Home 2020

Yearly Archives: 2020

୩୭ହଜାର୩୩୩ଜଣ କେନ୍ଦୁପତ୍ର ତୋଳାଳି ୩,୦୪୮୧,୯୨୯ କେନ୍ଦୁପତ୍ର କେରି ସଂଗ୍ରହ କରି ଫଡିରେ ବିକ୍ରୀକଲେ

ମାଲକାନଗିରି,୫ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କେନ୍ଦୁପତ୍ର ତୋଳାଳି ମାନେ ଭୟ ଓ ଆଶଙ୍କା ମଧ୍ୟରେ ଥିଲେ । ମାତ୍ର...

ସମାଜସେବୀ ଦିଲୁ ସ୍ୱାମୀ ପାଳନ କଲେ ଧରଣୀଧର ଜୟନ୍ତୀ

ବଡ଼ବିଲ ,ତା ୦୫ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ବିପ୍ଳବୀ ଧରଣୀଧର ନାଏକଙ୍କ ଜନ୍ମ କେନ୍ଦୁଝର ସଦର କୁସୁମିତା ଗାଁରେ ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣ ନାଏକ ଓ ମାତାଙ୍କ ନାମ ବାଇଗଣୀ...

ଅଜଣା ରୋଗରେ ପୀଡିତା ଆଦିବାସୀ ଯୁବତୀର ଚିକିତ୍ସା ବ୍ୟବସ୍ଥା କଲା ଜିଲ୍ଲାପ୍ରଶାସନ

ମାଲକାନଗିରି,୫ା୫(ଓଡିଆ ପୁଅ ) ଅଜଣା ରୋଗରେ ପିଡିତା ଜଣେ ଗରିବ ଆଦିବାସୀ ଯୁବତୀ ର ଚିକିତ୍ସା ପାଇଁ ସହାୟତାର ହାତବଢାଇଛି ଜିଲ୍ଲା ପ୍ରଶାସନ ,ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ, ବଚିଂବା ପାଇଁ ଜିଲ୍ଲାପ୍ରଶାସନ...

ମାଲକାନଗିରି ଜିଲ୍ଲାରେ ରାଜସ୍ଥାନ ରୁ ଅଟକିଥିବା ୧୦ଶ୍ରମିକ ଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କ ଘରକୁ...

ମାଲକାନଗିରି,୫ା୫(ଓଡିଆ ପୁଅ ) କରୋନା ମହାମାରି ପାଇଁ ତିନି ତିନିଥର ଲକ ଡାଉନ ଘୋଷଣା ହୋଇସାରିଛି, ଏହା ଦ୍ୱାରା ଯାନବାହନ ଚଳାଚଳା ବନ୍ଦ ହୋଇ ଯାଇଥିବାରୁ ମାଲକାନଗିରି ଜିଲ୍ଲାରେ ଅଟକିରହି ଯାଇଥିବା ରାଜସ୍ଥାନ...

ବାଲେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫କୁ ବୃଦ୍ଧି

ଭୁବନେଶ୍ୱର ୫-୫ (ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲାରୁ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି...

କୋଭିଡ ମୁକାବିଲା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଶିଳ୍ପ ସଂସ୍ଥା ପାଇଁ ନୀତି, ପ୍ରବାସୀଙ୍କ ଫେରିବା, ଚାଷୀଙ୍କୁ ସହାୟତା ଆଦି ଉପରେ...

0
ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଗ୍ରୀନ୍ ଜୋନ୍‌ରେ ସ୍ବାଭାବିକ ଅବସ୍ଥା ଫେରିବ ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ଓ ସଂଗରୋଧ ବାଧ୍ୟତାମୂଳକ ଭୁବନେଶ୍ବର, ୫.୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ...

ତଅଁଳରେ ଅଗ୍ନିକାଣ୍ଡ, ଜଳିଗଲା ୪ବଖରା ବିଧାୟକଙ୍କ ସହାୟତା

ହାଟଡିହି- ୫ /୫/ ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ବଖରା ଘର ପୋଡି ଯାଇଛି । ଗତକାଲି ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ...

କରୋନା ପଜେଟିଭ ଘଟଣା, ୨୩୨ ନମୁନା ସଂଗ୍ରହ

ହାଟଡିହି- ୫ /୫/ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗ୍ରାମରେ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିବା ବେଳେ ଆଜିସୁଧା ୨୩୨ଜଣଙ୍କ ନମୁନା ସଂଗ୍ରହ ପାଇଁ...

ଝାଡଖଣ୍ଡ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କଲେ ସ୍କୁଲ କର୍ତ୍ତୁପକ୍ଷ

ହାଟଡିହି- ୫ /୫/ ଯାଜପୁରରୁ ଝାଡଖଣ୍ଡ ଯାଉଥିବା ଲୋକମାନେ ଭୋକିଲା ଅବସ୍ଥାରେ ଚାଲି ଚାଲି ଆସି ବସନ୍ତିଆରେ ଆଜି ଦିନ ତମାମ ବସିରହିବା ପରେ ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ ଉକ୍ତ ଝାଡଖଣ୍ଡ...

ଘରମୁହାଁ ଶ୍ରମିକ, ଗାଡି ଘୋଡା ନମିଳିଲା ନାହିଁ ଚାଲିଚାଲି ଯାଉିଛନ୍ତି ଘରକୁ

ହାଟଡିହି- ୫ /୫/ ଦୀର୍ଘଦିନ ହେବ ବାହାରେ ରହି କାମଦାମ କରୁଥିବାବେଳେ ଲକଡାଉନ ଯୋଗୁଁ କାମଦାମ ବନ୍ଦ ହୋଇଯିବାପରେ ଏବେ ଶ୍ରମିକମାନେ ଘରମୁହାଁ ହୋଇପଡିଛନ୍ତି । ସେମାନଙ୍କୁ ଅଟକାଇଲେବି ରହିବା ପାଇଁ ନାରାଜ...

ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗ

ମୟୁରଭଞ୍ଜ, ତା ୦୫ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ଧରାପଡ଼ିଲା କୁକୁଡ଼ା ଅଣ୍ଡା ଚୋର । ଅଣ୍ଡା ଚୋରି କରି ଖାଇବା ପରେ କୁକୁଡ଼ା ଧାଡିକୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା...

ଜୀବନ ଯୁଦ୍ଧରେ ହାରିଗଲେ କୋରୋନା ଯୋଦ୍ଧା, ଗାଁ ଗାଁ ବୁଲି ସର୍ଭେ ବେଳେ ଟଳିପଡିଲେ ଅଙ୍ଗନଓ୍ବାଡି କର୍ମୀ

ବଡ଼ବିଲ ,ତା ୦୫ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝରର ଜଣେ କୋରୋନା ଯୋଦ୍ଧା ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ । କୋରୋନା ମହାମାରୀକୁ ନେଇ ସାରା ବିଶ୍ବରେ ଏବେ ଆତଙ୍କ ।...

ଭାରତୀୟ ଜନତା ପାର୍ଟି ତରଫରୁ ଫଶିରହିଥିବା ବାହାର ରାଜ୍ୟର ଶ୍ରମିକଙ୍କୁ ଖାଦ୍ୟ ବଣ୍ଟନ

ବଡ଼ବିଲ ,ତା ୦୫ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ମହାମାରୀ କରୋନା ମୁକାବିଲାରେ ଲକ୍ ଡାଉନ୍ ସମୟରେ ପଶ୍ଚିମବଙ୍ଗର ୨୮ଜଣ ଓ ବିହାରର ୧୨ଜଣ ଶ୍ରମିକ କାମ ବନ୍ଦ ହୋଇଯିବାରୁ ଖାଇବା...

ଅଚେତ ଅବସ୍ଥାରେ ଉଦ୍ଧାର ଯୁବକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କଲେ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୫-ଚଳିତ ବର୍ଷ ଗ୍ରୀଷ୍ମ ତାପ ଏତେ ଜୋର୍ ନଥିଲା ବେଳେ ଅଂଶୁଘାତ ମୃତ୍ୟୁ ଅଭିଯୋଗ । ଏହିଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ବର୍ଗ । ନୟାଗଡ ଜିଲ୍ଲା ରଣପୁର...

ପଟିଆ ନିର୍ମାଣାଧିନ ରାଜୀବ ସେବା କେନ୍ଦ୍ର ପାଲଟିଲା ଭୁତ କୋଠୀ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୫- କେନ୍ଦ୍ର ଓ ରାଜ୍ୟ ସରକାର ଜନ ସାଧାରଣଙ୍କ ହିତ ଦୃଷ୍ଟିରେ ବିଭିନ୍ନ ଯୋଜନା ପରେ ଯୋଜନାମାନ କରି ଚାଲିଛନ୍ତି । କିନ୍ତୁ ଯୋଜନା କେଉଁଠାରେ ଅଟକି ରହୁଛି ସେ...

ସ୍ୱାମୀ ପରିତ୍ୟକ୍ତା ଭିନ୍ନକ୍ଷମା ମହିଳା ସାମାଜିକ ନିରାପତ୍ତା ଓ ଖାଦ୍ୟ ସୁରକ୍ଷା ରୁ ବଂଚିତ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୫/୦୫-ସରକାର ସ୍ୱାମୀ ପରିତ୍ୟକ୍ତା, ଭିନ୍ନକ୍ଷମ, ଅବିବାହତା ଯୁବତୀ, ବୃଦ୍ଧ ବୃଦ୍ଧାମାନଙ୍କ ପାଇଁ ସାମାଜିକ ନିରାପତ୍ତା ସହ ଖାଦ୍ୟ ସୁରକ୍ଷା ଯୋଜନା ମାନ କରିଛନ୍ତି । କିନ୍ତୁ ଝାରପଡା ଗ୍ରାମ ପଂଚାୟତର...

ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ତଥ୍ୟ  ଦେଲେ ସରକାର

ଭୁୁବନେଶର ୫ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ଏବଂ ତାଙ୍କର ବୟସ ୧୮ ବର୍ଷ। ସେ ଜଣେ ସୁରତ ଫେରନ୍ତା...

ନିଖୋଜ ବାପ-ପୁଅଙ୍କ ମୃତଦେହ ଜଳାଶୟରୁ ଉଦ୍ଧାର

ମୟୁରଭଞ୍ଜ, ତା ୦୫ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ପୁଣି ସାନ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ନିଖୋଜ ବାପ ଓ ପୁଅର ମୃତଦେହ ଜଳାଶୟରୁ ଉଦ୍ଧାର ହୋଇଛି । ଘଟଣା...

ଆଜି ବିଶ୍ଵ ଆଜ୍‌ମା ଦିବସ: କିଛି ସତର୍କତା ଏବଂ ଉପଚାର ..

ଭୁବନେଶ୍ୱର: ବିଶ୍ୱ ଆଜ୍‌ମା ଦିବସ ହେଉଛି ଆଜ୍‌ମା ସଚେତନତା ଏବଂ ଯତ୍ନର ଉନ୍ନତି ପାଇଁ ଗ୍ଲୋବାଲ୍ ଇନିସିଏଟିଭ୍ ଫର୍ ଆଜ୍‌ମା (ଜିଏନା) ଦ୍ୱାରା ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ। ଆଜ୍‌ମା ଦ୍ୱାରା ପ୍ରଭାବିତ...

ଚିକିତ୍ସାରେ ଅର୍ଥସାଜିଛି ବାଧକ,ଅଜଣା ରୋଗରେ ପୀଡିତା ଆଦିବାସୀ ଯୁବତୀର ବଚିଂବା ପାଇଁ ଆକୁଳ ନିବେଦନ

ମାଲକାନଗିରି,୪ା୫(ଓଡିଆ ପୁଅ )ଅଜଣା ରୋଗରେ ପିଡିତା ଜଣେ ଗରିବ ଆଦିବାସୀ ଯୁବତୀ ର ଚିକିତ୍ସାରେ ଅର୍ଥସାଜିଛି ବାଧକ, ସେ ବଚିଂବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ଆକୁଳନିବେଦନ କରିଛନ୍ତିି । ଏପରି ଏକ ହୃଦୟ...