Home ଅପରାଧ ମୁଣ୍ଡିଆ ତଳୁ ମହିଳାଙ୍କ ଗଳିତ ଶବ ଉଦ୍ଧାର: ହତ୍ୟା ସନ୍ଦେହ

ମୁଣ୍ଡିଆ ତଳୁ ମହିଳାଙ୍କ ଗଳିତ ଶବ ଉଦ୍ଧାର: ହତ୍ୟା ସନ୍ଦେହ

581

ଖୋର୍ଦ୍ଧା/ନୟାଗଡ଼: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଶାସନ କାୟା ନିକଟସ୍ଥ ଗଙ୍ଗା ପାହାଡ଼ ତଳୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ଶବଟି ପଚିସଢ଼ି ପୋକ ଲାଗି ଗଲେଣି। ପାଖରେ କିଛି ରାସାୟନିକ ତରଳ ପଦାର୍ଥ ପଡ଼ିଥିବା ଜଣାପଡ଼ୁଛି । ମହିଳା ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଏବଂ ଘଟଣାଟି ୪/୫ ଦିନର ଭଳି ଅନୁମାନ ହେଉଛି । ମୃତ ମହିଳା ଜଣଙ୍କର ଘର ନୟାଗଡ଼ ଜିଲ୍ଲା ବାଣିଗୋଛା ଅଞ୍ଚଳର ଏବଂ ସେ ମଳିପଡ଼ା ସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି ଜଣାପଡ଼ିଛି । /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.