ପାଇଁ ମାଲକାନଗିରି ଜିଲ୍ଲାର ସାହିତ୍ୟିକ ବିଶ୍ୱଭାରତୀ ଶାନ୍ତିନିକେତନ ଠାରେ ଜାତୀୟସ୍ତରରେ ସମ୍ମାନୀତ
ମାଲକାନଗିରି,୨୫ା୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବରିଷ୍ଠ ସାହ୍ୟିତିକ,ଗବେଷକ,ଲେଖକ ରତ୍ନାକରଦାଶ ଓଡିଆ ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ଉଲେଖ୍ୟନୀୟ ସଫଳତା ପାଇଁ ବିଶ୍ୱଭାରତୀ ଶାନ୍ତିନିକେତନ ଓ...
୧୦ମ ଜାତୀୟ ମତଦାତା ଦିବସ ପାଳନ,ନୁଆଭୋଟରଙ୍କୁ ସ୍ୱାଗତ
ମାଲକାନଗିରି,୨୫ା୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ୧୦ମ ଜାତୀୟ ମତଦାତା ଦିବସ ଆଜି ସ୍ଥାନିୟ ସଂସ୍କୃତି ଭବନ ଠାରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି ।ଏହିଅବସରରେ ମୁଖ୍ୟଅତିଥି...
ମନୋହର ପାରିକର, ମନୋଜ ଦାସ, ଜମୀର, ସିନ୍ଧୁଙ୍କ ସମେତ ୧୬ ଜଣଙ୍କୁ ପଦ୍ମଭୂଷଣ
ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ପଦ୍ମ ପୁରସ୍କାର ଅନ୍ୟତମ। ତିନୋଟି ଶ୍ରେଣୀରେ ଦିଆଯାଉଥିବା ପଦ୍ମ ପୁରସ୍କାର ପାଇଁ ଚଳିତ ବର୍ଷ ୧୪୧ ଜଣଙ୍କର ନାମ...
ଅରୁଣ ଜେଟଲୀ, ସୁଷମା ସ୍ୱରାଜଙ୍କ ସମେତ ୭ ଜଣଙ୍କୁ ପଦ୍ମ ବିଭୂଷଣ
ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ପଦ୍ମ ପୁରସ୍କାର ଅନ୍ୟତମ। ତିନୋଟି ଶ୍ରେଣୀରେ ଦିଆଯାଉଥିବା ପଦ୍ମ ପୁରସ୍କାର ପାଇଁ ଚଳିତ ବର୍ଷ ୧୪୧ ଜଣଙ୍କର ନାମ...
ନେତାଜୀ ଯୁବକ ସଙ୍ଘର ବାର୍ଷିକୋତ୍ସବ ଉଦ୍ଯାପିତ
ଯାଜପୁର୨୫ା୧(ଓଡିଆ ପୁଅ/ବିରଞ୍ଚିନାରୟଣ ପତ୍ରୀ)ପଥରପଦା ନେତାଜୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଅନୁଷ୍ଠିତ ୨୪ତମ ନେତାଜୀ ଜୟନ୍ତୀ ଓ ବାଷିକୋତ୍ସବ ଉଦ୍ଯାପିତ ହୋଇଛି । ଉଦ୍ଯାପନି ସନ୍ଧ୍ୟାରେ ସୁବାସ ଧଳଙ୍କ ସଭାପତିତ୍ୱ ଓ ଅଧ୍ୟାପିକା ସରିତା...
ପଦ୍ମଶ୍ରୀ ସମ୍ମାନ ଘୋଷଣା : ଓଡ଼ିଶାର ରାଧାମୋହନଙ୍କ ସହିତ ଝିଅ ସାବରମତୀଙ୍କୁ ପଦ୍ମଶ୍ରୀ ସମ୍ମାନ
ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଚଳିତ ବର୍ଷର ପଦ୍ମ ସମ୍ମାନ ଘୋଷଣା କରାଯାଇଛି। ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ପଦ୍ମଶ୍ରୀ ସମ୍ମାନ ଘୋଲଣା କରାଯାଇଛି। ଓଡ଼ିଶାର ସମାଜସେବୀ ରାଧାମୋହନ ସହିତ ତାଙ୍କ...
ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଉଦ୍ଘାଟିତ
ଯାଜପୁର୨୫ା୧(ଓଡିଆ ପୁଅ/ବିରଞ୍ଚିନାରୟଣ ପତ୍ରୀ)ଯୁବକମାନେ ସମାଜର ବଳ । ଯୁବଶକ୍ତି ଦ୍ୱାରା ସମାଜରେ ପରିବର୍ତନ ସମ୍ଭବ । ତେଣୁ ଯୁବକମାନେ ଭାରତୀୟ କଳା ସଂସ୍କୃତିକୁ ପାଥେୟ କରି ସମାଜ ପରିବର୍ତନର ଆବାହକ ହେବା ଉଚିତ୍...
ଜାତୀୟ ମତଦାତା ଦିବସ ପାଇଁ ସଚେତନତା ଶୋଭାଯାତ୍ରା
ଯାଜପୁର୨୫ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜାତୀୟ ମତଦାତା ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ନିର୍ବାଚନ ବିଭାଗ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି...





