Home ଓଡ଼ିଶା ଅରୁଣ ଜେଟଲୀ, ସୁଷମା ସ୍ୱରାଜଙ୍କ ସମେତ ୭ ଜଣଙ୍କୁ ପଦ୍ମ ବିଭୂଷଣ

ଅରୁଣ ଜେଟଲୀ, ସୁଷମା ସ୍ୱରାଜଙ୍କ ସମେତ ୭ ଜଣଙ୍କୁ ପଦ୍ମ ବିଭୂଷଣ

256

ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ପଦ୍ମ ପୁରସ୍କାର ଅନ୍ୟତମ। ତିନୋଟି ଶ୍ରେଣୀରେ ଦିଆଯାଉଥିବା ପଦ୍ମ ପୁରସ୍କାର ପାଇଁ ଚଳିତ ବର୍ଷ ୧୪୧ ଜଣଙ୍କର ନାମ ଘୋଷଣା କରାଯାଇଛି। ସେଥି ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୬ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ।
ଏହି ସମ୍ମାନ ବିଭିନ୍ନ ବିଷୟ, କ୍ଷେତ୍ରର ବିଶଷ୍ଟ ବ୍ୟକ୍ତି ବେଶେଷଙ୍କୁ ଦିଆଯାଇଥାଏ। କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଂଜୀନିୟରିଂ, ବ୍ୟାପାର ଏବଂ ଉଦ୍ୟୋଗ, ଚିକିତ୍ସା, ସାହିତ୍ୟ ଏବଂ ଶିକ୍ଷା, ଖେଳ, ନାଗରିକ ସେବା, ଆଦି କ୍ଷେତ୍ରରେ ସମାଜପାଇଁ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ଦିଆଯାଇଥାଏ।

୧. ଶ୍ରୀ ଜର୍ଜ ଫର୍ଣ୍ଣାଡିସ୍ – ମରଣୋତ୍ତର – ପବ୍ଲିକ ଆଫେୟାର୍ସ – ବିହାର
୨. ଶ୍ରୀ ଅରୁଣ ଜେଟଲୀ – ମରଣୋତ୍ତର – ପବ୍ଲିକ ଆଫେୟାର୍ସ – ଦିଲ୍ଲୀ
୩. . Sir Anerood Jugnauth GCSK- ପବ୍ଲିକ ଆଫେୟାର୍ସ – ମରୀଶସ
୪. ଶ୍ରୀମତୀ ଏମ ସି ମ୍ୟାରୀ କମ – ସ୍ପୋର୍ଟ୍ସ – ମଣିପୁର
୫. ଶ୍ରୀ ଛନ୍ନୁଲାଲ ମିଶ୍ର – କଳା – ଉତ୍ତର ପ୍ରଦେଶ
୬. ଶ୍ରୀମତୀ – ସୁଷମା ସ୍ବରାଜ – ମରଣୋତ୍ତର – ପବ୍ଲିକ ଆଫେୟାର୍ସ – ଦିଲ୍ଲୀ
୭. ଶ୍ରୀ ବିଶ୍ବ ଶ୍ରେଷ୍ଠ ସ୍ବାମୀଜୀ ଶ୍ରୀ ପିଜାବାରା ଅଧୋଖଜା ମଠ -ଉଡୁପି – ମରଣୋତ୍ତର – ଅନ୍ୟ-ଅଧ୍ୟାତ୍ମବାଦ – କର୍ଣ୍ଣାଟକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.