Home କେନ୍ଦ୍ରାପଡ଼ା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୁଆଁରପାଳ ରାମଚଣ୍ଡୀ ଗ୍ରାମ୍ୟ କମିଟି ପକ୍ଷରୁ ୧୦ହଜାର ଟଙ୍କା ଦାନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୁଆଁରପାଳ ରାମଚଣ୍ଡୀ ଗ୍ରାମ୍ୟ କମିଟି ପକ୍ଷରୁ ୧୦ହଜାର ଟଙ୍କା ଦାନ

204

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କରୋନା ରିଲିଫ ପାଣ୍ଠିକୁ କୋଭିଡ -୧୯ର ମୁକାବିଲା ନିମନ୍ତେ ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁଆଁରପାଳ ରାମଚଣ୍ଡି ଗ୍ରାମ୍ୟ କମିଟି ପକ୍ଷରୁ ୧୦ହଜାର ଏକଶହ ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥର ଚେକ ରାମଚଣ୍ଡି ଗ୍ରାମ୍ୟ କମିଟି ସଭାପତି ଦେବାଶିଷ ମହାପାତ୍ର, ସମ୍ପାଦକ ସରୋଜକାନ୍ତ ପତିି, କୋଷାଧ୍ୟକ୍ଷ ବିଦ୍ୟାଧର ଜେନା ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.