Home ଓଡ଼ିଶା ମହୁମାଛି ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ମହୁମାଛି ଆକ୍ରମଣରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

286

ପାଟଣା ୧୪-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଡିମିରିଡିହା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଦୈତାରୀ ବେହେରା(୬୪) ଙ୍କ ର ମହୁମାଛି ଆକ୍ରମଣ ରେ ମଙ୍ଗଳବାର ମୃତ୍ୟୁ ଘଟିଛି।

ସେ ପାଟଣା ବଜାରକୁ ମୋଟର ସାଇକେଲ ଯୋଗେ ନିଜ ଗାଁ କୁ ଫେରୁଥିବା ବେଳେ ଗୁଳୁଦୀପଶି ଗାଁ ନିକଟରେ ଏକ ବର ଗଛ ରେ ବସାବାନ୍ଧିଥିବା ମହୁମାଛି ଆକ୍ରମଣ ର ଶିକାର ହୋଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ପାଟଣା ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ପାଟଣା ଥାନା ରେ ଏକ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.