Home ଓଡ଼ିଶା ମହଙ୍ଗା ହେବ ମୋବାଇଲ୍ ଫୋନ – GST ୧୨% ରୁ ୧୮% କୁ ବୃଦ୍ଧି- ନୂଆ...

ମହଙ୍ଗା ହେବ ମୋବାଇଲ୍ ଫୋନ – GST ୧୨% ରୁ ୧୮% କୁ ବୃଦ୍ଧି- ନୂଆ ଦର ୧ ଏପ୍ରିଲରୁ ଲାଗୁ ହେବ

1500

ନୂଆଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦର ୩୯ ତମ ବୈଠକରେ ମୋବାଇଲ୍ ଫୋନରେ ଜିଏସଟିକୁ ୧୨% ରୁ ୧୮% କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପରିଷଦର ଏହି ନିଷ୍ପତ୍ତି ପରେ ନିଶ୍ଚିବାବେ ମୋବାଇଲ୍ ଫୋନର ମୂଲ୍ୟ ବୃଦ୍ଧି ହେବ।

ଅପର ପକ୍ଷରେ ମଧ୍ୟ କରୋନାଭାଇରସ୍ କାରଣରୁ ଚାଇନାରୁ ମୋବାଇଲ୍ ଉତ୍ପାଦାନ ଏବଂ ଏହାର କଞ୍ଚାମାଲ ଯୋଗାଣ ପ୍ରଭାବିତ ହେବା କାରଣରୁ ମଧ୍ୟ ହ୍ୟାଣ୍ଡସେଟ୍ କମ୍ପାନୀ ମୂଲ୍ୟ ବୃଦ୍ଧି ବିଷୟରେ ଚିନ୍ତା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.