Home Coronavirus Outbreak ରାଜ୍ୟରେ ଆଜି ୧୪୯୭ ନୂଆ ଆକ୍ରାନ୍ତ, ୨୦ ମୃତ

ରାଜ୍ୟରେ ଆଜି ୧୪୯୭ ନୂଆ ଆକ୍ରାନ୍ତ, ୨୦ ମୃତ

41

ଭୁବନେଶ୍ୱର ୭ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୪୯୭ ନୂଆ ଆକ୍ରାନ୍ତ ହୋଇଛନ୍ତି ଏବଂ ୨୦ ଜଣଙ୍କର ମୃତ୍ୟୁ ହୋଇଛି।
ନୂଆ ଆକ୍ରାନ୍ତ: ୧୪୯୭
୦-୧୮ ବର୍ଷର : ୨୮୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୭୪
– ସ୍ଥାନୀୟ ଅଞ୍ଚଳରୁ୬୨୩
୧- ଅନୁଗୁଳ ଜିଲ୍ଲାରୁ – ୭୧
୨- ବାଲେଶ୍ୱର ଜିଲ୍ଲାରୁ – ୫୦
୩- ବରଗଡ଼ ଜିଲ୍ଲାରୁ – ୨୨
୪- ଭଦ୍ରକ ଜିଲ୍ଲାରୁ – ୧୯
୫- ବଲାଙ୍ଗୀର ଜିଲ୍ଲାରୁ – ୨୨
୬- ବୌଦ୍ଦ ଜିଲ୍ଲାରୁ – ୩୨
୬- ବୌଦ୍ଦ ଜିଲ୍ଲାରୁ – ୩୨
୭- କଟକ ଜିଲ୍ଲାରୁ – ୬୯
୮- ଦେବଗଡ଼ ଜିଲ୍ଲାରୁ – ୬୨
୯- ଢେଙ୍କାନାଳ ଜିଲ୍ଲାରୁ – ୨୭
୧୦- ଗଜପତି ଜିଲ୍ଲାରୁ – ୪୫
୧୧- ଗଞ୍ଜାମ ଜିଲ୍ଲାରୁ – ୮
୧୨- ଜଗତସିଂହପୁର ଜିଲ୍ଲାରୁ – ୨୪
୧୩- ଯାଜପୁର ଜିଲ୍ଲାରୁ – ୬୪
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୭୫
୧୫- କଳାହାଣ୍ଡି ଜିଲ୍ଲାରୁ – ୩୮
୧୬- କନ୍ଧମାଳ ଜିଲ୍ଲାରୁ – ୩୧
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୬
୧୮- କେନ୍ଦୁଝର ଜିଲ୍ଲାରୁ – ୪୨
୧୯- ଖୋର୍ଦ୍ଧାରୁ : ୨୫୧
୨୦- କୋରାପୁଟ ଜିଲ୍ଲାରୁ – ୬୬
୨୧- ମାଲକାନଗିରି : ୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୫
୨୩- ନବରଙ୍ଗପୁର ଜିଲ୍ଲାରେ: ୩୪
୨୪- ନୟାଗଡ଼ ଜିଲ୍ଲାରୁ – ୫୬
୨୫- ନୂଆପଡ଼ା ଜିଲ୍ଲାରୁ – ୨୩
୨୬- ପୁରୀ ଜିଲ୍ଲାରୁ – ୩୭
୨୭- ରାୟଗଡ଼ା ଜିଲ୍ଲାରୁ – ୫୨
୨୮- ସମ୍ବଲପୁର ଜିଲ୍ଲାରୁ – ୫୯
୨୯- ସୋନପୁର ଜିଲ୍ଲାରୁ – ୬
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୧
୩୧- State Pool: ୫୩
– ନୂଆ ସୁସ୍ଥ ହୋଇଥିଲେ୩୬୨୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୮୦୪୩୬୧୫
– ମୋଟ ଆକ୍ରାନ୍ତ ୧୨୬୮୩୦୮
– ମୋଟ ସୁସ୍ଛ ହୋଲେଣି ୧୨୩୭୯୭୬
– ସକ୍ରୀୟ ଆକ୍ରାନ୍ତ – ୨୧୫୨୫

ରାଜ୍ୟରେ ଆଜି କରୋନା ନେଲା ୨୦ ଜୀବନ : ମୋଟ ମୃତକଙ୍କ ସଂଖ୍ୟା ୮,୭୫୪ କୁ ବୃଦ୍ଧି ହୋଇଛି। ତେବେ
୧. ଭୁବନେଶ୍ୱରର ୬୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨. ଭୁବନେଶ୍ୱରର ୭୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୩. ଭୁବନେଶ୍ୱରର ୫୨ ବର୍ଷ ବୟସ୍କା ମହିଳା, ଯିଏ କି କ୍ରନିକ୍ କିଡନୀ ରୋଗ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪. ଭୁବନେଶ୍ୱରର ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୫. ଭୁବନେଶ୍ୱରର ୮୬ ବର୍ଷ ବୟସ୍କ ପୁରୁଷ।
୬. କଟକ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କା ମହିଳା।
୭. କଟକ ଜିଲ୍ଲାର ୬୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।
୮. କଟକ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ ଯିଏ ହେପାଟିକ୍ ଏନସେଫାଲୋପାଥିରେ ପୀଡିତ ଥିଲେ।
୯. ଜଗତସିଂହପୁର ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୧୦. ଜଗତସିଂହପୁର ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।
୧୧. ଯାଜପୁର ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।
୧୨. କଳାହାଣ୍ଡି ଜିଲ୍ଲାର ୩୬ ବର୍ଷ ବୟସ୍କ ପୁରୁଷ।
୧୩. କଳାହାଣ୍ଡି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।
୧୪. କଳାହାଣ୍ଡି ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।
୧୫. କଳାହାଣ୍ଡି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୬. କେନ୍ଦ୍ରାପଡା ଜିଲ୍ଲାର ୫୨ ବର୍ଷ ବୟସ୍କା ମହିଳା ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୧୭. ଖୋର୍ଦ୍ଧା ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ।
୧୮. ନୟାଗଡ଼ ଜିଲ୍ଲାର ୨୬ ବର୍ଷ ବୟସ୍କା ମହିଳା।
୧୯. ନୟାଗଡ଼ ଜିଲ୍ଲାର ୫୨ ବର୍ଷ ବୟସ୍କା ମହିଳା।
୨୦. ରାୟଗଡ଼ା ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.