Home 2020
Yearly Archives: 2020
ଲକ ଡାଉନ ସମୟରେ ଜିଲ୍ଲାରେ ୧୨୩୨୬ଜଣଙ୍କୁ ରନ୍ଧାଖାଦ୍ୟ ଓ ୧୫୫୧ଜଣଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି
ମାଲକାନଗିରି,୩୦ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା କବଳରେ ଥିବା ବେଳେ ଲକ ଡାଉନ ହୋଇ ଯାଇଥିବାରୁ ସହର ଓ ବିଭିନ୍ନ ପଚାଂୟତ ଗୁଡିକରେ ଅଟକିରହି ଯାଇଥିବା ଶ୍ରମିକ ଓ ଅସହାୟ ଲୋକ...
ଆଗଧାଡିର କୋରନା ଯୋଦ୍ଧାକୁ ସମ୍ବର୍ଦ୍ଧନା କଲା ବାଲିଗୁଡା ବିଜେପି
ବାଲିଗୁଡା, ୩୦/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ମହାମାରୀ କୋରନା ର ମୁକାବିଲା ପାଇଁ ସାରା ଦେଶ ରେ ଲକ ଡାଉନ ଚାଲିଛି। ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ ଠାରୁ ଆରମ୍ଭ କରି...
କୋଭିଡ୍ ନିୟମ ଉଲ୍ଲଘଂନ, ସିଲ୍ ହେଲା ଦୋକାନ
ବାଲିଗୁଡା, ୨୯/୪ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲଠାରେ ସକାଳେ ସାମାଜିକ ଦୂରତା ରକ୍ଷା ନକରିବା ଅଭିଯୋଗରେ ଏକ ଦୋକାନକୁ ସିଲ୍ କରାଯାଇଛି।...
ଦକ୍ଷିଣାଚଂଳ ରାଜସ୍ୱ କମିଶିନର ଙ୍କ ମାଲକାନଗିରି ଗସ୍ତ,ଜିଲ୍ଲା କୋଭିଡ ହସପିଟାଲ ପରିଦର୍ଶନ କରି କରୋନା ସ୍ଥିତି ପରଖିଲେ
ମାଲକାନଗିରି,୩୦ା୪ (ଓଡିଆ ପୁଅ ) ଦକ୍ଷିଣାଚଂଳ ରାଜସ୍ୱ କମିଶନର ଟି.ଆପାଙ୍ଗ ଆଓ ଆଜି ମାଲକାନଗିରି ଜିଲ୍ଲାଗସ୍ତ କରି ଜିଲ୍ଲା କୋଭିଡ-୧୯ ହସପିଟାଲ ପରିଦର୍ଶନ କରି କରୋନା ସଂକ୍ରମଣ ପ୍ରତିରୋଧ ବ୍ୟବସ୍ଥା ସଂପର୍କରେ ସ୍ଥିତି...
ବି.ଡକେବାଡ଼ିରେ ଜ୍ୱର, ଝାଡ଼ାବାନ୍ତି: ୨୦ରୁ ଉର୍ଦ୍ଧ୍ୱ ପରିବାର ଆକ୍ରାନ୍ତ, କୋଭିଡ-୧୯ ପରୀକ୍ଷା କରାଯିବ
ବାଲିଗୁଡା, ୩୦/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ଗତ ୧୦ ଦିନ ହେଲା ୨୦ରୁ ଉର୍ଦ୍ଧ୍ୱ ପରିବାରର ଲୋକଙ୍କୁ ଜ୍ୱର ଲାଗିରହିଛି।...
ତିର୍ତ୍ତୋଲ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜିଂ
ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) - ମହାମାରୀ କରୋନା ସଂକ୍ରମିତ ଭୂତାଣୁକୁ ପ୍ରତିରୋଧ କରିବାପାଇଁ ତିର୍ତ୍ତୋଲ ଅଗ୍ନିଶମ ଅଧିକାରୀ କାର୍ତ୍ତିକ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ଧୋୟା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ...
ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ବେଙ୍ଗ ମୁତିଲେ ପାଣି
ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ-ପାରାଦ୍ୱିପ ରାସ୍ତାର ମଣିଜଙ୍ଗା ଠାରେ ରହିଛି ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ତିର୍ତ୍ତୋଲ...
ଆଇନିଜିବୀ ଦିବସ ପାଳିତ
ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) -ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଭାଷା ଆନ୍ଦୋଳନର ଯୋଦ୍ଧା ମଧୁସୁଦନ ଦାସଙ୍କ ପବିତ୍ର ଜନ୍ମ ଦିବସ ଅବସରରେ ତିର୍ତ୍ତୋଲ ବାର୍ ଆସୋସିଏସନ ପକ୍ଷରୁ ସାମାଜିକ...
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଅର୍ଥ ପ୍ରଦାନ
ତିର୍ତ୍ତୋଲ ୩୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତରେ ଥିବା ମା ଗଜଲକ୍ଷ୍ମି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅର୍ଥ ପ୍ରଦାନ...
ପୁରୁଷୋତ୍ତମପୁର ପଂଚାୟତ ଆଇସୋଲେସନ ଗୃହରେ ମହୁମାଛି ବସା, ସୁରକ୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତ ପକ୍ଷରୁ ପୁରୁଷୋତ୍ତମପୁର ପଂଚାୟତ ହାଇସ୍କୁଲରେ ଖୋଳାଯାଇଥିବା ଆଇସୋଲେସନ କେନ୍ଦ୍ର ଗୃହରେଏକ ବଡ ମହୁମାଛି ବସା ହୋଇଥିବା ହେତୁ...
ନିମପୁରଶାସନ କୃଷକ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ହଜାର ଦାନ
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁରଶାସନ କୃଷକ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ନିମନ୍ତେ ୨୦ହଜାର ୫୧ଟଙ୍କା ପ୍ରଦାନ କରାଯାଇଛି।...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତବଢାଇଲେ ଜରିପଡା ମହିଳା ସଂଗଠନ
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡି ଗ୍ରାମପଂଚାୟତର ଜରିପଡା ଗ୍ରାମର କସ୍ତୁରବା ମହିଳା ସମିତି ସମେତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଜିଲ୍ଲା...
ଦୁହୁରିଆ କୁଷ୍ଠ କଲୋନୀରେ କରୋନା ସଚେତନତା ଓ ମାସ୍କ ବଂଟନ
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଜିଲ୍ଲା ସମାଜମଙ୍ଗଳ ବିଭାଗର ମମତା ସଂଯୋଜକ ମନୋରଞ୍ଜନ ଦାସ ଓ ଜିଲ୍ଲା ମିଶନଶକ୍ତି ସଂଯୋଜକ କୈଳାସ ଚନ୍ଦ୍ର ସେନାପତି ମିଳିତ ଭାବେ ଦୁହୁରିଆ ଯୁଇଦାସ ପୁରସ୍ଥିତ...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୁଆଁରପାଳ ରାମଚଣ୍ଡୀ ଗ୍ରାମ୍ୟ କମିଟି ପକ୍ଷରୁ ୧୦ହଜାର ଟଙ୍କା ଦାନ
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କରୋନା ରିଲିଫ ପାଣ୍ଠିକୁ କୋଭିଡ -୧୯ର ମୁକାବିଲା ନିମନ୍ତେ ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁଆଁରପାଳ ରାମଚଣ୍ଡି ଗ୍ରାମ୍ୟ କମିଟି ପକ୍ଷରୁ ୧୦ହଜାର...
କ୍ୱାରେଂଟାଇନ ସେଂଟରରେ ରହିବାକୁ କହିବାରୁ ଆଶାକର୍ମୀଙ୍କୁ ଗାଳିଗୁଲଜ ଅଭିଯୋଗ
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ପଞ୍ଜାବ ରାଜ୍ୟରୁ ଫେରିଥିବା ଜନୈକ ବ୍ୟକ୍ତିଙ୍କୁ ପଂଚାୟତ କ୍ୱାରେଂଟାଇନ କେନ୍ଦ୍ରରେ ରହିବାକୁ କହିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ଭାଇ ଓ ସମ୍ପର୍କୀୟମାନେ ଆଶାକର୍ମୀଙ୍କୁ ଗାଳିଗୁଲଜ କରିଥିବା ବୁଧବାର...
ଲକଡାଉନରେ ତେଲେଙ୍ଗାନାରେ ଉପାସଭୋକରେ ଦିନବିତାଉଛନ୍ତି ଓଡିଶା ଶ୍ରମିକ
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କରୋନା ମହାମାରୀ ସଂକ୍ରମଣ ହେତୁ ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ତେଲେଙ୍ଗାନା ରାଜ୍ୟରେ ଭୋକଉପାଶରେ ପଡିରହିଛନ୍ତି ଓଡିଶା ଶ୍ରମିକ। ସାମାଜିକ ଗଣମାଧ୍ୟମରେ...
ଆରକ୍ଷୀ ଅଧିକ୍ଷକଙ୍କ କରୋନା ସଚେତନତା ଓ ମାସ୍କ ବଂଟନ
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଆରକ୍ଷୀ ଅଧିକ୍ଷକ ନୀତି ଶେଖର ମଙ୍ଗଳବାର ସହରର ପୁରୁଣା ବସଷ୍ଟାଣ୍ଡରୁ ତିନିମୁହାଣି ଛକ ପର୍ଯ୍ୟନ୍ତ ବୁଲି ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଦୋକାନୀ ଓ...
ବ୍ଲକ ଅଧ୍ୟକ୍ଷଙ୍କ କଂସାର, କପାଳେଶ୍ୱର ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ
କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମଙ୍ଗଳବାର ବ୍ଲକର କଂସାର ଓ କପାଳେଶ୍ୱର ପଂଚାୟତକୁ ଗସ୍ତରେ ଯାଇ ପଂଚାୟତ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କୋଭିଡ...
ପୁରୀରେ ଲକଡାଉନର ପ୍ରଭାବ ଏବେ ଫିକା
ପୁରୀ, ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଦେଶରେ ବର୍ତମାନ ପର୍ଯ୍ୟନ୍ତ ଲକଡାଉନ ଜାରି ରହିଛି। ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଔଷଧ ଦୋକାନ ଆଦି ଖୋଲିବା ପାଇଁ ନିୟମ ଓ ସମୟ ଧାର୍ଯ୍ୟ...
ଲକଡାଉନ ସମୟରେ ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ବଂଟନ
ପୁରୀ, ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ ସମୟରେ ବିଭିନ୍ନ ଯୋଜନାରହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବଂଟନ କରାଯାଉଛି। ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଅଧିନସ୍ଥ...





















