Home କେନ୍ଦ୍ରାପଡ଼ା ନିମପୁରଶାସନ କୃଷକ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ହଜାର ଦାନ

ନିମପୁରଶାସନ କୃଷକ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ହଜାର ଦାନ

109

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁରଶାସନ କୃଷକ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ନିମନ୍ତେ ୨୦ହଜାର ୫୧ଟଙ୍କା ପ୍ରଦାନ କରାଯାଇଛି। ନିମପୁରଶାସନ କୃଷକ କ୍ଲବର ସଭାପତି ହରେକୃଷ୍ଣ ଦାଶ ଓ ସମ୍ପାଦକ ତ୍ରୈଲୋକ୍ୟ ନାଥ ପରିଡା ପ୍ରମୁଖ ଜିଲ୍ଲାପାଳଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଏହି ଅର୍ଥର ଚେକ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.