Home 2020

Yearly Archives: 2020

କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ପୂର୍ବରୁ ଅନୁମତି ଥିବା ସମସ୍ତ ଅପେରା ଓ ଯାତ୍ରା ବନ୍ଦ ପାଇଁ ନିର୍ଦେଶ

କେନ୍ଦ୍ରାପଡା ୧୫/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନୋଟିଫିକେସନ ନମ୍ବର ୧୭୦୬ ତା ୧୩.୦୩.୨୦୨୦ରିଖରେ ରାଜ୍ୟ ସରକାର କରୋନା ଭୂତାଣୁ -୧୯କୁ ରାଜ୍ୟର...

ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା ୧୫/୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଂଚାୟତରେ ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ନିମନ୍ତେ ଏକ ଜନସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ...

ତିର୍ତ୍ତୋଲ ବାର୍ ଆସୋସିଏସନର ନିଦ୍ୱର୍ନ୍ଦରେ ନିବାଚନ

ତିର୍ତ୍ତୋଲ୧୫/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବାର୍ ଆସୋସିଏସନର ସମସ୍ତ କର୍ମକର୍ତ୍ତା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ସୂଚନା ଦେଇଛନ୍ତି। ବାର ଆସୋସିଏସନର ସଭାପତି, ଉପସଭାପତି,...

କୋର୍ଟ ନିର୍ଦ୍ଦେଶକୁ ଅବମାନନା

ତିର୍ତ୍ତୋଲ୧୫/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ଥାନା ଅନ୍ତର୍ଗତ ସରଣୀ ଛକ ଠାରେ ଜଣେ ବ୍ୟକ୍ତି କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ପକ୍କାଘର କାମ କରୁଥିବା ନେଇ ତିର୍ତ୍ତୋଲ ଥାନାରେ ଲିଖିତ...

ପୁରୀରେ ସନ୍ଦିଗ୍ଧ ବିଦେଶୀ ପର୍ଯ୍ୟଟକ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତି ହେଲେ

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଇଉରୋପର ଲିଥୁଆ ନିଆର ନାବାଳିକା ଦୀର୍ଘ ୩ ସପ୍ତାହ ଧରି ଥଣ୍ଡା କାଶ ରେ ପିଡିତ ହୋଇଥିଲେ। ଆଜି ପ୍ରଥମେ ତାଙ୍କ ପରିବାର ସହ ଏକ...

ମାନବାଧିକାର କର୍ମୀ ତାଲିମ ଶିବିର

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଦୁଇଦିନିଆ ଜାତୀୟ ମାନବାଧିକାର କର୍ମୀ ତାଲିମ ଶିବିର ୟୁଥ ହସଟେଲରେ ଶୁକ୍ରବାର ଉଦଯାପିତ ହୋଇଯାଇଛି। ହ୍ୟୁମାନ ରାଇଟ୍ସ ଫ୍ରଂଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ବିହାର...

ପୁରୀବାସୀଙ୍କ ଜମିମାଲିକାନା ବିବାଦ ସମାଧାନ ଦାବି

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ସହରବାସୀଙ୍କ ଜମି ମାଲିକାନା ବିବାଦର ଯଥାଶୀଘ୍ର ସ୍ଥାୟୀ ସମାଧାନ କରାଯିବାକୁ ଭିଟାମାଟି ଅଧିକାରୀ ମଂଚ ଦାବି କରିଛି। ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ୧୯୯୮...

ରଣପୁର ଏନ୍‌.ଏ.ସି ରେ ଭୁମିହୀନ ଙ୍କୁ ଘରଡିହ ପଟ୍ଟା ପ୍ରଦାନରେ ବିଳମ୍ବ ନେଇ ବୈଠକ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୩-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ରେ ଭୁମିହୀନ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଘରଡିହ ପଟ୍ଟା ପ୍ରଦାନରେ ବିଳମ୍ବ କରାଯାଇଥିବାରୁ ସାନଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବୈଠକ ଦିବା ୧୦...

କରୋନା ସତର୍କତା: ନର୍ସିଂହୋମ ଗୁଡିକୁ ଚେତାବନୀ

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କରୋନା ପ୍ରତିଷେଧକ ବ୍ୟବସ୍ଥା ଜୋରଦାର କରାଯାଇଛି। ଘରୋଇ ନର୍ସିଂହୋମ ଗୁଡିକୁ ଶୁକ୍ରବାର ସତର୍କ କରାଇଛି। ଜିଲା ପ୍ରଶାସନ। ଘରୋଇ କ୍ଲିନିକ୍ ଏବଂ ପାଥୋଲାବ ଉପରେ ସତର୍କସୃଷ୍ଟି...

କରୋନା ଭାଇରସ୍ ସଚେତନତା………. ଫିକା ଫିକାରେ ରଣପୁର ପଂଚୁଦୋଳ ଯାତ୍ରା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୩-ନୟାଗଡ ଜିଲ୍ଲା ରଣପୁର ଗଡଜାତ ଅଂଚଳରେ ରାଜ ରାଜୁଡା ଅମଳରୁ ପ୍ରମୁଖ ଯାତ୍ରା ଭାବରେ ପଂଚୁଦୋଳ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲା । ଏହି ଯାତ୍ରାରେ ଅଧିଷ୍ଠାତ୍ରୀ ଦେବୀ ଭାବେ...

ଶିକ୍ଷୟତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

0
ହରିଚନ୍ଦନପୁର, ତା ୧୫ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ଅନ୍ତର୍ଗତ ଓସ୍ତପଙ୍ଗା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବିନତୀ ସାହୁଙ୍କ ଝୁଲନ୍ତା ମୃତଦେହ...

ସଦାନନ୍ଦ ମେମୋରିଆଲ କ୍ରିକେଟ୍ ମ୍ୟାଚ୍ ଉଦ୍ ଘାଟିତ

ଭଦ୍ରକ୧୫ା୩ (ଓଡିଆ ପୁଅ) ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ବନସ୍ତା ଗ୍ରାମରେ ପ୍ରତିବର୍ଷ ଅନୁଷ୍ଟିତ ହେଉଥିବା ସଦାନନ୍ଦ ସାହୁ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ ଘାଟିତ ହୋଇଛି । ଉଦ୍ ଘାଟନ...

ଡକାୟତି ଉଦ୍ୟମ ପଣ୍ଡ, ୫ ଡକାୟତଙ୍କୁ କାବୁ କଲା ପୁଲିସ

ଯାଜପୁର୧୫ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ପୁଲିସ ୫ ଜଣଙ୍କ ଡକାୟତଙ୍କୁ ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ବେଳେ ଗିରଫ କରିବା ସହ ସେମାନଙ୍କ ନାମରେ ଏକ ମାମଲା୫୮/୨୦ ରୁଜ୍ଜୁ...

କରୋନା ଭୟ : ବାଲିଗୁଡାରେ ବଢୁଛି ମାସ୍କର ଚାହିଦା

ବାଲିଗୁଡା, ୧୪/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି କରୋନା ଚିନ୍ତା। ଏପରି ସ୍ଥିତିରେ ଓଡ଼ିଶାରେ କିଛି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ...

ନିଖିଲ ଉତ୍କଳ ୪ର୍ଥ ଶ୍ରେଶୀ କର୍ମଚାରୀ ସଙ୍ଘର ଜିଲ୍ଲାସ୍ତରୀୟ ସମ୍ମିଳନୀ

ମାଲକାନଗିରି,୧୪ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିଖିଳ ଉତ୍କଳ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲା ସଭାପତି ଅଚ୍ୟୁତାନନ୍ଦ ଜେନାଙ୍କ ଅଧ୍ୟ୍ମକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ...

କରୋନା ଭୟ ପାଇଁ ମାସ୍କ ବ୍ୟବହାର,ଔଷଧ ଦୋକାନରେ ମାସ୍କ କଳାବଜାର,ଜିଲ୍ଲାହସପିଟାଲରେ କରୋନା ପାଇଁ ସ୍ୱତନ୍ତ୍ର କୋଠରୀ

ମାଲକାନଗିରି,୧୪ା୩(ଓଡିଆ ପୁଅ ) ଚୀନ ରୁ ବ୍ୟାପିଥିବା ଭୟାବହ କରୋନା ଭୂତାଣୁ ସଂକ୍ରମଣ ହୋଇ ଏବେ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବାରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାବାସୀ ଭୟଭିତ ହୋଇ ସ୍କୁଲପିଲା ଠାରୁ...

ଦେଶରେ ମୋଟ ୮୪ କରୋନା ସଂକ୍ରମିତ : ସୁସ୍ଥ ହେଲେ ୧୦

0
ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଦେଶରେ ମୋଟ ୮୪ କରୋନା ସଂକ୍ରମିତ ହୋଇଥିବହାର ପୁଷ୍ଟି ହୋଇଛି। ସଂକ୍ରମିତଙ୍କ ମଧ୍ୟରୁ ୧୦ଜଣ ସୁସ୍ଥ ହୋଇଛନ୍ତି। କରୋନା ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ...

ଦିଲ୍ଲୀ ହିଂସାରେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଆଉ ୫ ଗିରଫ

0
ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଦିଲ୍ଲୀ ହିଂସା ସମୟରେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କର ଶବ ହିଂସା ପରଦିନ ନାଳରେ ମିଳିଥିଲା। ଏହି ମାମଲାରେ ଦିଲ୍ଲୀ ପୋଲିସ...

ମହଙ୍ଗା ହେବ ମୋବାଇଲ୍ ଫୋନ – GST ୧୨% ରୁ ୧୮% କୁ ବୃଦ୍ଧି- ନୂଆ ଦର ୧...

0
ନୂଆଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦର ୩୯ ତମ ବୈଠକରେ ମୋବାଇଲ୍ ଫୋନରେ ଜିଏସଟିକୁ ୧୨% ରୁ ୧୮% କୁ ବୃଦ୍ଧି କରିବାକୁ ନିଷ୍ପତ୍ତି...

କରୋନା ଭାଇରସ୍ ରେ ଭାରତରେ ତୃତୀୟ ମୃତ୍ୟୁ, ୭୧ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ

0
ନାଗପୁର/ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ସାଉଦି ଆରବରୁ ଫେରି ଆସିଥିବା ୭୧ ବର୍ଷୀୟ କରୋନା ଭାଇରସ୍ (COVID-19) ସନ୍ଦିଗ୍ଧ ଶନିବାର ଅପରାହ୍ନରେ ମହାରାଷ୍ଟ୍ରର ବୁଲଡାନା ଜିଲ୍ଲାରେ ମୃତ୍ୟୁ ବରଣ କରିଛନ୍ତି। ଡାକ୍ତରଖାନା...