Home 2020
Yearly Archives: 2020
ଭିଜିଲାନ୍ସ ଜାଲରେ ବାଲେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ, ଅଫିସ ଡ୍ର’ରୁ ଜବତ୍ ୨ ଲକ୍ଷ ୩୪ ହଜାର
ବାଲେଶ୍ୱର, ୨୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ସଂଧ୍ୟାରେ ବାଲେଶ୍ୱର ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଉପରେ ଚଢ଼ଉ ହୋଇ ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ର ରୁ ମୋଟ ୨ ଲକ୍ଷ...
ବିହାର ନିର୍ବାଚନ : ଷ୍ଟାର କାମ୍ପେନର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ, ଶାହନାୱାଜ ହୁସେନ୍ କରୋନା ପଜିଟିଭ
ପାଟନା ୨୨ ଅକ୍ଟୋବର (ଓଡିଆ ପୁଅ) ବିହାର ନିର୍ବାଚନ ପାଇଁ ବିଜେପି ପାଇଁ ଏକ ବଡ ଖବର। ଡେପୁଟି ସିଏମ୍ ଏବଂ ଦଳର ଷ୍ଟାର ପ୍ରଚାରକ ସୁଶୀଲ କୁମାର ମୋଦୀଙ୍କୁ କରୋନା ଆକ୍ରାନ୍ତ...
ବନବିଭାଗର ସଫଳତା,ମୁଲ୍ୟବାନ ସାଗୁଆନ ପଟା ଓ କାଠ ଜବତ ଜଣେ ଗିରଫ
ମାଲକାନଗିରି,୨୨ା୧୦ (ଓଡିଆ ପୁଅ )ଆଜି ମାଲାକନଗିରି ବନବିଭାଗକୁ ସଫଳତା ମିଳିଛି, ଜିଲ୍ଲାବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେ ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ଆଜି ମାଲାକନଗିରି ବନାଚଂଳ...
ଅଧିକ ଆଞ୍ଚଳିକ ଭାଷାରେ ହେବ JEE- ମେନ୍ ପରୀକ୍ଷା – କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ନୂଆ ଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ଏବଂ ଅନ୍ୟାନ୍ୟ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ NTA ଅଧିକ ଆଞ୍ଚଳିକ ଭାଷାରେ JEE ମେନ ପରୀକ୍ଷା କରିବ...
କଂଗ୍ରେସର ନୂତନ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ବିଧିବଦ୍ଧ ଭାବେ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି...
ସମ୍ପତ୍ତି ଲୋଭରେ ମରଣାନ୍ତକ ଆକ୍ରମଣ ଅଭିଯୋଗ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବାଡ ଗ୍ରାମର ଦିପ୍ତିରଞ୍ଜନ ସେନାପତିକୁ ସମ୍ପତ୍ତି ଲୋଭରେ ଦେବେନ୍ଦ୍ର ସେନାପତି, ପତ୍ନୀ ରଙ୍ଗଲତା ଓ ପୁତ୍ର ପ୍ରଭୁଜିତ...
କେବୁଲ ଚୋରି ଅଭିଯୋଗରେ ୪ ଗିରଫ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ହୁମାନ ବାଟିକା ନିକଟରେ ଟେଲିଫୋନ କେବୁଲ ଚୋରି କରୁଥିବା ବେଳେ...
ଦୋବଲ ପଂଚାୟତ ନୂତନ କାର୍ଯ୍ୟାଳୟ ନିର୍ମାଣକୁ ନେଇ ବିବାଦ:ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ ଅବିଭକ୍ତ ଦୋବଲ ପଞ୍ଚାୟତର ସୋଧ ଠାରେ ନୂତନ ପଂଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ବିବାଦ ଘନେଇଛି ।...
ଦୋବଲ ବଜାରରୁ ୫ ଜବରଦଖଲ ଦୋକାନୀ ଉଚ୍ଛେଦ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର-ଖଡିପଦା ରାସ୍ତାର ଦୋବଲ ଠାରେ ଗେଙ୍ଗୁଟି ନଦୀରେ ଏକ ପକ୍କା ପୋଲ ନିର୍ମାଣଧୀନ ଚାଲିଥିବା ବେଳେ ଦୋବଲ ବନ୍ଧ ଉପରେ କେତେକ...
କଣ୍ଟିଘାଇର ସ୍ଥାୟୀ ପ୍ରତିକାର ଓ ଚାଷୀ ସମସ୍ୟାର ସମାଧାନ ଦାବିରେ ଗଣ ସତ୍ୟାଗ୍ରହ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଣ୍ଟିଘାଇର ସ୍ଥାୟୀ ପ୍ରତିକାର ଓ ଚାଷୀ ସମସ୍ୟା ଗୁଡିକର ସମାଧାନ ଦାବିରେ ସଂଗଠନର ରାଷ୍ଟ୍ରୀୟ...
ଏସ୍ଏଚ୍ଜି ସଭାନେତ୍ରୀଙ୍କ ଦାଦାଗିରି : ଦଳିତ ମହିଳା ଏବେ ଡାକ୍ତରଖାନାରେ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ମା’ ସନ୍ତୋଷୀମା’ ମହାସଂଘର ସଂପାଦିକା ସନ୍ଧ୍ୟାରାଣୀ ପଣ୍ଡା ଅନ୍ୟ ଏକ ସ୍ୱୟଂ ସହାକୟ ଗୋଷ୍ଠୀ ମା’ ତାରିଣୀ ଆଞ୍ଚଳିକ ମଂଚର ସଭାନେତ୍ରୀ...
ଅମ୍ପାନ ସହାୟତାର ଅନିୟମିତତା ଅଭିଯୋଗର ତଦନ୍ତ କଲେ ଭିଜିଲାନ୍ସ ଟିମ୍
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଗତବର୍ଷ ଆସିଥିବା ସାମୁଦ୍ରିକ ଝଡ ‘ଅମ୍ପାନ’ ର କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ଭଦ୍ରକ ବ୍ଲକ୍ ଅନ୍ତର୍ଗତ କୋଡବରୁଆଁ ପଂଚାୟତକୁ ରାଜ୍ୟ ସରକାର...
ଖାଇବା ଥାଳି ପାଖରୁ ଉଠାଇ ନେଇ ଯୁବକଙ୍କୁ ଥାନା ହାଜତରେ ମାଡ, ନ୍ୟାୟ ପାଇଁ ମା’ ଏସ୍ପିଙ୍କ ଦ୍ୱାରସ୍ଥ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଆଗରପଡା ଥାନା ପୁଲିସ୍ ଜଣେ ହରିଜନ ଯୁବକଙ୍କୁ ମିଥ୍ୟା କେଶ୍ରେ ଜଡିତ କରାଇ...
ଅସ୍ତ୍ରୋପଚାର ପରବର୍ତ୍ତୀ ମୃତ୍ୟୁକୁ ନେଇ ନର୍ସିଂହୋମ୍ରେ ଉତ୍ତେଜନା, କ୍ଷତିପୂରଣ ପରେ ମାମଲାର ସମାଧାନ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଅସ୍ତ୍ରୋପଚାର ସମୟରେ ଅତ୍ୟଧିକ ନିଶା ପ୍ରଭାବରୁ ରୋଗୀ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ସମୟରେ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ...
ଭଦ୍ରକରୁ ଚିହ୍ନଟ ହେଲେ ଆଉ ନୂଆ ୪୬ ଆକ୍ରାନ୍ତ
ଭଦ୍ରକ, ୨୨ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ୪୬ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଳାରୁ ମୋଟ ୧ ଲକ୍ଷ ୧୧ହଜାର...
ବାଲେଶ୍ଵର ଗସ୍ତ ବେଳେ ଅପରାଜିତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା; ଭଦ୍ରକ ବିଜେପିରେ ନେତୃତ୍ୱ ପରିବର୍ତ୍ତନର ସ୍ୱର!
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନର ଅନ୍ୟତମ ଷ୍ଟାର୍ ପ୍ରଚାରକ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ବାଚନ ପ୍ରଚାର ପାଇଁ ବାଲେଶ୍ଵର ଗସ୍ତ ଅବସରରେ...
ଚିରାଗ ପାଶ୍ୱାନ କହିଲେ ପିଏମ ମୋଦୀଙ୍କ ସହ ବିଶ୍ୱାସଘାତକତା କରି ଲାଲୁଙ୍କ ଶରଣକୁ ଚାଲିଯିବେନିତ, ମୁଖ୍ୟମନ୍ତ୍ରୀ ନୀତୀଶ
ପାଟନା ୨୨-୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଏଲଜେପି ସଭାପତି ଚିରାଗ ପାସୱାନଙ୍କ କଟାକ୍ଷ କମ ହେଉନାହିଁ। ଚିରାଗ ପୁଣି ଥରେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ ନୀତୀଶ ପୁନର୍ବାର...
ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ବାହାନଗାରେ ସମ୍ବର୍ଦ୍ଧନା
ବାହାନଗା,୨୨ା୧୦(ଭାରତୀ ଦାସ, ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସଦର ମହକୁମା ଜାତୀୟ ରାଜପଥରେ ଭୂବହେନଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ବାହାନଗା ବିଜେପି ତରଫରୁ ସମ୍ବର୍ଦ୍ଧନା କରାଯାଇଛି । ବାଲେଶ୍ୱର...
୭୫୦ ଲିଟର ମଦ, ୫ ବାଇକ ଜବଦ ସମେତ ୨ ଗିରଫ
ବାହାନଗା,୨୨ା୧୦(ଭାରତୀ ଦାସ / ଓଡ଼ିଆ ପୁଅ ): ବାଲେଶ୍ୱର ଜିଲ୍ଲା ସଦର ଥାନା ଅଧିନ ଭୀମପୁର- ରସାଳପୁର ରାସ୍ତାରୁ ଅବକାରୀ ବିଭାଗ ଚଢାଉ କରି ୭୫୦ ଲିଟରରୁ ଉର୍ଦ୍ଧ ମଦ, ୫ବାଇକ ସମେତ...
ସାଳନ୍ଦୀ ନଦୀର ଦନେଇପୁର ପୋଲ କାମ ଆରମ୍ଭ ହେଲା
ହାଟଡ଼ିହି, ୨୨ / ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ସାଳନ୍ଦୀ ନଦୀ ଉପରେ ଦନେଇପୁର ଗାଁ ନିକଟରେ ପୋଲ କାମ ଆରମ୍ଭ ହୋଇଛି । ଦୀର୍ଘ ୧୦ବର୍ଷ ମଧ୍ୟରେ...







