ପୂର୍ବତନ ବିଧାୟକ ରବିନାରାୟଣ ପାଣିଗ୍ରାହୀଙ୍କ କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର ତା ୧୪.୬ (ଓଡ଼ିଆ ପୁଅ) – ବୀରମହାରାଜପୁରର ପୂର୍ବତନ ବିଧାୟକ ରବିନାରାୟଣ ପାଣିଗ୍ରାହୀ ଜଣେ ସକ୍ରୀୟ ଓ ଜନପ୍ରିୟ ନେତା ଭାବରେ କାର୍ଯ୍ୟ କରି ଆସୁଛନ୍ତି। ସେ ଭାରତୀୟ ଜାତୀୟ କଂଗ୍ରେସର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମ ପ୍ରତି ଗଭୀର ଆନୁଗତ୍ୟ ଘୋଷଣା କରି ଓଡିଶାରେ କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଦୃଢ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଶ୍ରୀ ପାଣିଗ୍ରାହୀଙ୍କୁ କଂଗ୍ରେସ ଦଳର ସଦସ୍ୟ ରୂପେ ଗ୍ରହଣ କରିଛନ୍ତି ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଂପାଦକ ସେକ୍ ମସ୍ତାନ ଭଲି ଏହାକୁ ହାର୍ଦ୍ଦିକ ସମର୍ଥନ ଜଣାଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା…

"ପୂର୍ବତନ ବିଧାୟକ ରବିନାରାୟଣ ପାଣିଗ୍ରାହୀଙ୍କ କଂଗ୍ରେସରେ ଯୋଗଦାନ"

ମହାନଦୀ ସୁରକ୍ଷା ଅଭିଯାନର ତୃତୀୟ ଦିନ: ସୋନପୁର, ବୌଦ୍ଧ ଓ ଆଠମଲ୍ଲିକରେ ସାଧାରଣ ସଭା

ଭୁବନେଶ୍ୱର, ୧୮/୫/୨୦୧୮ (ଓଡ଼ିଆ ପୁଅ): ମହାନଦୀ ସୁରକ୍ଷା ଅଭିଯାନର ତୃତୀୟ ଦିବସରେ ସମ୍ବଲପୁର ଠାରୁ ବିଜେଡିର ବାମ ଓ ଦକ୍ଷିଣ ପାର୍ଶ୍ୱ ଶୋଭାଯାତ୍ରାକାରୀମାନେ ଏକତ୍ରିତ ହୋଇ ଯାତ୍ରାରମ୍ଭ କରିଥିଲେ। ଧମାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ପରେ ସମସ୍ତେ ସିଣ୍ଡୋଲ ଅଭିମୁଖେ ଯାତ୍ରା କରି ତା’ପରେ ମେଟାକାନି ଯାଇଥିଲେ। ସେଠାରୁ ଦଳର ଉପ-ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦକ୍ଷିଣ ପାଶ୍ୱର୍ରେ କରାଯାଇଥିବା ମହାନଦୀ ସୁରକ୍ଷା ଅଭିଯାନର ସଦସ୍ୟମାନେ ମେଟାକାନିରୁ ବିନ୍‌କା ଯାଇ ପହଞ୍ଚିବା ପରେ ସୋନପୁର ଅଭିମୁଖେ ଯାତ୍ରା କରିଥିଲେ। ପଥପ୍ରାନ୍ତ ସଭା କରି ସୋନପୁରରେ ପହଞ୍ଚିବା ସହ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଏଠାରୁ…

"ମହାନଦୀ ସୁରକ୍ଷା ଅଭିଯାନର ତୃତୀୟ ଦିନ: ସୋନପୁର, ବୌଦ୍ଧ ଓ ଆଠମଲ୍ଲିକରେ ସାଧାରଣ ସଭା"

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ନବରଙ୍ଗପୁର, ବାଲେଶ୍ବର, ସୋନପୁର ଓ ପୁରୀର ଚାରୋଟି ପଞ୍ଚାୟତ ପାଇଁ ୧ କୋଟି ୫୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର ୧୬-୩ (ଓଡ଼ିଆ ପୁଅ) ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁରର ବୁର୍ଜା ଗ୍ରାମ ପଞ୍ଚାୟତ, ବାଲେଶ୍ବରର ଜାମକୁଣ୍ଡା, ସୋନପୁରର ଦିଗସିରା ଓ ପୁରୀର କନ୍ଦାଗୋଡା ପଞ୍ଚାୟତ ପାଇଁ ୧ କୋଟି ୫୮ ଲକ୍ଷ ଟଙ୍କାର ୨୮ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମ ବିକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକଙ୍କ ସହଯୋଗ ଲୋଡିବା ସହିତ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ନବରଂଗପୁରର ପଞ୍ଚାୟତର ୧୦ଟି ପ୍ରକଳ୍ପ, ବାଲେଶ୍ବର ପଞ୍ଚାୟତ ପାଇଁ ୬ଟି…

"ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ନବରଙ୍ଗପୁର, ବାଲେଶ୍ବର, ସୋନପୁର ଓ ପୁରୀର ଚାରୋଟି ପଞ୍ଚାୟତ ପାଇଁ ୧ କୋଟି ୫୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ"

ଆନ୍ତଃ ଜିଲ୍ଲା ବାଇକ ଚୋର ରାକେଟକୁ ଧରିଲା ପୋଲିସ ୫ ଗିରଫ

ରାଉରକେଲା ୧୧-୩ ((ଓଡ଼ିଆ ପୁଅ/ଶିବରାମ ପାତ୍ର)) ଆନ୍ତଃ ଜିଲ୍ଲା ବାଇକ ଚୋର ରାକେଟ ଠାବ ହୋଇଛି। ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ, ୨ଜଣ ଚୋର ଗିରଫ ଏବଂ ଚୋରା ବାଇକ କିଣିଥିବା ଅଭିଯୋଗରେ ୩ ଗ୍ରାହକ ଗିରଫ କରିଛି। ଏହା ସହିତ ୫ଟି ଚୋରା ବାଇକ୍ ଜବତ ହୋଇଛି। ବାଇକ ଚୋରମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲାର ଜଗନ୍ନାଥ ରାଣା (୨୮), ଶାନ୍ତି କଲୋନୀ ଏବଂ, ସଂଜୀପ ବାଦାଇକ (୨୭), ଉର୍ମେଇ ଚୋରି ବାଇକ କିଣିଥିବା ବ୍ୟକ୍ତିଙ୍କ ନାମ ସୋନପୁର ଜିଲ୍ଲାର ଚମଡ଼ା ଉର୍ମ (୪୦) ଅଲେଖ ସାଗର (୩୫) ବୁଦ୍ଧୁ ଚମାର (୩୦)।

"ଆନ୍ତଃ ଜିଲ୍ଲା ବାଇକ ଚୋର ରାକେଟକୁ ଧରିଲା ପୋଲିସ ୫ ଗିରଫ"

ପ୍ରଖ୍ୟାତ ଲେଖିକା ତସଲିମା ନସରିନଙ୍କୁ ଓଡ଼ିଶାର ବୋମକାଇ ଶାଢ଼ୀ ବହୁତ ପସନ୍ଦ

ନୂଆଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ପ୍ରଖ୍ୟାତ ଲେଖିକା ତସଲିମା ନସରିନଙ୍କୁ ଓଡ଼ିଶାର ବୋମକାଇ ଶାଢ଼ୀ ବହୁତ ପସନ୍ଦ। ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ସମ୍ବନ୍ଧରେ ଲେଖି ବୋମକାଇ ଶାଢ଼ୀର ପ୍ରଶଂସା କରିଛନ୍ତି। I love Orissa's Bomkai sari. pic.twitter.com/EvA2x972GK — taslima nasreen (@taslimanasreen) February 24, 2018 ଉଲ୍ଲେଖନୀୟଯେ, ବୋମକାଇ ଶାଢ଼ୀ ହେଉଛି ଓଡ଼ିଶାର ପାଂରମ୍ପରିକ ଶାଢ଼ୀ। ଗଞ୍ଜାମ ଜିଲ୍ଲାର ଗ୍ରାମ ବୋମକାଇ ନାମରେ ଏହା ନାମିତ। ଗଞ୍ଜାମ ଜିଲ୍ଲାରେ ଏହାର ଉତ୍ପତି ସ୍ଥଳ। ଏହାକୁ ମଧ୍ୟ ସୋନପୁରୀ ଶାଢ଼ୀ କହିଥାନ୍ତି। ସୋନପୁର ଜିଲ୍ଲାରେ ଏହିଶାଢ଼ୀକୁ ହସ୍ତତନ୍ତ କୁଶଳୀ କାରିଗରଙ୍କ ଦ୍ୱାରା ବୁଣାଯାଇଥାଏ। ବାନ୍ଧ ଡିଜାଇନ୍ ରେ ଏହି ଶାଢ଼ୀକୁ ବୁଣିଥାନ୍ତି…

"ପ୍ରଖ୍ୟାତ ଲେଖିକା ତସଲିମା ନସରିନଙ୍କୁ ଓଡ଼ିଶାର ବୋମକାଇ ଶାଢ଼ୀ ବହୁତ ପସନ୍ଦ"