Home ଅପରାଧ ଏସ୍‌ସିଏସ୍ ଟି ହାଇସ୍କୁଲରୁ ୨ ପିଲା ନିଖୋଜ

ଏସ୍‌ସିଏସ୍ ଟି ହାଇସ୍କୁଲରୁ ୨ ପିଲା ନିଖୋଜ

473

ପୁରୀ୨୮ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତକାଲି ଠାରୁ ପୁରୀ ଜିଲ୍ଲା ପୁରୀ କୋଣାର୍କ ଏସ୍‌ସିଏସ୍ ଟି ହାଇସ୍କୁଲରେ ଥିବା ଦୁଇ ଜଣ ପିଲା ନିଖୋଜ ହେବାକୁ ନେଇ ଉର୍ତ୍ତେଜନା ଦେଖିବାକୁ ମିଳିଛି । ଏସ୍‌ସିଏସ୍ ଟି ହାଇସ୍କୁଲରେ ପାଠପଢୁଥିବା ଅଭିଭାବକ ମାନେ ଆଜି ସ୍କୁଲ ଗେଟ୍ ଭାଙ୍ଗି ସ୍କୁଲରେ ପ୍ରବେସ କରି ପାଟିତୁଣ୍ଡ କରିବା ଦେଖିବାକୁ ମିଳିଛି ।

 

ସ୍କୁଲ ହଷ୍ଟେଲ ପରିଚାଳନା ଦାଇତ୍ୱରେ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଦାବିରେ ଅଡି ବସିଛନ୍ତି । ନିଘୋଜ ପିଲାଙ୍କର କୈାଣସି ଖବର ମିଳିନଥିବା ସ୍କୁଲ ପକ୍ଷରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.