Home 2020

Yearly Archives: 2020

ଜେଇ ପ୍ରବେସିକା ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱର ଓ ବ୍ରହ୍ମପୁର କୁ ଜିଲ୍ଲାପ୍ରଶାସନ ମାଗଣାରେ ବସ ସେବା ଯୋଗାଇଲେ ।

ମାଲକାନଗିରି,୩୦ା୮(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନାର ଭୟାବହତା ଚାଲିଥିବା ଯୋଗୁଁ ବିଭିନ୍ନ ଅଚଂଳକୁ ବସ ଓ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି । ଆସନ୍ତା ୧ତାରିଖ ଠାରୁ ଆରମ୍ଭ ହେଉଥିବା ଜେଇ...

ଲାଚଂନେଇ ଗାଡିଛାଡି ଦେବା ଅଭିଯୋଗରେ ଜଣେ ପୁଲିସ ଏଏସଆଇ ସହ ଦୁଇଜଣ ହୋମଗାର୍ଡ ଗିରଫ

ମାଲକାନଗିରି,୩୦ ।୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚୋରାଗଜେଂଇ ଚାଷ ଓ ଚୋରାଗଜେଂଇ ଚାଲାଣର ଭୂସ୍ୱର୍ଗ ପାଲଟିଥିବା ବେଳେ ଚୋରାଗଜେଂଇ ଚାଲାଣ ଓ ଚାଷ ରୋକିବା ପାଇଁ ଏସପି ଙ୍କ ନିର୍ଦ୍ଦେଶ...

କୋର୍ଟ ଅବଜ୍ଞାକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି – ଏସପିଙ୍କଠାରେ ଇଚ୍ଛାପୁର ଦମ୍ପତିଙ୍କ ଫେରାଦ

ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): କୋର୍ଟ ରାହିତାଦେଶ ଥିବା ସତ୍ତ୍ୱେ ବିବାଦୀୟ ଜମିରେ ଅଭିଯୁକ୍ତମାନେ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ନେଇ ବାଲେଶ୍ୱର ଏସପିଙ୍କଠାରେ ଆପତ୍ତି ଜଣାଇଛନ୍ତି ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଚ୍ଛାପୁର...

ବଡ଼ସାହିର ବନ୍ୟା ଦୁର୍ଗତଙ୍କୁ ନବଜ୍ୟୋତିଙ୍କ ରିଲିଫ୍ ବଣ୍ଟନ

ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ) : ଲଘୁଚାପ ଜନିତ ବନ୍ୟାରେ ପ୍ରଭାବିତ ମୟୁରଭଂଜ ଜିଲ୍ଲା ବଡ଼ସାହି ଅଞ୍ଚଳର ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଓ ତାଙ୍କର ସହଯୋଗୀମାନେ।...

ବିଜେପି ରାଜ୍ୟ ପ୍ରତିନିଧ ଦଳର ବନ୍ୟାଞ୍ଚଳ ଗସ୍ତ; ବିପନ୍ନଙ୍କୁ ସହାୟତା ଦାବି

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ବୈତରଣୀ ବନ୍ୟାବିପନ୍ନ ଅଞ୍ଚଳକୁ ବିଜେପି ରାଜ୍ୟ ପ୍ରତିନିଧିଦଳ ରବିବାର ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ନେତୃତ୍ୱରେ ଗସ୍ତ...

ବିରଳା ଟାୟାର୍ସ ଶ୍ରମିକ ଆନ୍ଦୋଳନକୁ ଏଆଇଟିୟସିର ସମର୍ଥନ

0
ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ବକେୟା ଦରମା ଓ ଅନ୍ୟାନ୍ୟ ଦାବି ନେଇ ଚଳିତ ଅଗଷ୍ଟମାସ ୧୮ ତାରିଖଠାରୁ ଧାରଣାରେ ବସିଥିବା ବିର୍ଲା ଟାୟାର୍ସ ଶ୍ରମିକଙ୍କ ପାଖରେ ଏଆଇଟିୟସିର କର୍ମକର୍ତ୍ତାମାନେ ଆଜି ପହଞ୍ଚିଥିଲେ।...

କ୍ଷୟକ୍ଷତି ର ଆକଳନ କଲେ ପ୍ରଶାସନିକ ଅଧିକାରୀ

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଅବିରାମ ଗତିରେ ଲଘୁଚାପ ଜନିତ ବର୍ଷାରେ ଭଦ୍ରକ ଜିଲା ବନ୍ତ ବ୍ଲକ ବହୁ ପଞ୍ଚାୟତର ଶତାଧିକ ଗ୍ରାମ ଜଳବନ୍ଦୀ ହେବା ସହିତ...

ଦିବଂଗତ ପଣ୍ଡିତ ରଘୁନାଥ ଷଡ଼ଙ୍ଗୀଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ବ୍ରାହ୍ମଣ ସମିତିର ପ୍ରତିଷ୍ଠାତା ସମ୍ପାଦକ ତଥା ବୈରାମନଗର ଶିବଦୁର୍ଗା ମନ୍ଦିରର ପ୍ରତିଷ୍ଠାତା ପଣ୍ଡିତ ରଘୁନାଥ ଷଡ଼ଙ୍ଗୀଙ୍କ ବିୟୋଗରେ ଏକ ଶୋକ ସଭା ମନ୍ଦିର ପରିଚାଳନା କମିଟି...

ଧାମନଗର ବ୍ଲକ୍ କଂଗ୍ରେସ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ:ରିଲିଫ ଦାବି କଲା କଂଗ୍ରେସ

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକରେ ବନ୍ୟା ବିଭିଷିକା ପରେ ଆଜି ଧାମନଗର ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ବନ୍ୟାଞ୍ଚଳ ଗ୍ରସ୍ତ କରି ଲୋକଙ୍କ ଦୁର୍ଦଶା...

୧ ତାରିଖରୁ ସମସ୍ତ ଦୋକାନ ପୂର୍ବଭଳି ଖୋଲିବାକୁ କଂଗ୍ରେସର ଦାବି

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ଯୋଗୁ ବାରମ୍ବାର ଶଟ୍‌ଡାଉନ, ଲକ୍‌ଡାଉନ କରାଯାଇ ସପ୍ତାହାନ୍ତ ଶନିବାର ରବିବାର ସମ୍ପୂର୍ଣ୍ଣ ବଜାରକୁ ବନ୍ଦ ରଖାଯାଉଥିବା ବେଳେ ପ୍ରତିଦିନ ଦିନ...

ଦିନକରେ ୧୩୮କରୋନା ପଜିଟିଭ୍ ଚିହ୍ନଟ – ବାଲେଶ୍ୱରରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ୩୫୯୭କୁ ବୃଦ୍ଧି

0
ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶରେ ଜାରି ଅନଲକ୍‌-୩ ଅବଧି ଆଉ ଦିନକ ପରେ ଶେଷ ହେବାକୁ ଯାଉଥିବା ବେଳେ କରୋନା ସଂକ୍ରମଣ ମଧ୍ୟ ଶୀର୍ଷକୁ ଯିବାରେ...

ବୈତରଣୀ ବନ୍ୟା ନିୟନ୍ତ୍ରଣାଧୀନ, ୨ଲକ୍ଷ ୭୦ ହଜାର ୫୧୫ ଲୋକ ପ୍ରଭାବିତ

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀରେ ଆସିଥିବା ବନ୍ୟା ନିୟନ୍ତ୍ରଣ ହୋଇଛି। ନଦୀର ଜଳପତ୍ତନ ହ୍ରାସ ପାଇ ବିପଦ ସଂକେତରେ ବହୁ ତଳେ ପ୍ରବାହିତ ହେଉଛି।...

ବାଲେଶ୍ୱରର ବନ୍ୟା ପରବର୍ତ୍ତୀ ସ୍ଥିତିକୁ ନେଇ ବିଶାଳ ଦେବଙ୍କ ସମୀକ୍ଷା

0
ବାଲେଶ୍ୱର, ୩୦ା୮(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାର ସବୁ ନଦୀର ଜଳସ୍ତର କମିବା ସହ ବନ୍ୟାସ୍ଥିତି ଟଳି ଯାଇଥିଲେ ବି ବନ୍ୟା ଦୁର୍ଗତଙ୍କ ଅବସ୍ଥା ପରଖିବା ଓ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ ପାଇଁ...

ସଟ୍‌ଡାଉନ୍ ଓ ଲକଡାଉନ୍‌ରେ ପରିବହନ ସମେତ ଓ ରିକ୍ସା, ଟ୍ରଲି ମୂଲିଆଙ୍କ ଜୀବନ ଜୀବିକା ଅଚଳ : ସରକାର...

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ଜନିତ ବିପର୍ଯ୍ୟୟ ସମୟରେ ସରକାରଙ୍କ ନିର୍ଦ୍ଦେଶରେ ପ୍ରଶାସନିକ ପଦାଧିକାରୀମାନେ ଆଇନ୍‌କୁ କାର୍ଯ୍ୟକାରୀ କରିବାର ଦ୍ୱାହି ଦେଇ ଯେଭଳି ଲକଡାଉନ୍ ଓ...

କେନାଲ ପାର୍ଶ୍ୱରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗେଲଟୁଆ ଗ୍ରାମ ନିକଟରେ ଥିବା ଏକ କେନାଲ ପାଶ୍ୱର୍ରୁ ଆଜି ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର...

ବନ୍ୟା ଘେରରେ ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ଦେବଦୂତ ସାଜି ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ଲଘୁଚାପ ଜନିତ ବନ୍ୟାଘେରରେ ରହି ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଜନନୀ କ୍ଷେତ୍ରରେ ଦେବଦୂତ ସାଜି ଉଦ୍ଧାର କରିଛି...

ଭୟାବହ ଅଗ୍ନିକାଣ୍ଡ : ୨ ଗୋରୁ ଜୀବନ୍ତ ଦଗ୍ଧ : ସ୍କୁଟି ସହ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର...

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ବିଳମ୍ବିତ ରାତିରେ ଏହି ଜିଲାର ତିହିଡି ତହସିଲ ଅଧୀନସ୍ଥ ପାଳିଆବିନ୍ଧା ଗ୍ରାମପଂଚାୟତ ନାୟକସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ରବିନ୍ଦ୍ର ନାୟକଙ୍କ...

ଯୌତୁକ ନିର୍ଯ୍ୟାତିତା ଯମଜ ମା’ ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଜନୈକ ମହିଳା ଯୌତୁକ ନିର୍ଯ୍ୟାତନା ସହିନପାରି ନିଜ ପିତ୍ରାଳୟକୁ ପଳାଇଆସି ପରବର୍ତ୍ତୀ ସମୟରେ ଯମଜ ଶିଶୁ ଜନ୍ମ କରିବା ପରେ ଏବେ...

ଧାମନଗର:ବନ୍ୟା କମିଛି;ଦୁର୍ଦଶା ବଢିଛି : ଭଙ୍ଗାଘର ଓ ପଲିଥିନ ତଳେ ଦିନ ବିତୁଛି

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗରରେ ପ୍ରଳୟଙ୍କାରି ବନ୍ୟା ଆସି ବ୍ଲକର ବିଭିନ୍ନ ଚାଷଜମି ସମେତ ରାସ୍ତାଘାଟ ଦିର୍ଘ ୪ଦିନ ଧରି ବୁଡି ରହିଥିଲା ବେଳେ ଏବେ...

ଆଜି ଚିହ୍ନଟ ହେଲେ ନୂଆ ୪୦ ଆକ୍ରାନ୍ତ

ଭଦ୍ରକ, ୩୦ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜିଲ୍ଲାରୁ ନୂଆ ୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତମାନେ ହେଲେ ତିହିଡି ବ୍ଲକ ସୟା...