Home ଜିଲ୍ଲା ପରିକ୍ରମା ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢଉ,୮କ୍ୱିଟାଂଲ ପଲିଥିନ ଜରି ପ୍ଲାଷ୍ଟିକ ଜବତ,୬.୫୦ଲକ୍ଷ ଟଙ୍କା ଜରିମାନା

ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢଉ,୮କ୍ୱିଟାଂଲ ପଲିଥିନ ଜରି ପ୍ଲାଷ୍ଟିକ ଜବତ,୬.୫୦ଲକ୍ଷ ଟଙ୍କା ଜରିମାନା

162

ମାଲକାନଗିରି,୨୮ା୨(ଓଡିଆ ପୁଅ ) ପଲିଥିନ ଜରି ଓ ପ୍ଲାଷ୍ଟିକ ବ୍ୟବହାର ବିକ୍ରୀକୁ କେନ୍ଦ୍ର ଓ ରାଜ୍ୟସରକାର ବେଆଇନ ଘୋଣାକରିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାର ବ୍ୟବହାର ଓ ବିକ୍ରୀ ଖୋଲମ ଖୋଲାଭାବେ ଚାଲିଛି । ଏ ସଂପର୍କରେ ଅଭିଯୋଗ ପାଇବା ପରେ ମାଲକାନଗିରି ପୌରପରିଷଦ ପକ୍ଷରୁ ବିଭିନ୍ନ ବ୍ୟବସାୟୀ ମାନଙ୍କ ଦୋନାକ ଓ ଗୋଦାମ ଉପରେ ଚଡଉ କରାଯାଇ ୮କ୍ୱଟାଂଲ ପଲିଥିନ ଦଜରି ପ୍ଲାଷ୍ଟିକ ଜବତ କରାଯାଇଛି । ଆଜି ପୌରପରିଷଦ ନିର୍ବାହିଅଧିକାରୀ ଏମ.ନିଳକଠଂ ନାଇଡୁ ଙ୍କ ନେତୃତ୍ୱରେ ପୌରପରିଷଦ ସହାକରି ଯନ୍ତ୍ରୀ ଇନ୍ଦୁମାଧାବ ସରକାର,ସ୍ୱଚ୍ଛଭାରତର କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜପାଳ,ମାଲକାନଗିରି ଥାନା ସବଇନିସପେକ୍ଟର ସୁନିଲ କୁମାର ସ୍ୱାଇଁ,ଅତିରିକ୍ତ ତହସିଲଦାର ତଥା ମାଜଷ୍ଟ୍ରେଟ ସଦାଶିବ ଭତ୍ରା ଓ ପୌରପରିଷଦ କର୍ମଚାରି ମାନେ ମାଲକାନଗିରି ସହରରେ ଥିବା ଦୁଇ ବ୍ୟବସାୟୀ ଏନ.ସୁରନା ଓ ଜି.ଡି.ରାଓ ଙ୍କ ଗୋଦାମ ଉପରେ ଚଢଉ କରିଥିଲେ । ଦୁଇବ୍ୟବସାୟୀଙ୍କ ଗୋଦାମରୁ ୮କ୍ୱଟାଂଲ ପଲିଥିନ ଜରି ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ କରି ସେମାନଙ୍କ ଉପରେ ୬ଲକ୍ଷ ୫୦ହଜାର ଟଙ୍କା ଜରିମାନା କରିଛନ୍ତି ।ବିରି ମାଡରେ କୋଳଥ ଚୋପା ହେବାପରି ସହରର ଅନ୍ୟ ବ୍ୟବସାୟୀ ରଖି ଥିବା ପଲିଥିନ ଜରି ଓ ପ୍ଲାଷ୍ଟିକ ସାମଗ୍ରୀ ଗୁଡିକୁ ଭୟରେ ଗାଏବ କରିଦେଇଥିବାର ଜଣାପଡିଛ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.