Home Authors Posts by Dushmanta Kumar Panda

Dushmanta Kumar Panda

325 POSTS 0 COMMENTS

ଜୁନାଗଡ ତହସିଲରେ ସୂଚନା ଅଧିକାର ଆଇନ ବାଟବଣା, ସୂଚନା ଦରଖାସ୍ତକାରୀଙ୍କୁ ହଇରାଣରେ ପକାଇବାକୁ ଚକ୍ରାନ୍ତ

0
କଳାହାଣ୍ଡି ତା.୧୮.୦୪.୨୦୨୧ (ଓଡିଆପୁଅ) ସୂଚନା ଅଧିକାର ଆଇନ-୨୦୦୫ ର ଧାରା ୬(୧) ଅନୁସାରେ ଜୁନାଗଡ ତହସିଲ ଅଫିସରେ ସୂଚନା ମିଳିବା ପାଇଁ  ନିର୍ଦ୍ଧାରିତ ଫର୍ମ ଓ ଫିଜ ସହ ଦରଖାସ୍ତ ଦାଖଲ କଲେ...

  କଳାହାଣ୍ଡି- ଛତିଶଗଡ ସୀମା ସିଲ, କଳାବଜାରୀ ମାଳେମାଳ, ଖାଉଟୀ ହନ୍ତସନ୍ତ  

0
କଳାହାଣ୍ଡି ୧୭.୦୪.୨୦୨୧ ( ଓଡିଆପୁଅ ) ସଂପ୍ରତି କରୋନା ଭୟାଭୟତାକୁ ଲକ୍ଷ୍ୟ କରି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଛତିଶଗଡ ସୀମାକୁ ସିଲ କରିଦେଇଥିବା ବେଳେ ସେପଟେ ଛତିଶଗଡ ଗରିଆବନ୍ଦ ଜିଲ୍ଲା ପ୍ରଶାସନ ମଧ୍ୟ...

   ଐତିହାସିକ ଗୁଡହାଣ୍ଡି ଓ କୁଇଭାଷା ଉପରେ ଗବେଷଣା କୁ ପ୍ରାଧାନ୍ୟ ଦିଆଯିବ

0
କଳାହାଣ୍ଡି ୧୬.୦୪.୨୦୨୧ ( ଓଡିଆପୁଅ ) କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ଭାବେ ଯୋଗ ଦେଇ ପ୍ରଫେସର ଡଃ ସଂଜୟ ଶତପଥି ଶୁକ୍ରବାର ପୂର୍ବାହ୍ନରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧନ କରିଛନ୍ତି ।...

କଳାହାଣ୍ଡିର କୋକସରା ତଥା  ଲଡୁଗାଁ ଅଂଚଳ ପ୍ରଦୂଷଣର ଗନ୍ତାଘର, ଜନଜୀବନ ଅସ୍ତବ୍ୟସ୍ତ

0
କଳାହାଣ୍ଡି ତା.୧୧.୦୪.୨୦୨୧ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅର୍ନ୍ତତ ଲଡୁଗାଁ ର୍ପଦୂଷଣର ଗନ୍ତାଘର ପାଳଟିଛି । ଲଡୁଗାଁ ପଂଚାୟତର ଲଡୁଗାଁ ଗ୍ରାମ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବା ବେଳେ ସେଠାରେ ପ୍ରାୟ ପନ୍ଦର...

ମୂଖ୍ୟ ଶାସନ ସଚିବ ଓ ଅତିରିକ୍ତ ମୂଖ୍ୟ ଶାସନ ସଚିବ ଙ୍କ କଳାହାଣ୍ଡି ଗସ୍ତ,...

0
କଳାହାଣ୍ଡି,୧୦.୦୪.୨୦୨୧ ( ଓଡିଆପୁଅ) କଳାହାଣ୍ଡି ରେ କୋଭିଡ ସ୍ଥିତିର ଅନୁଧ୍ୟାନ ଓ ଏହାର ପରିଚାଳନା ସଂପର୍କରେ ସମୀକ୍ଷା ପାଇଁ ଓଡିଶା ମୂଖ୍ୟ ଶାସନ ସଚିବ ଶୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ...

ଇନ୍ଦ୍ରାବତୀ କେନାଲରୁ ଯୁବକର ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

0
କଳାହାଣ୍ଡି, ତା ୫.୪.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମତୁଆଲଗୁଡା ନିକଟରେ ଇନ୍ଦ୍ରାବତୀ କେନାଲ ରେ ଜଣେ ଯୁବକର ଶବ ଭାସୁଥିବାର ଖବର ପାଇଁ ବଡକୁଟ୍ରୁ ପୋଲିସ ଘଟଣାସ୍ଥଳରେ ପହଂଚି...

କଳାହାଣ୍ଡିରେ କାୟା ମେଳୁଛି କରୋନା, ନିୟମ ପାଳନ କଡାକଡି ,  ରାତ୍ରୀ କାଳୀନ କର୍ଫ୍ୟୂ

0
କଳାହାଣ୍ଡି, ତା.୦୪.୦୪.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ଗତ ଶନିବାର ସଂଧ୍ୟାସୁଦ୍ଧା ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭୋଡ ନିୟମ କୁ କଡାକଡି ପାଳନ...

   ବିଧାୟକଙ୍କ ଚାପରେ ସ୍ମାର୍ଟ ସ୍କୁଲ ଯୋଜନାରେ ଚିହ୍ନଟ ସ୍କୁଲ  ବଦଳ ଅଭିଯୋଗ

0
କଳାହାଣ୍ଡି ତା.୨୭.୦୩.୨୦୨୧ (ଓଡିଆପୁଅ) ସ୍ମାର୍ଟ ସ୍କୁଲ ଯୋଜନାରେ ସରକାର ଅବହେଲିତ ଓ ଆଦିବାସୀ ଅଂଚଳର ହାଇସ୍କୁଲ ଗୁଡିକୁ ସାମିଲ କରି ସେସବୁର ସର୍ବବିଧ ଉନ୍ନତି କରିବାର ପରିକଳ୍ପନା କରାଯାଇଛି । ହେଲେ ଏହି...

କଳାହାଣ୍ଡିରେ ବେଆଇନ ପଥର ମାପିଆଙ୍କ ରାଜ, ଶ୍ରମିକ ଅକର୍ମଣ୍ୟ, ପ୍ରଭାବଶାଳୀ ଙ୍କ ଛତ୍ରଛାୟାରେ ମାଫିଆ

0
କଳାହାଣ୍ଡି, ତା.୨୪.୦୩.୨୦୨୧ ( ଓଡିଆପୁଅ) କଳାହାଣ୍ଡିରେ ବେଆଇନ ଭାବେ ଲଘୁ ପଥର ଚାଲାଣ କରାଯାଇ କୋଟୀ କୋଟୀ ଟଙ୍କାର ସରକାରୀ ରାଜସ୍ୱ  ହରିଲୁଟ କରାଯାଉଥିବା ଅଭିଯୋଗ ହେଉଛି । ବିଗତ ଦିନରେ ଏକ...

କଳାହାଣ୍ଡିରେ ବେଆଇନ ବାଲି କାରବାର, ସରକାରୀ ରାଜସ୍ୱ ହାନି, ବାଲି ମାଫିଆ ମାଲେମାଲ

0
କଳାହାଣ୍ଡି ତା.୨୪.୦୩.୨୦୨୧  (ଓଡିଆପୁଅ)  କଳାହାଣ୍ଡି ଜିଲ୍ଲାରେ ବେଆଇନ ବାଲି କାରବାର ହେଉଥିବା ଅନେକ ଅଭିଯୋଗ ହେଉଛି । ଓଡିଶା ମାଇନର ମିନେରାଲ୍ସ ଅଧିନିୟମ ( ଓଏମଏମସି) କୁ ଖୋଦ ତହସିଲ ଅଫିସ ମାନଙ୍କରେ...

ଜିଲ୍ଲା ସ୍ତରୀୟ କଳାହାଣ୍ଡି  ଚିତ୍ରଶିଳ୍ପୀ କଳାକାର ସଂଘ ସମ୍ମିଳନୀ

0
କଳାହାଣ୍ଡି ତା. ୧୬.୦୩.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଚିତ୍ରଶିଳ୍ପୀ କଳାକାର ସଙ୍ଘ ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଆଜି କୋକସରା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି  । କୋକସରା ବ୍ଲକ କଳାକାର ସଙ୍ଘ...

 କଳାହାଣ୍ଡି ବିଜେପିର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
କଳାହାଣ୍ଡି ତା.୧୬.୦୩.୨୦୨୧ ( ଓଡିଆପୁଅ) କଳାହାଣ୍ଡି ବିଜେପିର ନବଗଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣାସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ...

 କଳାହାଣ୍ଡିରେ ମିଶନ ଶକ୍ତି  ଧର୍ମକୁ ଆଖିଠାର ! ଗୋଟିଏ ପରିବାର ରେ ସୀମିତ ଏସଏଚଜି...

0
କଳାହାଣ୍ଡି- ତା.୧୧.୦୩.୨୦୨୧ ( ଓଡିଆପୁଅ) ବିଗତ ୨୦୧୮-୧୯ ରବିରୁ କଳାହାଣ୍ଡିରେ ପରୀକ୍ଷାମୂଲକ ଭାବେ ଧାନ କିଣା କାରବାରରେ ଏସଏଚଜି ଗୁଡିକୁ ଯୋଗାଣ ବିଭାଗ ପତ୍ର ସଂଖ୍ୟା ୪୧୫୬ ତା.୦୧୧.୦୩.୨୦୧୯ ଅନୁସାରେ ସାମିଲ କରାଯାଇଛି...

କଳାହାଣ୍ଡି ଜିଲ୍ଲା ଓ ଦୌରାଜଜଙ୍କ ନୂତନ କୋର୍ଟ ବିଲଡିଂ ଉଦଘାଟିତ

0
କଳାହାଣ୍ଡି- ( ଓଡିଆପୁଅ)  ତା.୦୬.୦୩.୨୦୨୧ କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ଜିଲ୍ଲା ଜଜ ତଥା ତାଙ୍କ ଅଧିନସ୍ଥ କୋର୍ଟ ସମୁହ, ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡ଼ଃ ଏସ ମୁରଲୀଧରନଙ୍କ କରକମଳ...

କଳାହାଣ୍ଡି ପୋଲିସର ସଫଳତା, ମୋଟେର ଡକାୟତି ଘଟଣାର ଅଭିଯୁକ୍ତ ଗିରଫ

0
କଳାହାଣ୍ଡି ୦୩.୦୨.୨୦୨୧ ( ଓଡିଆପୁଅ) କୋକସରା ପୋଲିସ ପକ୍ଷରୁ ତନାଘନା ତଦନ୍ତ କରାଯାଇ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ମୋଟେର ଠାରେ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା  ଶିକ୍ଷକଙ୍କ ଘରୁ ହୋଇଥିବା ଲୁଟ...

କଳାହାଣ୍ଡିର ଜୁନାଗଡ ରେଳ ଷ୍ଟେସନରୁ ବିଦେଶକୁ କପା ରପ୍ତାନୀ  ଆରମ୍ଭ

0
କଳାହାଣ୍ଡି, ୨୫.୦୨.୨୦୨୧ ( ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସମ୍ବଲପୁର ଇଷ୍ଟ କୋଷ୍ଟ  ରେଳ ମଣ୍ଡଳ ଦ୍ୱାରା କ୍ରମାଗତ ଭାବେ ପ୍ରୟାସ କରାଯିବା ପରେ ବାଂଳାଦେଶକୁ କପା ରପ୍ତାନୀ ଆରମ୍ଭ କରାଯାଇଛି । ଜୁନାଗଡ-ରୋଡ...

ବେଲଖଣ୍ଡି- କଅଁସର ତେଲନଦୀ ପୋଳ ନିର୍ମାଣରେ ବିଲମ୍ବ, ସ୍ଥାନୀୟ ଅଂଚଳରେ ଅସନ୍ତୋଷ

0
କଳାହାଣ୍ଡି, ୨୪.୦୨.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ସହ ବଲାଙ୍ଗୀର ଜିଲ୍ଲାକୁ ସିଧାସଳଖ ଯୋଡିବା ପାଇଁ ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଗତ ୨୦୧୮ ମସିହାରୁ ତେଲ ନଦୀରେ ସେତୁ ନିର୍ମାଣ କାମ...

ସତ ବାହାଘରର ମିଛ କନିଆଁ, ଚାରିଜଣଙ୍କୁ ମିଛ ବାହା ହୋଇ ଲୁଟିବା ପରେ ଗିରଫ

0
କଳାହାଣ୍ଡି, ୨୨.୦୨.୨୦୨୧ ( ଓଡିଆପୁଅ) ଧରା ପଡିଗଲା ମିଛ କନିଁଆ। ବର ପରିବର୍ତ୍ତନ ସହ ଆଧାର କାର୍ଡରେ କରୁଥିଲେ ନାଁ ପରିବର୍ତ୍ତନ । ପ୍ରତ୍ୟେକ ଆଧାର କାର୍ଡରେ ଥିଲା ଭିନ୍ନ ଭିନ୍ନ ନାଁ।...

ଭାରତୀୟ ମଜଦୂର ସଙ୍ଘ୍ ୧୬ତମ ଜିଲ୍ଲା ଅଧିବେଶନ ଅନୁଷ୍ଠିତ

0
କଳାହାଣ୍ଡି, ତା.୨୨.୦୨.୨୦୨୧ ( ଓଡିଆପୁଅ) ଭାରତୀୟ ମଜଦୂର ସଂଘ କୁ ନେଇ ଆଜି ଧର୍ମଗଡ ବିଜୁକଲ୍ୟାଣ ମଣ୍ଡପ ଠାରେ ୧୬ ତମ ଜ଼ିଲ୍ଲା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନ ରେ...

ଚାକିରୀ କରାଇଦେବାକୁ ୪୦ ହଜାର ଦାବୀ, ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଲୟ ପ୍ରନ୍ସିପାଳ

0
କଳାହାଣ୍ଡି, ତା.୨୦.୦୨.୨୦୨୧ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରସ୍ଥିତ ଆଦର୍ଶ ବିଦ୍ୟାଲୟରେ ପିଅନ ଚାକିରୀ ରେ ନିଯୁକ୍ତି ଦେବାପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିିଲାନ୍ସ ହାତରେ ଧରାପଡିଥିବା...