Home 2020

Yearly Archives: 2020

୨ ଲକ୍ଷ ୨୧ ହଜାର ୮୧୭ ଜଣ ପିଲା କୃମିନାଶକ ଔଷଧ ଖାଇଲେ, ୧୭ତାରିଖ ଦିନ ସ୍ୱାଭିମାନ ଅଞ୍ଚଳରେ...

ମାଲକାନଗିରି, ୧୪ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ୧ ବର୍ଷରୁ୯ ବର୍ଷର ୨ ଲକ୍ଷ ୨୯ ହଜାର ୪୫୩ ଜଣ ପିଲାଙ୍କ ମଧ୍ୟରୁ ୨ ଲକ୍ଷ ୨୧ ହଜାର ୮୧୭ ଜଣ ପିଲାଙ୍କୁ...

ମାଲକାନଗିରି ଜିଲ୍ଲା ଭାଜପା ଦଳର ସାଂଗଠନିକ କାର୍ଯ୍ୟ: ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ

ମାଲକାନଗିରି, ୧୪ା୨(ଓଡିଆ ପୁଅ)ମାଲକାନଗିରି ଜିଲ୍ଲାସ୍ତରୀୟ ଭାଜପା ଦଳର ସାଂଗଠନିକ କାର୍ଯ୍ୟ ଓ ଜିଲ୍ଲା, ବ୍ଲକସ୍ତରୀୟ କର୍ମକର୍ତା ଚୟନ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସଭାପତି ତଥ ବିଧାୟକ ଆଦିତ୍ୟମାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲାକୁ...

୧୦ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଚିଲା, ୫୬୭୪ ଜଣ ଛାତ୍ର ଛାତ୍ରୀ ୨୯ଟି କେନ୍ଦ୍ରରେ ମାଟ୍ରୀକ ପରୀକ୍ଷା ଦେବେ

0
ମାଲକାନଗିରି, ୧୪। ୨(ଓଡିଆ ପୁଅ ) ଆସନ୍ତା ଫେବୃୟାରୀ ମାସ ୧୯ ତାରିଖରୁ ମାଟ୍ରୀକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ ଜିଲ୍ଲା ଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଶେଷ ପ୍ରସ୍ତୁତି ବୈଠକ। ଜିଲ୍ଲା...

ଆବାସ ଯୋଜନାକୁ ତ୍ୱରାନ୍ୱିତ କରିବ ପରିବର୍ତ୍ତନ ବାହିନୀ : ଜିଲ୍ଲାପାଳ

ଯାଜପୁର ୧୪ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ ବିଭିନ୍ନ ଯୋଜନାରେ ସାମିଲ ହେବାପାଇଁ ହିତାଧିକାରୀ ମାନେ ବ୍ୟାକୁଳ ହୁଅନ୍ତି। ନିୟମ ଅନୁସାରେ ହିତାଧିକାରୀ ଚିହ୍ନଟ ହୋଇ କାର୍ଯ୍ୟାଦେଶ ପତ୍ର ଦିଆଯାଏ। ଏପରିକି, ଗୋଟିଏ...

ରଣପୁର ଷ୍ଟେଟ୍ ବ୍ୟାଙ୍କରେ କର୍ମଚାରୀ ଅଭାବ ଯୋଗୁଁ ଗ୍ରାହକ ହନ୍ତସନ୍ତ

0
ନୟାଗଡ/୧୪/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଷ୍ଟେଟ୍ ବ୍ୟାଙ୍କରେ କର୍ମଚାରୀଙ୍କ ଅଭାବ ଯୋଗୁଁ ପ୍ରତିଦିନ ଗ୍ରାହକ ମାନେ ହନ୍ତସନ୍ତ ହେଉଥିବା ଦେଖାଦେଇଛି। ଗ୍ରାହକମାନେ ଦୀର୍ଘ ସମୟ ଧରି ଲମ୍ବା ଧାଡିରେ ଠିଆ ହେବା...

ପଞ୍ଚାୟତ ରାଜ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

ଯାଜପୁର ୧୪ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅବହେଳା ଓ ବିଳମ୍ୱ ଗ୍ରହଣୀୟ ନୁହେଁ। ଏହାଦ୍ୱାରା ସରକାରୀ ଅର୍ଥର ଅପଚୟ ସହ ପ୍ରକଳ୍ପଟି ହିତାଧିକାରୀଟିର ଉପକାରରେ ଆସିପାରୁ...

ମା’ଝୀଅ ହତ୍ୟାମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳୁ; ସ୍ୱାମୀ ସୁନିଲ ଶ୍ରୀବାସ୍ତବ

ଭୁବନେଶ୍ୱର୧୪ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବ୍ରଜରାଜ ନଗର ପୂର୍ବତନ କଂଗ୍ରେସ ବିଧାୟକ ତଥା ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢ଼ି ହାରି ବର୍ତ୍ତମାନ ବିଜେଡି ଦଳ ପକ୍ଷରୁ ରାଜ୍ୟ ପଣ୍ୟାଗାର...

ଚମକିଲେ ବୈଜ୍ଞାନିକ : କରୋନା ଭାଇରସ୍ (Coronavirus) ପରେ ଏବେ ଆସିଲା ୟାରା ଭାଇରସ୍ Yaravirus

ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ସମଗ୍ର ବିଶ୍ୱରେ କରୋନା ଭାଇରସ୍ Coronavirus ଏବେ ଭୟଙ୍କର ରୂପ ନେଇସାରିଛି। ଚୀନରେ ହିଁ ଚଉଦଶହରୁ ଅଧିକ ଲୋକଙ୍କର ଏହି ଭାଇରସ୍ ରେ ମୃତ୍ୟୁ ହୋଇସାରିଲାଣି।...

ନିର୍ଭୟାର ଦୋଷୀ ବିନୟର ପାଶୀ ଦଣ୍ଡ ପାଇଁ ସମାପ୍ତ ହେଲା ସମସ୍ତ ବିକଳ୍ପ – ସୁପ୍ରୀମ କୋର୍ଟ ଯାଚିକା...

0
ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ନିର୍ଭୟା କାଣ୍ଡର ଚାରି ଦୋଷୀମାନଙ୍କ ମଧ୍ୟରୁ ଜଣେ ଦୋଷୀ ବିନୟ ଶର୍ମାର ଯାଚିକାକୁ ଖାରଜ କରି ଦେଇଛନ୍ତି, ଯେଉଁଥିରେ ରାଷ୍ଟ୍ରପତିଙ୍କ ଦ୍ୱାରା ତା’ର...

ଏମକେସିଜି ରେ ପାଠ ଫାଠପଢୁଥିବା ଛାତ୍ର ହତ୍ୟାମାମଲାକୁ ନେଇ ଓଏଚଆରସିରେ ରୁଜୁ ହେଲା ମାମଲା

ଭୁବନେଶ୍ୱର୧୪ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସରକାରୀ ଶିକ୍ଷାନୁଷ୍ଟାନ ଗୁଡିକରେ ଠିକ୍ ଭାବେ ଶିକ୍ଷା ପ୍ରଦାନ କରାଯାଉନଥିବା ବେଳେ ଅଧିକାଂଶ ଶିକ୍ଷାନୁଷ୍ଟାନରେ ଚାତ୍ର-ଛାତ୍ରୀ ମାନଙ୍କୁ କିଛି ଛାତ୍ର ଓ ଅଣଛାତ୍ର ରେଗିଙ୍ଗ କରିବା ସହ ସେମାନଙ୍କୁ...

ବଡ଼ ଖବର: SBI ବ୍ରାଞ୍ଚ ବନ୍ଦ କରିବା ଏବଂ କର୍ମଚାରୀଙ୍କର ଛଟେଇ ଉପରେ ସରକାର ଦେଲେ ଏପରି ସୂଚନା

0
ନୂଆ ଦିଲ୍ଲୀ ୧୪-୨ (ଓଡ଼ିଆ ପୁଅ) ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଅର୍ଥାତ୍ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ରାଞ୍ଚ ବନ୍ଦ କରିବା ଏବଂ କର୍ମଚାରୀମାନଙ୍କ ଛଟେଇକୁ ନେଇକରି ସରକାର...

ମହୁମାଛି ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

0
ପାଟଣା ୧୪-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଡିମିରିଡିହା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଦୈତାରୀ ବେହେରା(୬୪) ଙ୍କ ର ମହୁମାଛି ଆକ୍ରମଣ ରେ...

ଅନୁସୂଚିତ ଜାତି ଓ ଜନଜାତି ସମ୍ପର୍କ ଶିବିର ଅନୁଷ୍ଠିତ

ପାଟଣା ୧୪-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଟଣା ବ୍ଲକ ମଙ୍ଗଳ ସମ୍ପ୍ରସାରଣ...

ତୁରୁମୁଙ୍ଗାରେ ସ୍ବେଚ୍ଛାକୃତ ରକ୍ତ ଦାନ ୩୩ ୟୁନିଟ ରକ୍ତ ସଂଗ୍ରହ

ପାଟଣା -୧୪-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା କମ୍ୟୁନିଟି ହଲ ଠାରେ ସାମାଜିକ ଉନ୍ନୟନ ସଂସ୍ଥା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଶିଳ୍ପପତି...

ହାତୀଦାନ୍ତ ଚୋରା ଚାଲାଣକାରୀ ଗିରଫ

0
ବାରିପଦା ୧୪-୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) - ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧିନ ଟିଟିଆ ଛକ ନିକଟରୁ ୦୫ ଜଣ ହାତୀଦାନ୍ତ ଚାଲାଣ କାରୀ ଗିରଫ। କୌଣସି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ...

ପତ୍ନୀ କିଞ୍ଜଲ କହିଲେ:୧୮ ଜାନୁଆରୀରୁ ହାର୍ଦ୍ଦିକ ନିଖୋଜ: ଗିରଫ କରିଥିଲା ପୋଲିସ୍ – ଓଲଟା ପୋଲିସ୍ ପଚାରୁଛି ହାର୍ଦ୍ଦିକ...

0
ଅହମ୍ମଦାବାଦ ୧୪-୨ (ଓଡ଼ିଆ ପୁଅ) : ଗୁଜରାତର କଂଗ୍ରେସ ନେତା ଏବଂ ପାଟୀଦାର ଆରକ୍ଷଣ ଆନ୍ଦୋଳନର ନେତ୍ତୃତ୍ୱ କରିବାଥିଲେ ହାର୍ଦ୍ଦିକ ପଟେଲଙ୍କର ପତ୍ନୀ କିଞ୍ଜଲ ପଟେଲ ବଡ଼ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କିଞ୍ଜଲ...

ଦୁଇ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୂପ ସାଏଙ୍କୁ ଉଠାଇନେଲା ଛଡ଼ିଶଗଡ଼ ପୋଲିସ

0
ନୂଆ ଦିଲ୍ଲୀ/ରାୟଗଡ଼ ୧୩-୨ (ଓଡ଼ିଆ ପୁଅ) ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ସମ୍ବଲପୁରୀ ନିକଟରେ ଚାରି ବର୍ଷ ପୂର୍ବର ଡବଲ ମର୍ଡର କେସ୍ ରେ ଓଡିଶାର ପୂର୍ବତନ ବିଧାୟକ ତଥା ଓଡିଶା ୱେୟାର ହାଉସିଂଗ...

ସିୟୁସିଇଟିରେ ଅଂଶଗ୍ରହଣ କରିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ : ୩୦ଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀ କରିପାରିବେ ଆବେଦନ 

0
କୋରାପୁଟ ୧୩-୨ (ଓଡ଼ିଆ ପୁଅ) କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ବିଭିନ୍ନ ସ୍ନାତକ, ସ୍ନାତୋକୋତର ଓ ଗବେଷଣା ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏକକ ପ୍ରବେଶିକା ପରୀକ୍ଷା...

ସରସ୍ୱତୀ ଦାସଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା ୧୩/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି, କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଓ ବାଲିଯାତ୍ରା ମହୋତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ବାଲିଯାତ୍ରା ମହୋତ୍ସବ...

କେନ୍ଦ୍ରାପଡା କଲେଜରେ ଗଣ୍ଡଗୋଳ ଅଭିଯୋଗରେ ୨ ଥାନାରେ ଅଟକ

0
କେନ୍ଦ୍ରାପଡା ୧୩/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗଣ୍ଡଗୋଳ କରୁଥିବା ଅଭିଯୋଗରେ ୨ ଅଣଛାତ୍ରଙ୍କୁ ଟାଉନ ଥାନା ପୋଲିସ ଧରିଆଣି ଥାନାରେ ଅଟକ ରଖିଥିବା ପୋଲିସ ସୁତ୍ରରୁ...