Home 2020
Yearly Archives: 2020
ଆଦିବାସୀ ମହାବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ବାଲିଗୁଡା, ୨୯/୨-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଇନିସିଚ୍ୟୁଟ ଅଫ ଲାଇଫ ସାଇନ୍ସ ଭୁବନେଶ୍ୱର ଜରିଆରେ ଶୁକ୍ରବାରଦିନ ବାଲିଗୁଡାର ଆଦିବାସୀ ମହାବିଦ୍ୟାଳୟ ପରିସରରେ ଜାତୀୟ ବୈଜ୍ଞାନିକ ଦିବସ ପାଳନ କରାଯାଇଛି ଓ ଏଥିରେ ଟପିକ...
ବାଲିଗୁଡା: ବିବାହ ପୂର୍ବରୁ ନାବାଳିକା ଉଦ୍ଧାର
ବାଲିଗୁଡା, ୨୯/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ବିବାହ ପାଇଁ ବରଘରେ ଥିବା ଜଣେ ନାବାଳିକାଙ୍କୁ ପୋଲିସ, ଚାଇଲ୍ଡ ଲାଇନ ଓ ଫିରିଙ୍ଗିଆ ସମନ୍ବିତ ଶିଶୁ ବିକାଶ ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର...
କାକଟମଙ୍ଗଳା ସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ
କେନ୍ଦ୍ରାପଡା ୨୯/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କାକଟମଙ୍ଗଳା ପ୍ରାଥମିକ ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ସ୍କୁଲର ପ୍ରଧାନଶିକ୍ଷକ ଶରତ କୁମାର ରାଉତଙ୍କ...
ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାଂଚଳ ପରିଷଦର ୨୪ତମ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର ୨୮-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ପୂରଣ ଲାଗି ପୂର୍ବାଂଚଳର ବିକାଶ ଉପରେ ଅଧିକ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି : ଅମିତ ଶାହସାମୁଦ୍ରିକ ଝଡ଼ ସମୟରେ ନିରନ୍ତର ସହାୟତା ଲାଗି...
ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାଳିତ ହେଲା ବିଜ୍ଞାନ ଦିବସ
ବଡ଼ବିଲ ,ତା ୨୮ ଫେବୃଆରୀ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି...
ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢଉ,୮କ୍ୱିଟାଂଲ ପଲିଥିନ ଜରି ପ୍ଲାଷ୍ଟିକ ଜବତ,୬.୫୦ଲକ୍ଷ ଟଙ୍କା ଜରିମାନା
ମାଲକାନଗିରି,୨୮ା୨(ଓଡିଆ ପୁଅ ) ପଲିଥିନ ଜରି ଓ ପ୍ଲାଷ୍ଟିକ ବ୍ୟବହାର ବିକ୍ରୀକୁ କେନ୍ଦ୍ର ଓ ରାଜ୍ୟସରକାର ବେଆଇନ ଘୋଣାକରିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାର ବ୍ୟବହାର ଓ ବିକ୍ରୀ ଖୋଲମ ଖୋଲାଭାବେ ଚାଲିଛି...
କସ୍ତୁରବା ବାଳିକା ବିଦ୍ୟାଳୟର ଛାତ୍ରୀ କୁ ଅସଦାଚାରଣ କରିବା ଅଭିଯୋଗରେ ଶିକ୍ଷୟତ୍ରୀ ଥାନାରେ ଅଟକ,ପଚରା ଉଚରା ଜାରି
ମାଲକାନଗିରି,୨୮ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ବିଭିନ୍ନ ସେବାଆଶ୍ରମ, ଛାତ୍ରୀନିବାସ ଗୁଡିକରେ ବାରମ୍ବାର ଅବ୍ୟବସ୍ଥା ଲାଗିରହିବା ଓ ଛାତ୍ରୀ ମାନଙ୍କ ପ୍ରତି ଅସଦାଚାରଣ କରିବା ଆଦି ଘଟଣା ଘଟୁଥିଲେ ବି ବିଭାଗୀୟ ଅଧିକାରୀ ମାନେ...
ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ସାହା ଙ୍କ କୁଶପୁତଳିକା ଦାହ କଲେ କଂଗ୍ରସ ଦଳ
ମାଲକାନଗିରି,୨୮ା୨(ଓଡିଆ ପୁ୍ଅ ) ଦିଲ୍ଲୀରେ ହିଂସାକାଣ୍ଡ ଘଟି ୩୮ଜଣଙ୍କ ପ୍ରାଣ ହାନି ପାଇଁ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଙ୍କୁ ଦାୟୀ କରି ତାଙ୍କ ଇସ୍ତପା ଦାବିନେଇ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ...
ଗ୍ରୀଷ୍ମପ୍ରବାହ ଓ ଆଶୁଂଘାତ ରୋକିବା ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ମାଲକାନଗିରି,୨୮ା୨(ଓଡିଆ ପୁଅ ) ଗ୍ରୀଷ୍ମପ୍ରବାହ ଓ ଅଶୁଂଘାତ ରୋକିବା ପାଇଁ ମାଲାକନଗିରି ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୌଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ମାଲକାନଗିରି...
ବେକେରୀ ଓ ଜୁସ ଦୋକାନର କର୍ମଚାରୀ ଫାସି ଲଗାଇ ଆତ୍ମହତ୍ୟା
ମାଲକାନଗିରି,୨୮ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସଦର ମହକୁମା ସୁବାଷବୋଷ ଛକ ଠାରେ ଥିବା ଶସି ବେକେରୀ ଓ ଜୁସ ଦୋକାନର ଜଣେ କର୍ମଚାରୀ ନିଜବେକରେ ଗାମୁଛା ବାନ୍ଧି ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି ।...
୫୫ ବର୍ଷରେ କଂଗ୍ରେସ ଓଡିଶା ପାଇଁ ଯାହା କରିନିଥିଲା ବିଜେପି ୫ ବର୍ଷରେ କରିଛି:ଶ୍ରୀ ଅମିତ ଶାହା
ଭୁବନେଶ୍ୱର, ତା ୨୮/୦୨ (ଓଡ଼ିଆ ପୁଅ): ଲୋକସଭା ନିର୍ବାଚନରେ ଓଡିଶାବାସୀ ବିଜେପିକୁ ଏବଂ କେନ୍ଦ୍ରରେ ମୋଦୀ ସରକାରଙ୍କୁ ବିଶ୍ୱାସ କରି ୩୮.୪ ପ୍ରତିଶତ ଭୋଟ ଦେଇ ୮ ଜଣ ସାଂସଦଙ୍କୁ ବିଜୟୀ କରିଛନ୍ତି।...
ଓଡିଶାରେ ପୂର୍ବାଂଚଳ ରାଜ୍ୟସମୂହ ପାଇଁ ଶାହାଙ୍କ ବୈଠକ ପୂର୍ବ ଭାରତରେ ଓଡିଶାକୁ ବିକାଶରେ ପ୍ରଧାନ୍ୟ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ଫେବୃୟାରୀ ୨୮ (ଓଡ଼ିଆ ପୁଅ) – ପୂର୍ବ ଭାରତର ବିକାଶ ବିନା ଦେଶର ବିକାଶ ଅସମ୍ଭବ ଏବଂ ଏହି ବିକାଶରେ ଓଡିଶା ଅଗ୍ରଭାଗରେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।...
ମାଓପ୍ରବଣ ସ୍ୱାଭିମାନ ଅଚଂଳରେ ଜିଲ୍ଲାପ୍ରଶାସନ ପକ୍ଷରୁ ମହାସମାଧାନ ଶିବିର
ମାଲକାନଗିରି,୨୮ା୨(ଓଡିଆ ପୁଅ ) ଚିତ୍ରକୋଣ୍ଡା ସ୍ୱାବିମାନ ଅଚଂଳ ମାଓପ୍ରବଣ ଜନତାପାଇ ଗ୍ରାମଠାରେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ମହାସମାଧାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଗତ୨୦୧୧ମସିହାରେ ବିଛିନ୍ନାଚଳ ବଡପଡା ଠାରେ...
ବଡ଼ ଭଉଣୀକୁ ଦୁଷ୍କର୍ମ କରି ହତ୍ୟା କଲା ସାନ ଭାଇ – ଗିରଫ
ରାଜସ୍ଥାନ ୨୮-୨ (ଓଡ଼ିଆ ପୁଅ) ରାଜସ୍ଥାନର ଭୀଲୱାଡ଼ାରେ ପୁଲିସ ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ନିଜର ବଡ଼ ଭଉଣୀ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି।...
ବାଇକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ, ଜଣେ ଗୁରୁତର
କେନ୍ଦୁଝର, ତା୨୮ ଫେବୃଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୁରପଦା ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ ବଡ଼ବିଲରୁ ଏକ...
ଯୋଡା : କାଳିମାଟିରେ ରାସ୍ତା ନିର୍ମାଣ ପାଇଁ ଗ୍ରାମସଭା
ଯୋଡା - ୨୮/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଦବୁନା ଛକ ଠାରୁ ବିଡପୋଖରି ଗ୍ରାମ ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ନିର୍ମାଣ ନିମନ୍ତେ ବଡକାଳାମାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ...
ମାଟ୍ରିକ୍ ପରୀକ୍ଷାରେ ଜାଲ ପରୀକ୍ଷାର୍ôଥ ଘଟଣା…….. ର୍ୟାକେଟ୍ ର ୩ ଅଭିଯୁକ୍ତ ଜେଲ୍ ଗଲେ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୨-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ କୁଳାସର ଜନତା ହାଇସ୍କୁଲ୍ ରେ ଦୁଇଦିନ ତଳେ ଦୁଇଜଣ ଜାଲ ମାଟ୍ରିକ୍ ପରୀକ୍ଷାର୍ôଥନୀ ଙ୍କୁ ରଣପୁର ଥାନାରେ ଅଟକ ରଖାଯାଇଥିଲା । ସେହି ଦୁଇଜଣ...
ରାଜସୁନାଖଳା କପ୍ ଫୁଟ୍ବଲ୍ ଦ୍ୱିତୀୟ ସେମିଫାଇନାଲ୍ ପାରାଦ୍ୱୀପ ର କୁଜଙ୍ଗ ଆଥଲେଟି୍କ କ୍ଲବ୍ ଫାଇନାଲ୍ ରେ ପ୍ରବେଶ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୨-ନୟାଗଡ ଜିଲ୍ଲା ରାଜସୁନାଖଳାରେ ଫ୍ରେଣ୍ଡସ୍ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା ରାଜସୁନାଖଳା କପ୍ ୨୦୨୦ର ଦ୍ୱିତୀୟ ସେମିଫାଇନାଲ୍ ଅନୁଷ୍ଠିତ ହୋଇଯାଇଅଛି । ଏହି ସେମିଫାଇନାଲ୍ଟି ପପୁଲାର କ୍ଲବ୍ ଢେଙ୍କାନାଳ ଓ କୁଜଙ୍ଗ...
ଓଡିଶାକୁ ଗୁଜୁରାଟ ଠାରୁ ଅଲଗା ଭାବିନାହିଁ; ଅମିତ ଶାହା
ଭୁବନେଶ୍ୱର୨୮ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ ଦେବା ଅବସରରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବା ଲକ୍ଷରେ ଉପସ୍ଥିତ...
ଏସ୍ସିଏସ୍ ଟି ହାଇସ୍କୁଲରୁ ୨ ପିଲା ନିଖୋଜ
ପୁରୀ୨୮ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତକାଲି ଠାରୁ ପୁରୀ ଜିଲ୍ଲା ପୁରୀ କୋଣାର୍କ ଏସ୍ସିଏସ୍ ଟି ହାଇସ୍କୁଲରେ ଥିବା ଦୁଇ ଜଣ ପିଲା ନିଖୋଜ ହେବାକୁ ନେଇ ଉର୍ତ୍ତେଜନା ଦେଖିବାକୁ ମିଳିଛି । ଏସ୍ସିଏସ୍...





