Home Coronavirus Outbreak ରାଜ୍ୟରେ ଆଜି ୨୬୯୭ ନୂଆ ଆକ୍ରାନ୍ତ

ରାଜ୍ୟରେ ଆଜି ୨୬୯୭ ନୂଆ ଆକ୍ରାନ୍ତ

57

ଭୁବନେଶ୍ୱର ୪ -୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୨୬୯୭
୦-୧୮ ବର୍ଷର : ୪୩୫
କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୬୮
– ସ୍ଥାନୀୟ ଅଞ୍ଚଳରୁ୧୧୨୯
୧- ଅନୁଗୁଳ ଜିଲ୍ଲାରୁ ୫୫
୨- ବାଲେଶ୍ୱର ଜିଲ୍ଲାରୁ ୭୩
୩- ବରଗଡ଼ ଜିଲ୍ଲା : ୫୩
୪- ଭଦ୍ରକ ଜିଲ୍ଲାରୁ ୪୮
୫- ବଲାଙ୍ଗୀର ଜିଲ୍ଲାରୁ ୯୮
୬- ବୌଦ୍ଦ ଜିଲ୍ଲାରୁ ୪୮
୭- କଟକ ଜିଲ୍ଲାରୁ ୧୩୮
୮- ଦେବଗଡ଼ ଜିଲ୍ଲାରୁ ୩୯
୯- ଢେଙ୍କାନାଳ ଜିଲ୍ଲାରୁ ୪୦
୧୦- ଗଜପତି ଜିଲ୍ଲାରୁ ୫୯
୧୧- ଗଞ୍ଜାମ ଜିଲ୍ଲାରୁ ୧୬
୧୨- ଜଗତସିଂହପୁର ଜିଲ୍ଲାରୁ ୬୭
୧୩- ଯାଜପୁର ଜିଲ୍ଲାରୁ ୧୨୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ ୩୬
୧୫- କଳାହାଣ୍ଡି ଜିଲ୍ଲାରୁ ୯୫
୧୬- କନ୍ଧମାଳ ଜିଲ୍ଲାରୁ ୩୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ: ୪୦
୧୮- କେନ୍ଦୁଝର ଜିଲ୍ଲାରୁ ୪୪
୧୯- ଖୋର୍ଦ୍ଧାରୁ : ୫୧୩
୨୦- କୋରାପୁଟ ଜିଲ୍ଲାରୁ ୪୧
୨୧- ମାଲକାନଗିରି : ୧୮
୨୨- ମୟୁରଭଞ୍ଜ ଜିଲ୍ଲାରୁ ୧୨୮
୨୩- ନବରଙ୍ଗପୁର ଜିଲ୍ଲାରେ: ୭୫
୨୪- ନୟାଗଡ଼ ଜିଲ୍ଲାରୁ ୯୬
୨୫- ନୂଆପଡ଼ା ଜିଲ୍ଲାରୁ ୫୫
୨୬- ପୁରୀ ଜିଲ୍ଲାରୁ ୬୩
୨୭- ରାୟଗଡ଼ା ଜିଲ୍ଲାରୁ ୮୫
୨୮- ସମ୍ବଲପୁର ଜିଲ୍ଲାରୁ ୮୫
୨୯- ସୋନପୁର ଜିଲ୍ଲାରୁ ୨୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ ୨୯୧
୩୧- State Pool: ୧୦୮
– ନୂଆ ସୁସ୍ଥ ହୋଇଥିଲେ୭୪୮୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୮୭୨୯୮୬
– ମୋଟ ଆକ୍ରାନ୍ତ ୧୨୬୨୧୦୨
– ମୋଟ ସୁସ୍ଛ ହୋଲେଣି ୧୨୨୨୮୬୭
ସକ୍ରୀୟ ଆକ୍ରାନ୍ତ: ୩୦୪୯୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.