Home 2020

Yearly Archives: 2020

ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ଟମକା ପୋଲିସର ତଦନ୍ତ ଜାରି

0
ଯାଜପୁର, ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଆଶ୍ରମ ସ୍କୁଲ ନିକଟରେ ଜଣେ ମହିଳାଙ୍କ ଗଳିତ ମୃତଦେହ ପଡିଥିବା ଶନିବାର ସକାଳ ସମୟରେ ଦେଖିବାକୁ...

କଳମଛୁଇଁ ଶିଶୁମନ୍ଦିରରେ ସଙ୍କୁଳସ୍ତରୀୟ ବୈଠକ

0
ତାଳଚେର,୫/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସଙ୍କୁଳସ୍ତରୀୟ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାଳଚେର ସଙ୍କୁଳ ଅନ୍ତର୍ଗତ...

ଲ୍ୟାମ୍ପସ୍ ପକ୍ଷରୁ ରେବଣାପଳାଶପାଳ ଠାରେ ଖୋଲିଲା ଧାନ ମଣ୍ଡି

ହରିଚନ୍ଦନପୁର, ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଲ୍ୟାମ୍ପସ୍ ପକ୍ଷରୁ ରେବଣାପଳାଶପାଳ ଠାରେ ଧାନ ମଣ୍ଡି ଖୋଲାଯାଇଥିବା ସହ ଧାନ କିଣା ଆରମ୍ଭ କରାଯାଇଛି । ଆଜି...

ଗାଁ ମୁଣ୍ଡରୁ ରକ୍ତାକ୍ତ ଅବସ୍ତାରେ ବୃଦ୍ଧ ବ୍ରଜଙ୍କ  ଶବ ଉଦ୍ଧାର….ହତ୍ୟା ସନ୍ଦେହ

ନୟାଗଡ/୦୫/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ମଝିଆଁଖଣ୍ଡ ଗ୍ରାମ ପଞ୍ଚାୟତ ତେଲିପାଟଣା ଗାଁ ମୁଣ୍ଡରୁ ଡିସେମ୍ବର ୫ ତାରିଖ ଭୋର ସମୟରେ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଥିବା...

ଗୋଟିଏ ବାଲି ବୋଝେଇ ହାଇଓ୍ବା ଠାରୁ ୧୦ହଜାର ଟଙ୍କା ଜୋରିମାନ ଆଦାୟ

ହରିଚନ୍ଦନପୁର,ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଦାୟିତ୍ଵରେ ଥିବା ତହସିଲଦାର ଗୋଟିଏ ବାଲି ବୋଝେଇ ହାଇଓ୍ବା ଠାରୁ ୧୦ହଜାର ଟଙ୍କା ଯୋରିମାନା ଆଦାୟ କରିଛନ୍ତି । ଖବର...

ଜଷ୍ଟିସ୍ ଫର୍ ପରୀ: ସ୍ମୃତି ଆଉ ପ୍ରଭାତୀଙ୍କ ଚେତାବନୀ ..

0
ଭୁବନେଶ୍ୱର: "ଜଷ୍ଟିସ୍ ଫର୍ ପରୀ", ପରୀକୁ ନ୍ୟାୟ ପ୍ରଦାନ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଦାବୀରେ ଶୁକ୍ରବାର ଦିନ ଅରୁଣ ସାହୁଙ୍କ ବାସଭବନ ଘେରାଓ ଉଦ୍ୟମ କରିଥିଲା...

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ଆରୋହୀ ମୃତ୍

ହରିଚନ୍ଦନପୁର,ତା ୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଳୁଘାଟିରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ ଗତକାଲି ରାତ୍ରି ସମୟରେ ବାରିପାଳ ଗ୍ରାମର ଅଜୟ...

ଜଷ୍ଟିସ୍ ଫର୍ ପରୀ: ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଓ କଲା ବିଜେପି ମହିଳା ମୋର୍ଚ୍ଚା

0
ଭୁବନେଶ୍ୱର: ଶୁକ୍ରବାର ସକାଳୁ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ପାଖରେ। ବାସଭବନକୁ ଚତୁଃପାଶ୍ୱର୍ରୁ ଘେରି ରହିଥିଲେ ପ୍ଲାଟୁନ ପ୍ଲାଟୁନ ପୋଲିସ ଓ ସୁରକ୍ଷାକର୍ମୀ। ପରୀକୁ ନ୍ୟାୟ...

ପରୀକୁ ନ୍ୟାୟ ପ୍ରଦାନ ଦାବିରେ ଏବିଭିପିର ବିକ୍ଷୋଭ

କେନ୍ଦ୍ରାପଡା, ୪/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନଦାସ) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦ୍ରାପଡା ନଗର ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ପରୀର ହତ୍ୟାକାରୀକୁ ତୁରନ୍ତ...

ଚକି ଖେଳୁଥିବା ବେଳେ ପଡ଼ିଆରେ ପଡ଼ିଯାଇ ବାଳକ ଗୁରୁତର

ହରିଚନ୍ଦନପୁର,ତା ୪ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡପଳାଶପାଳ ଗ୍ରାମ ନିକଟସ୍ଥ ପଡ଼ିଆରେ ଚକି ଖେଳୁଥିବା ବେଳେ ଜଣେ ବାଳକ ପଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି ।...

ଜଳସରପୁର ଭାଗବତ ଟୁଙ୍ଗିରେ ପଞ୍ଚକ ଉତ୍ସବ ଓ ମୁରୁଜ ପ୍ରତିଯୋଗୀତା

ହାଟଡିହି- ୪/୧୨/: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମରେ ଥିବା ଭାଗବତ ଟୁଙ୍ଗିର ପଞ୍ଚକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମା ବୃନ୍ଦାବତୀଙ୍କୁ ଏକ ସୁସଜ୍ଜିତ...

ମା ମଙ୍ଗଳା ମହିଳା ଭାଗବତ ଟୁଙ୍ଗିର ବୈଠକ

ହାଟଡିହି- ୪/୧୨/: (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ କାଠିଆସରା ଗ୍ରାମରେ ଥିବା ମା ମଙ୍ଗଳା ଭାଗବତ ଟୁଙ୍ଗିର ଏକ ଜରୁରୀ ବେଠକ ଅନୁଷ୍ଠିତ ହୋଇଯାଇଛି । ଭାଗବତ...

ଦିପ୍ତୀ ରଞ୍ଜନ ଦାସ ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଭାବେ ମନୋନୀତ

ହାଟଡ଼ିହି, ୪ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଚୋରଗଡିଆ ଗ୍ରାମର ଦିପ୍ତୀ ରଞ୍ଜନ ଦାସଙ୍କୁ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତିି ।...

ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡିହି- ୪/୧୨/: (ଓଡିଆପୁଅ / ବିକାଶ ବିଶ୍ୱାଳ) ଅକରୁଆ ଗ୍ରାମରେ ଥିବା ବ୍ରହ୍ମଣୀଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ପଣ୍ଡାଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା...

ବିସ୍ଥାପିତଙ୍କୁ ଜମିପଟ୍ଟା ଦେବାପାଇଁ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ପଲ୍ଲୀସଭା

ହାଟଡିହି- ୪ /୧୨/: (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହଦଗଡ ଅଭୟାରଣ୍ୟ ମଧ୍ୟରୁ ବିସ୍ଥାପିତ ହୋଇଥିବା ୯୪ପରିବାରଙ୍କୁ ଜମିପଟ୍ଟା ଯୋଗାଇ ଦେବାପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପଲ୍ଲୀସଭା...

ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ତୁଟିଗଲାଣି ରୋଗୀଙ୍କର ଭରଷା, ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ପଦବୀ ଦୀର୍ଘଦିନ ହେଲା ଖାଲି, ଗୋଟିଏ...

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତିହିଡ଼ି ବଜାର ମଧ୍ୟସ୍ଥଳରେ ଅବସ୍ଥିତ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀଙ୍କୁ ସେବା ଯୋଗାଇଦେବାରେ ବିଫଳ ହୋଇଛି । ‘ମୋ ସରକାର’...

ତିହିଡ଼ି ବଜାରରେ ଟ୍ରାଫିକ ସମସ୍ୟା ଉଗ୍ର

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତିହିଡ଼ି ବଜାରରେ ଟ୍ରାଫିକ ସମସ୍ୟା ଉଗ୍ରରୂପ ଧାରଣ କରିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଭଦ୍ରକ-ଚାନ୍ଦବାଲି ରାସ୍ତା ନିର୍ମାଣ...

ନବରାଗ ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କ ପରଲୋକ

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ‘ନବରାଗ’ ପତ୍ରିକାର ସମ୍ପାଦକ ଡଃ ଅଚ୍ୟୁତାନନ୍ଦ ନାୟକଙ୍କର ୭୪ ବର୍ଷ ବୟସରେ ଶୁକ୍ରବାର ସାକଳ ସାଢେଚାରିଟାରେ ଭୁବନେଶ୍ୱରସ୍ଥିତ...

ଉଜ୍ଜ୍ୱଳ ଆଲୋକରେ ଝଲସିଲା ଷୋଳମପୁର ବୌଦ୍ଧବିହାର

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାର ଉଜ୍ଜ୍ୱଳ ଆଲୋକରେ ଝଲସିଛି । ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ବ୍ୟକ୍ତିଗତ ସହାୟତାରେ...

ବହୁଦରଡା ଗ୍ରାମରେ ଅଗ୍ନିକାଣ୍ଡ – ୩ ବଖରା ଘର ଭସ୍ମୀଭୂତ

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାରିକପୁର ନିକଟ ବହୁଦରଡା ଗ୍ରାମରେ ଗତକାଲି ରାତ୍ରରେ ଅଗ୍ନିକାଣ୍ଡ ହୋଇ ୩ ବଖରା ଘର ଜଳିଯାଇଛି । ଏଥିରେ ଗ୍ରାମର ପ୍ରହଲ୍ଲାଦ...