Home 2020
Yearly Archives: 2020
ମାଲକାନଗିରି ଜିଲ୍ଲାର ୪୨ଜଣ ଶ୍ରମିକ ହାଇଦ୍ରାବାଦ ରେ ଅଟକି ରହିଛନ୍ତି ।ଉଦ୍ଧାର ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଗାହାରି
ମାଲକାନଗିରି,୨୭ା୩ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କୋଭିଡ୧୯ କରୋନା ଭାଇରସ ର ଆତଙ୍କ ଦେଖା ଦେଇଥିବାରୁ ଲକ ଡାଉନ ଘୋଷଣା ହେବାପରେ ସମସ୍ତ ଦୋକାନବାଜାର ଯାନବାହନ ଚଳାଚଳ ବନ୍ଦହୋଇଯାଇଛି । ମାଲକାନଗିରି...
ରାମାୟଣ ପରେ ଏବେ ମହାଭାରତ; ଜାଣନ୍ତୁ ପ୍ରସାରଣ ସମୟ ..
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ଘରେ ଏକ ପ୍ରକାର ବନ୍ଦୀ ହୋଇ ରହିଥିବା ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଡିଡି ଭାରତୀ ଚ୍ୟାନେଲରେ ରାମାୟଣ...
ସରକାରଙ୍କ ଲକ୍ ଡାଉନ୍ କୁ ସମର୍ଥନ ଜଣାଇ ସତୀମଗୁଡା ଗ୍ରାମର ଆଦିବାସୀ ମାନେ ଗାଁ ରାସ୍ତାରେ ବାଉଁସ ପକାଇ...
ମାଲକାନଗିରି,୨୭ା୩ (ଓଡିଆ ପୁଅ ) ଭୟଙ୍କର ରୂପନେଇ କାୟାବିସ୍ତାର କରିଚାଲିଛି ମହାମାରୀ କରୋନା,ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ ଡାଉନ ଘୋଷଣା...
ଲକ ଡାଉନ ପାଇଁ ୮ଜଣ ବାଙ୍ଗଲାଦେଶୀ ପର୍ଯ୍ୟଟକ ମାଲକାନଗିରି ରେ ଅଟକି ରହିଛନ୍ତି,ନିଜ ଦେଶକୁ ଫେରିଯିବା ପାଇଁ ସରକାରଙ୍କ...
ମାଲକାନଗିରି,୨୭ା୩ (ଓଡିଆ ପୁଅ )ସମଗ୍ର ବିଶ୍ୱ ଭୟାବହ କରୋନା କବଳରେ ପଡି ଅଣନିଶ୍ୱାସି ହୋଇପଡୁଥିବା ବେଳେ ଏହାର ସଂକ୍ରମଣ ରୁ ରକ୍ଷାପାଇବା ପାଇଁ ଭାରତ ସରକାର ସମଗ୍ର ଦେଶରେ ଲକ ଡାଉନ ଘୋଷଣା...
ସୋସିଆଲ ମେଡିଆରେ କରୋନା ଭାଇରସ କୁ ନେଇ ଅପପ୍ରଚାର କରି ଗିରଫ ହେଲେ ଅଧ୍ୟାପକ
ମାଲକାନଗିରି,୨୭ା୩ (ଓଡିଆ ପୁଅ )କରୋନା ଭୂତାଣୁ ପାଇଁ ସାରା ବିଶ୍ୱ ଏବେ ଭୟଭୀତ ହୋଇପଡିଥିବା ବେଳେ ଏହି କରୋନା ଭାଇରସ ସଂପର୍କରେ ସାମଜିକ ଗଣମାଧ୍ୟମରେ ଅପପ୍ରଚାର କରି ମାଲକାନଗିରି ର ଜଣେ ଅଧ୍ୟାପକ...
ନୟାଗଡ଼ ଜିଲ୍ଲା : କରୋନା ଅପଡେଟ୍
ନୟାଗଡ଼, ୨୭.୦୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ ଆଇନ ଉଲଂଘନ କରୁଥିବା ୫ଗୋଟି ମାମଲା ଥାନାରେ ରୁଜୁ କରାଯାଇଛି। ଖଣ୍ଡପଡ଼ା ରୋଡରେ ବିଶେଷ ଗହଳି ଦେଖାଯିବାରୁ ୧୫ଜଣଙ୍କୁ...
ଆବଶ୍ୟକ ପଡ଼ିଲେ କେନ୍ଦ୍ରିୟ ବିଦ୍ୟାଳୟ ଗୁଡ଼ିକୁ କୋଭିଡ଼ – ୧୯ ପାଇଁ ଅସ୍ଥାୟୀ ଭାବେ ବ୍ୟବହାର କରାଯିବ
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ COVID-19 ମାମଲାରେ ଅସ୍ଥାୟୀ ଭାବେ ରହିବା ପାଇଁ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ କୋଠାଗୁଡ଼ିକୁ ଅସ୍ଥାୟୀ ଭୋବରେ ବ୍ୟବହାର କରିବା...
ମହାମାରୀ କରୋନା କବଳରୁ ମୁକ୍ତ ପାଇଁ ନବରାତ୍ର ବାସନ୍ତିକ ଦୁର୍ଗାପୂଜା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୩-ବିଶ୍ୱର ସାମ୍ପ୍ରତିକ କରୋନା କବଳିତ ଦେଶ ଓ ଜାତିକୁ କରୋନା କବଳରୁ ମୁକ୍ତପାଇଁ ନୟାଗଡ ଜିଲ୍ଲା ରଣପୁର ମା ମଣିନାଗ ପୀଠରେ ନବରାତ୍ର ବାସନ୍ତିକ ଦୁର୍ଗାପୂଜା ଅନୁଷ୍ଠିତ ହେଉଅଛି ।...
ଦାରିଙ୍ଗବାଡ଼ିରେ ଫସି ରହିଛନ୍ତି ପଶ୍ଚିମବଙ୍ଗର ୧୫ ଶ୍ରମିକ
ବାଲିଗୁଡା, ୨୭/୩ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ପଶ୍ଚିମବଙ୍ଗରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳକୁ ଆସି ବିଭିନ୍ନ ଲଜ୍, ବିଲ୍ଡିଂରେ କାର୍ଯ୍ୟ କରୁଥିବା ୧୫ଜଣ ରାଜମିସ୍ତ୍ରୀ ଓ...
କରୋନା ଲକ୍ଡାଉନ୍ ଯୋଗୁଁ ଜୀବିକା ହରାଇଲେ ବାଉଁଶ କାରିଗର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୩-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହୋଇଥିବା ଲକ୍ଡାଉନ୍କୁ ସମ୍ମାନ ଦେଇ ନିଜ ଜୀବନ ରକ୍ଷା ପାଇଁ ଜୀବିକା ହରାଇଲେ ରଣପୁର ଅଂଚଳର ଡୋମ ସାହି,...
କରୋନା ସନ୍ଦେହକୁ ନେଇ ବିଷ ପିଇଲେ ଯୁବକ
ସୁନ୍ଦରଗଡ୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ କରୋନା ଲକ୍ଡାଉନ୍ କରାଯାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲା ଲାଙ୍କୋଇ ଗାଁରେ କୋରୋନା ସନ୍ଦେହକୁ ନେଇ ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ଏକ...
ଲକ୍ଡାଉନ୍ ଉଲଙ୍ଘନକାରୀଙ୍କ ନାମରେ ୫ମାମଲା, ୬ହଜାର ଜୋରିମାନା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୩-ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ଲକ୍ଡାଉନ୍ କୁ କଡାକଡି ଭାବରେ ପାଳନ କରାଯାଇଅଛି । ଗତ ୨ଦିନ ମଧ୍ୟରେ ୫ଗୋଟି ମାମଲା ଋଜୁ ହେବା ସହ ୬ହଜାର ଟଙ୍କା...
କରୋନା ଲକ୍ଡାଉନ୍ ପ୍ରଭାବ;ରାଜ୍ୟକୁ ଫେରୁଛନ୍ତି ୪ହଜାର୪୯୫ ଜଣ ଓଡିଆ
ଭୁବନେଶ୍ୱର୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ଲକ୍ଡାଉନ୍ ପାଇଁ ବାହାର ରାଜ୍ୟ ଓ ବିଦେଶରେ ଫସିରହିଥିବା ୪ ହଜାର ୪୯୫ ଜଣ ଓଡ଼ିଆ ରାଜ୍ୟକୁ ଫେରୁଥିବା ସୁଚନା ମିଳିଛି । ଫେରୁଥିବା ୪ ହଜାର ୪୯୫...
ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନରେ ଅନିୟମିତତା, ସାଢେ଼ ୧୩ କିଲୋ ବଦଳରେ ସାଢେ଼ ୧୧ କିଲୋ କୁପନ ବଣ୍ଟନ...
ହରିଚନ୍ଦନପୁର, ତା ୨୭ ମାର୍ଚ୍ଚ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଉଲ୍ଲେଖ ଯୋଗ୍ୟ ମୁତାବକ କରୋନା ମୁକାବିଲା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୫୪ଲକ୍ଷ ଛାତ୍ରଛାତ୍ରୀଙ୍କୁ ୩ ମାସ ମଧ୍ୟାହ୍ନ ଭୋଜନର...
କଟକ ବଡ ମେଡିକାଲରେ ଥିବା କରୋନା ୱାର୍ଡକୁ ଡ୍ରିମ୍ସ ପରିସରକୁ ସ୍ଥାନାନ୍ତରିତ କରାଯିବ
କଟକ୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଟାଙ୍ଗୀ ଅଞ୍ଚଳରେ ଥିବା ଡ୍ରିମ୍ସ କଲେଜକୁ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବି)ରେ ଥିବା କରୋନା ୱାର୍ଡ ସ୍ଥାନାନ୍ତର କରାଯିବ । ଟାଙ୍ଗୀ...
ମହୁଲ ଗଛରେ ଦଉଡ଼ି ଲଗାଇ ଯୁବକଙ୍କ ଆତ୍ମହତ୍ଯା
ହରିଚନ୍ଦନପୁର,୨୭ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମ ପଞ୍ଚାୟତ ପଙ୍ଗାପଶି ଗ୍ରାମ ଭାଗବତ ମହାରଣାଙ୍କ ବଡପୁଅ ବଗୁଲୁ ମହାରଣା ଗୁରୁବାର ବିଳମ୍ବିତ ରାତିରେ ଘରପାଖରେ...
କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା
ଭୁବନେଶ୍ୱର୨୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନା ସମୟରେ ଗରିବଙ୍କ କଲ୍ୟାଣ ପାଇଁ ୨୨ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ । ଖାଦ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା ଓ ଶ୍ରମିକ କଲ୍ୟାଣକୁ...
ପ୍ରିନ୍ସ ଚାର୍ଲ୍ସଙ୍କ ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ କରୋନା ସଂକ୍ରମିତ
ନୂଆ ଦିଲ୍ଲୀ ୨୭-୩ (ଓଡ଼ିଆ ପୁଅ) ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି। ରାଜ...
ସମଗ୍ର କଳାହାଣ୍ଡି ଜିଲ୍ଲା ଲକଡାଉନ, ସୀମାନ୍ତ ସିଲ, ନିୟମ ଉଲ୍ଲଂଘନ ରେ ମାମଲା ରୁଜ୍ଜୁ , ବ୍ଲକ ଅଧ୍ୟକ୍ଷ...
<<img src="https://odiapua.com/wp-content/uploads/2020/03/IMG20200325103843-1-400x225.jpg" alt="" width="400" height="225" class="alignnone size-medium wp-image-225741" / କଳାହାଣ୍ଡି- ତା.୨୭.୦୩.୨୦୨୦ ( ଓଡିଆପୁଅ/ ଦୁଷ୍ମନ୍ତ କୁମାର ପଣ୍ଡା) ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ...
କରୋନା ସହ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀଙ୍କର ୨୨ ଶହ କୋଟିର ପ୍ୟାକେଜ ଘୋଷଣା
ଭୁବନେଶ୍ୱର ୨୭-୩ (ଓଡ଼ିଆ ପୁଅ) ବିଶ୍ୱ ମହାମାରୀ କରୋନା ସହ ଲଢ଼େଇ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ୨୨ ଶହ କୋଟିର ପ୍ୟାକେଜ ଘୋଷଣା କରାଯାଇଛି।
ତେବେ...






