Home ଜଗତସିଂହପୁର ତିର୍ତ୍ତୋଲ ବାର୍ ଆସୋସିଏସନର ନିଦ୍ୱର୍ନ୍ଦରେ ନିବାଚନ

ତିର୍ତ୍ତୋଲ ବାର୍ ଆସୋସିଏସନର ନିଦ୍ୱର୍ନ୍ଦରେ ନିବାଚନ

203

ତିର୍ତ୍ତୋଲ୧୫/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବାର୍ ଆସୋସିଏସନର ସମସ୍ତ କର୍ମକର୍ତ୍ତା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ସୂଚନା ଦେଇଛନ୍ତି। ବାର ଆସୋସିଏସନର ସଭାପତି, ଉପସଭାପତି, ସମ୍ପାଦକ, ସହ-ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ଜଣେ ଲେଖାଁଏ ନାମ ନୋମିନେସନ କରିଥିବାବେଳେ ପ୍ରତିଦୋନ୍ଦି କେହିନଥିବାରୁ ନିଦ୍ୱର୍ନ୍ଦରେ ନିର୍ବାଚନ କରାଯାଇଥିଲା। ବାର ଆସୋସିଏସନର ସଭାପତିଭାବେ ରାଜକିଶୋର ପଟ୍ଟନାୟକ, ଉପସଭାପତି ଟୁକନଚରଣ ସେଠୀ, ସମ୍ପାଦକ ସରୋଜ କୁମାର ପାଣୀଗ୍ରାହୀ, ସହସମ୍ପାଦକ ରଶ୍ମିତା ଦାସ ଓ କୋଷାଧ୍ୟକ୍ଷଭାବେ ଦେବେନ୍ଦ୍ର କୁମାର ନାୟକ ପ୍ରମୁଖ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.