Home ଓଡ଼ିଶା ନ୍ୟୁଜିଲ୍ୟାଣ୍ଡ ଜିତିଲା ଟସ, ଭାରତ ପ୍ରଥମେ କରିବ ବୋଲିଂ

ନ୍ୟୁଜିଲ୍ୟାଣ୍ଡ ଜିତିଲା ଟସ, ଭାରତ ପ୍ରଥମେ କରିବ ବୋଲିଂ

488

ନୂଆ ଦିଲ୍ଲୀ ୨୬-୧ (ଓଡ଼ିଆ ପୁଅ) ଅକଲ୍ୟାଣ୍ଡ ଇଡେନ୍ ପାର୍କ (Eden Park) ରେ ଖେଳା ଯାଉଛି ଦ୍ୱିତୀୟ ଟି-୨୦। ନ୍ୟୁଜିଲ୍ୟାଣ୍ଡ ଟସ ଜୀତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି। ଭାରତ ପ୍ରଥମେ ବୋଲିଂ କରିବ। ଦୁଇ ଦଳ ଗତ ଟିମ୍ ରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପହଁଚିଥିବା ଭାରତୀୟ ଟି-୨୦ ସିରିଜ୍ ର ପ୍ରାରମ୍ଭ କରି ସାରିଛି। ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଅକଲ୍ୟାଣ୍ଡର ଇଡେନ୍ ପାର୍କରେ ହିଁ ଖେଳା ଯାଉଛି। ସିରିଜ୍ ରେ ୧-୦ ର ଆଗୁଆ ଅଛି ଭାରତୀୟ ଟିମ। ପାଞ୍ଚ ଟି-୨୦ ମ୍ୟାଚ ର ସିରିଜ୍ ର ପ୍ରଥମ ମ୍ୟାଚ୍ ଅକଲ୍ୟାଣ୍ଡରେ ଖେଳାଯାଇଥିଲା ଯେଉଁଠାରେ ଭାରତ ଛଅ ୱିକେଟ୍ ରେ ବିଜୟ ହାସଲ କରିଥିଲା।

ଭାରତର ପ୍ଲେଇଙ୍ଗ ଇଲେଭେନ୍ – ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲୀ, ଶ୍ରେୟସ ଅୟ୍ୟର, ମନୀଷ ପାଣ୍ଡେ, ଶିବମ ଦୁବେ, ରବୀନ୍ଦ୍ର ଜଡେଜା, ଶାର୍ଦୁଲ ଠାକୁର, ଜସପ୍ରୀତ ବୁମରାହ, ୟୁଜଭେନ୍ଦ୍ର ଚହଲ ଏବଂ ମୋହମ୍ମଦ ଶମୀ

ନ୍ୟୁଜିଲ୍ୟାଣ୍ଡ ପ୍ଲେଇଙ୍ଗ ଇଲେଭେନ୍ – କେନ ୱିଲିୟମସନ୍ (ଅଧିନାୟକ) , ମାର୍ଟିନ ଗପ୍ଟିଲ, ରୋସ ଟେଲର, କଲିନ ମନରୋ, କୋଲିନ ଡି ଗ୍ରାଣ୍ଡହୋମ, ମିଚେଲ ସେଣ୍ଟନେର, ଟିମ ସିଫର୍ଟ , ହାମିଶ ବେନେଟ, ଈଶ ସୋଢୀ, ଟିମ ସାଉଦୀ, ବ୍ଲେୟର ଟିକନେର

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.