Home କେନ୍ଦ୍ରାପଡ଼ା ଦୁହୁରିଆ କୁଷ୍ଠ କଲୋନୀରେ କରୋନା ସଚେତନତା ଓ ମାସ୍କ ବଂଟନ

ଦୁହୁରିଆ କୁଷ୍ଠ କଲୋନୀରେ କରୋନା ସଚେତନତା ଓ ମାସ୍କ ବଂଟନ

148

କେନ୍ଦ୍ରାପଡା ୩୦/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ଜିଲ୍ଲା ସମାଜମଙ୍ଗଳ ବିଭାଗର ମମତା ସଂଯୋଜକ ମନୋରଞ୍ଜନ ଦାସ ଓ ଜିଲ୍ଲା ମିଶନଶକ୍ତି ସଂଯୋଜକ କୈଳାସ ଚନ୍ଦ୍ର ସେନାପତି ମିଳିତ ଭାବେ ଦୁହୁରିଆ ଯୁଇଦାସ ପୁରସ୍ଥିତ କୁଷ୍ଠ କଲୋନୀବାସୀଙ୍କୁ ବୁଧବାର କରୋନା ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ବଂଟନ କରିଛନ୍ତି। ସାମାଜିକ ଦ୍ୱରତା ବଜାୟ ରଖିବା ସହ ପ୍ରତ୍ୟେକ ବ୍ୟକ୍ତି ନିଜ ହାତକୁ କିଭଳି ଭଲଭାବେ ଧୋଇବେ ସେ ସମ୍ପର୍କରେ ସମସ୍ତ କଲୋନୀବାସୀଙ୍କୁ ସଚେତନ କରାଇଥିଲେ। ଯୁଇଦାସପୁର ଅଙ୍ଗନୱାଡି କେନ୍ଦ୍ରର କର୍ମୀ ରିନୁଶ୍ରୀ ମଲ୍ଲ ମଧ୍ୟ ସେଠାରେ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.