Home ଓଡ଼ିଶା ୯ ଜଣ ଓଡ଼ିଆଙ୍କ ସମେତ ୧୧୮ ଜଣଙ୍କୁ ପଦ୍ମଶ୍ରୀ ଜାଣନ୍ତୁ ସମ୍ପୂର୍ଣ୍ଣ ନାମ …

୯ ଜଣ ଓଡ଼ିଆଙ୍କ ସମେତ ୧୧୮ ଜଣଙ୍କୁ ପଦ୍ମଶ୍ରୀ ଜାଣନ୍ତୁ ସମ୍ପୂର୍ଣ୍ଣ ନାମ …

169

ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ପଦ୍ମ ପୁରସ୍କାର ଅନ୍ୟତମ। ତିନୋଟି ଶ୍ରେଣୀରେ ଦିଆଯାଉଥିବା ପଦ୍ମ ପୁରସ୍କାର ପାଇଁ ଚଳିତ ବର୍ଷ ୧୪୧ ଜଣଙ୍କର ନାମ ଘୋଷଣା କରାଯାଇଛି। ସେଥି ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୬ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ।
ଏହି ସମ୍ମାନ ବିଭିନ୍ନ ବିଷୟ, କ୍ଷେତ୍ରର ବିଶଷ୍ଟ ବ୍ୟକ୍ତି ବେଶେଷଙ୍କୁ ଦିଆଯାଇଥାଏ। କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଂଜୀନିୟରିଂ, ବ୍ୟାପାର ଏବଂ ଉଦ୍ୟୋଗ, ଚିକିତ୍ସା, ସାହିତ୍ୟ ଏବଂ ଶିକ୍ଷା, ଖେଳ, ନାଗରିକ ସେବା, ଆଦି କ୍ଷେତ୍ରରେ ସମାଜପାଇଁ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ଦିଆଯାଇଥାଏ।

ଚଣ୍ଡୀଗଡ଼ରେ କାର୍ଯ୍ୟରତ ଭେଷଜ ବିଶେଷଜ୍ଞ ଦିଗମ୍ବର ବେହେରା ଏବଂ ଆମେରିକାରେ ରହୁଥିବା ପ୍ରଶାନ୍ତ କୁମାର ପଟ୍ଟନାୟକ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପାଇବେ।

ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ପ୍ରଫେସର ରାଧାମୋହନ ଏବଂ ସାବରମତୀ ବାପ ଝିଅଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

ଅନ୍ୟମାନଙ୍କ ମଧ୍ୟରେ ଦମୟନ୍ତୀ ବେଶ୍ରା ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପାଇଛନ୍ତି। ଏହି ବିଭାଗରେ ବିଣାପାଣୀ ମହାନ୍ତି ମଧ୍ୟ ପଦ୍ମଶ୍ରୀ ପାଇବେ। କଳା ପାଇଁ ଉତ୍ସବ ଚରଣ ଦାସଙ୍କୁ ପଦ୍ମଶ୍ରୀ ମିଳିବ। ମିତ୍ରଭାନୁ ଗଉନ୍ତିଆ ମଧ୍ୟ କଳା ପାଇଁ ପଦ୍ମଶ୍ରୀ ପାଇବେ। ପଶୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଟକୃଷ୍ଣ ସାହୁ ପଦ୍ମଶ୍ରୀ ପାଇବେ।

ତେବେ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ। ସେମାନେ ହେଲେ

୧. ଗୁରୁ ଶଶଧର ଆଚାର୍ଯ୍ୟ କଳା ଝାରଖଣ୍ଡ
୨. ଡ. ଯୋଗୀ ଏରୋନ ମେଡିସିନ ଉତ୍ତରାଖଣ୍ଡ
୩. ଶ୍ରୀ ଜୟ ପ୍ରକାଶ ଅଗ୍ରୱାଲ ବ୍ୟାପାର ଏବଂ ଉଦ୍ୟୋଗ ଦିଲ୍ଲୀ
୪. ଶ୍ରୀ ଜଗଦୀଶ ଲାଲ ଆହୁଜା ସାମାଜିକ କାର୍ଯ୍ୟ ପଞ୍ଜାବ
୫. କାଜୀ ମାସୂମ ଅଖ୍ତର ସାହିତ୍ୟ ଏବଂ ଶିକ୍ଷା ପଶ୍ଚିମ ବଙ୍ଗ
୬. ସୁଶ୍ରୀ ଗ୍ଲୋରିୟା ଆର୍ଯ୍ୟରା ସାହିତ୍ୟ ଏବଂ ଶିକ୍ଷା ବ୍ରାଜୀଲ
୭. ଖାନ ଜହୀରଖନ ବଖ୍ତିୟାରଖାଂ ଖେଳ ମହାରାଷ୍ଟ୍ର
୮. ଡ. ପଦ୍ମାବତୀ ବନ୍ଦୋପାଧ୍ୟାୟ ଚିକିତ୍ସା ଉତ୍ତର ପ୍ରଦେଶ
୯. ଡ. ସୁଷୋବନ ବନର୍ଜୀ ମେଡିସିନ ପଶ୍ଚିମ ବଙ୍ଗ
୧୦. ଡ. ଦିଗଂବର ବେହରା ମେଡିସିନ ଚଣ୍ଡିଗଡ଼
୧୧. ଡ. ଦମୟନ୍ତୀ ବେଶରା ସାହିତ୍ୟ ଏବଂ ଶିକ୍ଷା ଓଡ଼ିଶା
୧୨. ଶ୍ରୀ ପବାର ପୋପଟରାବ ଭାଗୂଜୀ ସାମାଜିକ କାର୍ଯ୍ୟ ମହାରାଷ୍ଟ୍ର
୧୩. ଶ୍ରୀ ହିମ୍ମତ ରାମ ଭାଂଭୂ ସାମାଜିକ କାର୍ଯ୍ୟ ରାଜସ୍ଥାନ
୧୪. ଶ୍ରୀ ସଂଜୀବ ବିଚଚନ୍ଦାନୀ ବ୍ୟାପାର ଏବଂ ଉଦ୍ୟୋଗ ଉତ୍ତର ପ୍ରଦେଶ
୧୫. ଶ୍ରୀ ଗଫୂରଭାଈ ଏମ. ବିଲଖିୟା ବ୍ୟାପାର ଏବଂ ଉଦ୍ୟୋଗ ଗୁଜରାତ
୧୬. ଶ୍ରୀ ବବ ବ୍ଲାକମ୍ୟାନ ପବ୍ଲିକ ଆଫେୟାର୍ସ ୟୂନାଇଟେଡ କିଂଗଡମ
୧୭. ସୁଶ୍ରୀ ଇଂଦିରା ପୀ. ପୀ. ବୋରା କଳା ଆସାମ
୧୮. ଶ୍ରୀ ମଦନ ସିଂହ ଚୌହାନ କଳା ଛତିଶଗଡ଼
୧୯. ସୁଶ୍ରୀ ଉଷା ଚୂମର ସାମାଜିକ କାର୍ଯ୍ୟ ରାଜସ୍ଥାନ
୨୦. ଶ୍ରୀ ଲୀଲ ବହାଦୁର ଚେତ୍ରୀ ସାହିତ୍ୟ ଏବଂ ଶିକ୍ଷା ଆସାମ
୨୧. ସୁଶ୍ରୀ ଲଲିତା ଏବଂ ସୁଶ୍ରୀ ସରୋଜା ଚିଦାମ୍ବରମ (ଡୁଓ) କଳା ତାମିଲନାଡୁ
୨୨. ଡ. ବଜିରା ଚିତ୍ରସେନ କଳା ଶ୍ରୀଲଙ୍କା
୨୩. ​​ଡ. ପୁରୁଷୋତ୍ତମ ଦଧୀଚ କଳା ମଧ୍ୟ ପ୍ରଦେଶ
୨୪. ଶ୍ରୀ ଉତ୍ସବ ଚରଣ ଦାସ କଳା ଓଡ଼ିଶା
୨୫. ପ୍ରୋ. ଇଂଦ୍ର ଦାସନାୟକେ – ମରଣୋତ୍ତର – ସାହିତ୍ୟ ଏବଂ ଶିକ୍ଷା ଶ୍ରୀଲଙ୍କା
୨୬. ଶ୍ରୀ ଏଚ. ଏମ. ଦେସାଈ ସାହିତ୍ୟ ଏବଂ ଶିକ୍ଷା ଗୁଜରାତ
୨୭. ଶ୍ରୀ ମନୋହର ଦେବଦାସ କଳା ତାମିଲନାଡୁ
୨୮. ସୁଶ୍ରୀ ଓଇନମ ବେମବେମ ଦେବୀ ଖେଳ ମଣିପୁର
୨୯. ସୁଶ୍ରୀ ଲିୟା ଡିସ୍କିନ ସାମାଜିକ କାର୍ଯ୍ୟ ବ୍ରାଜୀଲ
୩୦. ଶ୍ରୀ ଏମ. ପୀ. ଗଣେଶ ସ୍ପୋର୍ଟ୍ସ କର୍ଣ୍ଣାଟକ
୩୧. ଡ. ବୈଂଗଲୋର ଗଙ୍ଗାଧର ମେଡିସିନ କର୍ଣ୍ଣାଟକ
୩୨. ଡ. ରମନ ଗଙ୍ଗାଖେଡକର ବିଜ୍ଞାନ ଏବଂ ଇଂଜୀନିୟରିଙ୍ଗ ମହାରାଷ୍ଟ୍ର
୩୩. ଶ୍ରୀ ବୈରୀ ଗାର୍ଡିନର ପବ୍ଲିକ ଆଫେୟାର୍ସ ୟୂନାଇଟେଡ କିଂଗଡମ
୩୪. ଶ୍ରୀ ଚେବାଂଗ ମୋଟୁପ ଗୋବା ବ୍ୟାପାର ଏବଂ ଉଦ୍ୟୋଗ ଲଦ୍ଦାଖ
୩୫. ଶ୍ରୀ ଭାରତ ଗୋୟନକା ବ୍ୟାପାର ଏବଂ ଉଦ୍ୟୋଗ କର୍ଣ୍ଣାଟକ
୩୬. ଶ୍ରୀ ୟଦଲା ଗୋପାଲରାବ କଳା ଆନ୍ଧ୍ର ପ୍ରଦେଶ
୩୭. ଶ୍ରୀ ମିତ୍ରାଭାନୁ ଗଉଁତିଆ କଳା ଓଡ଼ିଶା
୩୮. ସୁଶ୍ରୀ ତୁଲସୀ ଗୌଡ଼ ସାମାଜିକ କାର୍ଯ୍ୟ କର୍ଣ୍ଣାଟକ
୩୯. ଶ୍ରୀ ସୁଜୟ କେ. ଗୁହା ବିଜ୍ଞାନ ଏବଂ ଇଂଜୀନିୟରିଙ୍ଗ ବିହାର
୪୦. ସୁଶ୍ରୀ ହରେକଲା ହଜବା ସୋଶଲ ୱାର୍କ କର୍ଣ୍ଣାଟକ
୪୧. ଶ୍ରୀ ଇନାମୁଲ ହକ ଅନ୍ୟ-ପୁରାତତ୍ବ ବାଂଗ୍ଲାଦେଶ
୪୨. ଶ୍ରୀ ମଧୁ ମଂସୂରୀ ହସମୁଖ କଳା ଝାରଖଣ୍ଡ
୪୩. ଶ୍ରୀ ଅବ୍ଦୁଲ ଜବ୍ବାର – ମରଣୋତ୍ତର – ସାମାଜିକ କାର୍ଯ୍ୟ ମଧ୍ୟ ପ୍ରଦେଶ
୪୪. ଶ୍ରୀ ବିମଲ କୁମାର ଜୈନ ସାମାଜିକ କାର୍ଯ୍ୟ ବିହାର
୪୫. ସୁଶ୍ରୀ ମୀନାକ୍ଷୀ ଜୈନ ସାହିତ୍ୟ ଏବଂ ଶିକ୍ଷା ଦିଲ୍ଲୀ
୪୬. ଶ୍ରୀ ନେମନାଥ ଜୈନ ବ୍ୟାପାର ଏବଂ ଉଦ୍ୟୋଗ ମଧ୍ୟ ପ୍ରଦେଶ
୪୭. ସୁଶ୍ରୀ ଶାନ୍ତି ଜୈନ କଳା ବିହାର
୪୮. ଶ୍ରୀ ସୁଧୀର ଜୈନ ବିଜ୍ଞାନ ଏବଂ ଇଂଜୀନିୟରିଙ୍ଗ ଗୁଜରାତ
୪୯. ଶ୍ରୀ ବେନୀଚନ୍ଦ୍ର ଜମାତିୟା ସାହିତ୍ୟ ଏବଂ ଶିକ୍ଷା ତ୍ରିପୁରା
୫୦. ଶ୍ରୀ କେ. ବୀ. ସଂପତ କୁମାର ଏବଂ ସୁଶ୍ରୀ ବିଦୁଷୀ ଜୟଲକ୍ଷ୍ମୀ କେ.ଏସ. – ସାହିତ୍ୟ ଏବଂ ଶିକ୍ଷା-ପତ୍ରକାରିତା କର୍ଣ୍ଣାଟକ
୫୧. ଶ୍ରୀ କରଣ ଜୌହର କଳା ମହାରାଷ୍ଟ୍ର
୫୨. ଡ. ଲୀଲା ଜୋଶୀ ମେଡିସିନ ମଧ୍ୟ ପ୍ରଦେଶ
୫୩. ସୁଶ୍ରୀ ସରିତା ଜୋଶୀ କଳା ମହାରାଷ୍ଟ୍ର
୫୪. ଶ୍ରୀ ସୀ. କମଲୋବା ସାହିତ୍ୟ ଏବଂ ଶିକ୍ଷା ମିଜୋରାମ
୫୫. ଡ. ରବି କନ୍ନନ ଆର ମେଡିସିନ ଆସାମ
୫୬. ସୁଶ୍ରୀ ଏକତା କାପୁର କଳା ମହାରାଷ୍ଟ୍ର
୫୭. ଶ୍ରୀ ୟଜୀଦୀ ନୌଶୀରବାନ କରଂଜିୟା କଳା ଗୁଜରାତ
୫୮. ଶ୍ରୀ ନାରାୟଣ ଜେ. ଜୋଶୀ କରୟାଲ ସାହିତ୍ୟ ଏବଂ ଶିକ୍ଷା ଗୁଜରାତ
୫୯. ଡ. ନରିନ୍ଦର ନାଥ ଖନ୍ନା ମେଡିସିନ ଉତ୍ତର ପ୍ରଦେଶ
୬୦. ଶ୍ରୀ ନବୀନ ଖନ୍ନା ବିଜ୍ଞାନ ଏବଂ ଇଂଜୀନିୟରିଙ୍ଗ ଦିଲ୍ଲୀ
୬୧. ଶ୍ରୀ ଏସ. ପୀ. କୋଠାରୀ ସାହିତ୍ୟ ଏବଂ ଶିକ୍ଷା ୟୂଏସଏ
୬୨. ଶ୍ରୀ ବୀ. କେ. ମୁନୁସାମୀ କ୍ରିଷ୍ଣାପକଥର କଳା ପୁଡୁଚେରୀ
୬୩. ଶ୍ରୀ ଏମ. କେ. କୁଂଜୋଲ ସାମାଜିକ କାର୍ଯ୍ୟ କେରଳ –
୬୪. ଶ୍ରୀ ମନମୋହନ ମହାପାତ୍ର – ମରଣୋତ୍ତର – କଳା ଓଡ଼ିଶା
୬୫. ଉସ୍ତାଦ ଅନବର ଖାନ ମଂଗନିୟାର କଳା ରାଜସ୍ଥାନ
୬୬. ଶ୍ରୀ କଟ୍ଟଂଗଲ ସୁବ୍ରମଣ୍ୟମ ମଣିଲାଲ – ବିଜ୍ଞାନ ଏବଂ ଇଂଜୀନିୟରିଙ୍ଗ କେରଳ
୬୭. ଶ୍ରୀ ମୁନ୍ନା ମାଷ୍ଟର ଆର୍ଟ ରାଜସ୍ଥାନ
୬୮. ପ୍ରୋ. ଅଭିରାଜ ରାଜେଂଦ୍ର ମିଶ୍ର ସାହିତ୍ୟ ଏବଂ ଶିକ୍ଷା ହିମାଚଲ ପ୍ରଦେଶ
୬୯. ସୁଶ୍ରୀ ବିଣାପାଣୀ ମହାନ୍ତି ସାହିତ୍ୟ ଏବଂ ଶିକ୍ଷା ଓଡ଼ିଶା
୭୦. ଡ. ଅରୁଣୋଦୟ ମଣ୍ଡଳ ମେଡିସିନ ପଶ୍ଚିମ ବଙ୍ଗ
୭୧. ଡ. ପୃଥ୍ବୀବିଂଦ୍ର ମୁଖାର୍ଜୀ ସାହିତ୍ୟ ଏବଂ ଶିକ୍ଷା ଫ୍ରାନ୍ସ
୭୨. ଶ୍ରୀ ସତ୍ୟନାରାୟଣ ମୁନଦୂର ସାମାଜିକ କାର୍ଯ୍ୟ ଅରୁଣାଚଳ ପ୍ରଦେଶ
୭୩. ଶ୍ରୀ ମଣିଲାଲ ନାଗ କଳା ପଶ୍ଚିମ ବଙ୍ଗ
୭୪. ଶ୍ରୀ ଏନ. ଚନ୍ଦ୍ରଶେଖରନ ନାୟର ସାହିତ୍ୟ ଏବଂ ଶିକ୍ଷା କେରଳ
୭୫. ଡ. ଟେଟ୍ସୁ ନାକାମୁରା – ମରଣୋତ୍ତର – ସାମାଜିକ କାର୍ଯ୍ୟ – ଆଫଗାନିସ୍ତାନ
୭୬. ଶ୍ରୀ ଶିବ ଦତ୍ତ ନିର୍ମୋହୀ ସାହିତ୍ୟ ଏବଂ ଶିକ୍ଷା ଜମ୍ମୂ ଏବଂ କଶ୍ମୀର
୭୭. ଶ୍ରୀ ପୁ ଲାଲବିକ୍ତଂଗା ପାଛୁ ସାହିତ୍ୟ ଏବଂ ଶିକ୍ଷା-ପତ୍ରକାରିତା -ମିଜୋରାମ
୭୮. ସୁଶ୍ରୀ ମୁଜିକ୍କଲ ପଂକଜାକ୍ଷୀ କଳା କେରଳ
୭୯. ଡ. ପ୍ରଶାନ୍ତ କୁମାର ପଟ୍ଟନାୟକ ସାହିତ୍ୟ ଏବଂ ଶିକ୍ଷା ୟୂଏସଏ
୮୦. ଶ୍ରୀ ଜୋଗେନ୍ଦ୍ର ନାଥ ଫୁକନ ସାହିତ୍ୟ ଏବଂ ଶିକ୍ଷା ଆସାମ
୮୦. ସୁଶ୍ରୀ ରହିବଈ ସୋମା ପୋପେରେ ଅନ୍ୟ-କୃଷି ମହାରାଷ୍ଟ୍ର
୮୨. ଶ୍ରୀ ଯୋଗେଶ ପ୍ରବୀଣ ସାହିତ୍ୟ ଏବଂ ଶିକ୍ଷା ଉତ୍ତର ପ୍ରଦେଶ
୮୩. ଶ୍ରୀ ଜୀତୁ ରାୟ ସ୍ପୋର୍ଟ୍ସ ଉତ୍ତର ପ୍ରଦେଶ
୮୪. ଶ୍ରୀ ତରୁଣଦୀପ ରାୟ ସ୍ପୋର୍ଟ୍ସ ସିକ୍କିମ
୮୫. ଶ୍ରୀ ଏସ. ରାମକୃଷ୍ଣନ ସାମାଜିକ କାର୍ଯ୍ୟ ତାମିଲନାଡୁ
୮୬. ସୁଶ୍ରୀ ରାଣୀ ରାମପାଲ ସ୍ପୋର୍ଟ୍ସ ହରିୟାଣା
୮୭. ସୁଶ୍ରୀ କଙ୍ଗନା ରନୌଟ କଳା ମହାରାଷ୍ଟ୍ର
୮୮. ଶ୍ରୀ ଦଲବଈ ଚଲପତି ରାଓ କଳା ଆନ୍ଧ୍ର ପ୍ରଦେଶ
୮୯. ଶ୍ରୀ ଶାହବୁଦ୍ଦୀନ ରାଠୌଡ଼ ସାହିତ୍ୟ ଏବଂ ଶିକ୍ଷା ଗୁଜରାତ
୯୦. ଶ୍ରୀ କଲ୍ୟାଣ ସିଂହ ରାବତ ସାମାଜିକ କାର୍ଯ୍ୟ ଉତ୍ତରାଖଣ୍ଡ
୯୧. ଶ୍ରୀ ଚିଂତାଲା ଭେଙ୍କଟ ରେଡ୍ଡୀ ଅନ୍ୟ-କୃଷି ତେଲେଙ୍ଗାନା
୯୨. ଶ୍ରୀମତୀ. (ଡ.) ଶାନ୍ତି ରାୟ ମେଡିସିନ ବିହାର
୯୩. ଶ୍ରୀ ରାଧମୋହନ ଏବଂ ସୁଶ୍ରୀ. ସାବରମତୀ – ଅନ୍ୟ-କୃଷି ଓଡ଼ିଶା
୯୪. ଶ୍ରୀ ବଟକୃଷ୍ଣ ସାହୁ ଅନ୍ୟ-ପଶୁ – କୃଷି – ଓଡ଼ିଶା
୯୫. ସୁଶ୍ରୀ ଟ୍ରିନିଟୀ ସାଇଉ ଅନ୍ୟ-କୃଷି ମେଘାଳୟ
୯୬. ଶ୍ରୀ ଅଦନାନ ସାମୀ କଳା ମହାରାଷ୍ଟ୍ର
୯୭. ଶ୍ରୀ ବିଜୟ ସଂକେଶ୍ବର – ବ୍ୟାପାର ଏବଂ ଉଦ୍ୟୋଗ କର୍ଣ୍ଣାଟକ
୯୮. ଡ. କୁଶାଲ କୋମ୍ବର ସରମା ମେଡିସିନ ଆସାମ
୯୯. ଶ୍ରୀ ସଈଦ ମହବୂବ ଶାହ କାଦରୀ – ଓରଫ ସୈୟଦଭାଇ – ସାମାଜିକ କାର୍ଯ୍ୟ ମହାରାଷ୍ଟ୍ର
୧୦୦. ଶ୍ରୀ ମୋହମ୍ମଦ ଶରୀଫ ସାମାଜିକ କାର୍ଯ୍ୟ ଉତ୍ତର ପ୍ରଦେଶ
୧୦୧. ଶ୍ରୀ ଶ୍ୟାମ ସୁନ୍ଦର ଶର୍ମା କଳା ବିହାର
୧୦୨. ଡ. ଗୁରଦୀପ ସିଂହ ମେଡିସିନ ଗୁଜରାତ
୧୦୩. ଶ୍ରୀ ରାମଜୀ ସିଂହ ସାମାଜିକ କାର୍ଯ୍ୟ ବିହାର
୧୦୪. ଶ୍ରୀ ବଶିଷ୍ଠ ନାରାୟଣ ସିଂହ – ମରଣୋତ୍ତର – ବିଜ୍ଞାନ ଏବଂ ଇଂଜୀନିୟରିଙ୍ଗ ବିହାର
୧୦୫. ଶ୍ରୀ ଦୟା ପ୍ରକାଶ ସିନ୍ହା କଳା ଉତ୍ତର ପ୍ରଦେଶ
୧୦୬. ଡ. ସୈଂଡ୍ରା ଦେସା ସୂଜା ମେଡିସିନ ମହାରାଷ୍ଟ୍ର
୧୦୭. ଶ୍ରୀ ବିଜୟସାରଥୀ ଶ୍ରୀଭାଷ୍ୟମ ସାହିତ୍ୟ ଏବଂ ଶିକ୍ଷା ତେଲେଙ୍ଗାନା
୧୦୮. ଶ୍ରୀମତୀ. କାଲେ ଶବୀ ମହବୂବ ଏବଂ ଶ୍ରୀ ଶେଖ ମହବୂବ ସୁବାନୀ କଳା ତାମିଲନାଡୁ
୧୦୯. ଶ୍ରୀ ଜାବେଦ ଅହମଦ ଟାକ ସୋଶଲ ବର୍କ ଜାମ୍ମୁ ଏବଂ କଶ୍ମୀର
୧୧୦. ଶ୍ରୀ ପ୍ରଦୀପ ଥଲପ୍ପିଲ ବିଜ୍ଞାନ ଏବଂ ଇଂଜୀନିୟରିଙ୍ଗ ତାମିଲନାଡୁ
୧୧୧. ଶ୍ରୀ ୟେଶେ ଦୋରଜୀ ଥୋଂଚୀ ସାହିତ୍ୟ ଏବଂ ଶିକ୍ଷା ଅରୁଣାଚଳ ପ୍ରଦେଶ
୧୧୨. ଶ୍ରୀ ରବର୍ଟ ଥୁରମନ ସାହିତ୍ୟ ଏବଂ ଶିକ୍ଷା ୟୁଏସଏ
୧୧୩. ଶ୍ରୀ ଅଗୁସ ଇନ୍ଦ୍ର ଉଦୟନ ସାମାଜିକ କାର୍ଯ୍ୟ ଇଣ୍ଡୋନେସିଆ
୧୧୪. ଶ୍ରୀ ହରୀଶ ଚନ୍ଦ୍ର ବର୍ମା ବିଜ୍ଞାନ ଏବଂ ଇଂଜୀନିୟରିଙ୍ଗ ଉତ୍ତର ପ୍ରଦେଶ
୧୧୫. ଶ୍ରୀ ସୁଂଦରମ ବର୍ମା ସାମାଜିକ କାର୍ଯ୍ୟ ରାଜସ୍ଥାନ
୧୧୬. ଡ. ରୋମେଶ ଟେକଚଂଦ ବାଧୱାନୀ – ବ୍ୟାପାର ଏବଂ ଉଦ୍ୟୋଗ ସଂୟୁକ୍ତ ରାଷ୍ଟ୍ର ଆମେରିକା
୧୧୭. ଶ୍ରୀ ସୁରେଶ ବାଡକର କଳା ମହାରାଷ୍ଟ୍ର
୧୧୮. ଶ୍ରୀ ପ୍ରେମ ବତ୍ସ ବ୍ୟାପାର ଏବଂ ଉଦ୍ୟୋଗ କାନାଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.