Home Authors Posts by Bureau

Bureau

17653 POSTS 0 COMMENTS

ଜିଲ୍ଲାରେ ପ୍ରଥମ ଥର ୩ଜଣ ଭିନ୍ନକ୍ଷମଙ୍କୁ ଥେରାପିଉଟିକ ସେବା ପାଇଁ ଭୁବନେଶ୍ୱର ପ୍ରେରଣ

0
କେନ୍ଦ୍ରାପଡ଼ା, ୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଭୁବନେଶ୍ୱରର ପୋଖରୀପୁଟଠାରେ ରାଜ୍ୟ ଭିନ୍ନକ୍ଷମ ଅନୁଷ୍ଠାନ ଗଠନ କରି ସେଠାରେ ଏକ ବର୍ଷରୁ ୧୪ ବର୍ଷ ମଧ୍ୟରେ...

ଗଣ୍ଡାଖିଆ-ସାନ୍ତସାହି କେନାଲ ବନ୍ଧ ରାସ୍ତାରୁ ପଥର ଖସୁଛି

0
କେନ୍ଦ୍ରାପଡ଼ା, ୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଗ୍ରାମ ଉନ୍ନୟନ ଡିଭିଜନ ପକ୍ଷରୁ ଦଶକୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଗତ ୫ମାସ ତଳେ ନିର୍ମିତ ଗଣ୍ଡାଖିଆ-ସାନ୍ତସାହି କେନାଲ ବନ୍ଧ ରାସ୍ତାର ବିଭିନ୍ନ...

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କଳମଛୁଇଁ ଶିଶୁମନ୍ଦିରର ବିବିଧ କାର୍ଯ୍ୟକ୍ରମ

0
ତାଳଚେର, ୬/୮ (ଓଡ଼ିଆ ପୁଅ/ଅଜିତ ବେହେରା): ଭାରତ ସ୍ୱାଧୀନତାର ୭୫ ବର୍ଷ ପୁର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ତାଳଚେର ବ୍ଲକ...

ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ଆଦର୍ଶ ବିଦ୍ୟାଳୟରେ ପ୍ରତିଯୋଗିତା ଆୟୋଜିତ

0
ତାଳଚେର, ୬/୮(ଓଡ଼ିଆ ପୁଅ/ଅଜିତ ବେହେରା): ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ତାଳଚେରର ମହୁଲପାଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ସମ୍ବନ୍ଧିତ କୁଇଜ୍ ଓ ନିବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ...

ଖବରକାଗଜ ହକରଙ୍କୁ ହୁଇଲ ଚେୟାର ପ୍ରଦାନ

0
ତାଳଚେର, ୬/୮(ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ପୌରାଞ୍ଚଳର ୧୧ନମ୍ବର ୱାର୍ଡ ଅନ୍ତର୍ଗତ ବାପୁଜୀନଗରର ବାସିନ୍ଦା ଖବରକାଗଜ ହକର ଅରୁଣ ନାଏକ ଦୁର୍ଘଟଣା ଯୋଗୁଁ ଚଲାବୁଲା କରି ନପାରି ଅସହାୟ ଅବସ୍ଥାରେ ପଡ଼ି...

ହରିଦାସପୁର-ପାରଦୀପ ରେଳ ପ୍ରକଳ୍ପ : ୨ ବର୍ଷ ପରେବି ଚାଲିପାରିଲାନି ପ୍ୟାସେଞ୍ଜର ଟ୍ରେନ୍‌, ନରମି...

0
କେନ୍ଦ୍ରାପଡ଼ା, ୬ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ବହୁ ପ୍ରତିକ୍ଷିତ ହରିଦାସପୁର-ପାରଦୀପ ରେଳ ପ୍ରକଳ୍ପ ସଂପୂର୍ଣ୍ଣ ହେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ସେହି ରେଳପଥରେ ପ୍ୟାସଞ୍ଜର ଟ୍ରେନ୍ ଚାଲିପାରିଲା ନାହିଁ। ଏ ସମ୍ପର୍କରେ ରାଜନେତାଙ୍କ...

ପୂର୍ବତନ ସାଧାରଣ ସଂପାଦିକା ଶ୍ରୀମତୀ ପୁଷ୍ପିତା ଜେନାଙ୍କ ବିୟୋଗରେ ପ୍ରଦେଶ ମହିଳା କଂଗ୍ରେସର ଶୋକ

0
ଭୁବନେଶ୍ୱର ୬.୮ (ଓଡ଼ିଆ ପୁଅ) - ପୂର୍ବତନ ସାଧାରଣ ସଂପାଦିକା ୰ ପୁଷ୍ପିତା ଜେନାଙ୍କ ବିୟୋଗରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟାଳୟରେ ଏକ ଶୋକସଭା...

୨ ଦିନ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ଏବଂ ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ...

0
ଓଡ଼ିଶା ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତା ଉତ୍ସାହିତ : ସମୀର ମହାନ୍ତି ଆସନ୍ତାକାଲି ୭ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଂଚିବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୮ତାରିଖ ସକାଳେ ଶ୍ରୀ ଶାହା ଭୁବନେଶ୍ୱରରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ...

ଓଡ଼ିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା : ଖୁବ ଶୀଘ୍ର ବୁଷ୍ଟର ଡ଼ୋଜ୍ ନେଇ ସୁସ୍ଥ...

0
- ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୋଇ ବୁଷ୍ଟର ଡ଼ୋଜ୍ ନେବା ପାଇଁ ପରାମର୍ଶ - ଓଡ଼ିଶାର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷ୍ଟର ଡ଼ୋଜ୍...

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସଂସଦ...

0
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସଂସଦ ଭବନ ଠାରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି।

ଭାଲୁ ଆକ୍ରମଣରେ ବିଧବା ମହିଳାଙ୍କ ମୃତ୍ୟୁ

0
କୋରାପୁଟ : ୬/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ଗ୍ରାମପଞ୍ଚାୟତର ଦୁରିଆଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବିଧବାମହିଳା ପାହାଡ଼ରେ ବାଉଁଶ ଗଜା...

ରାଜ୍ୟରେ ଆଜି ୮୩୬ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୬ -୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୮୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୮୩୬ ୦-୧୮ ବର୍ଷର : ୧୪୮ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୯୦ - ସ୍ଥାନୀୟ ଅଞ୍ଚଳରୁ୩୪୬ ୧- ଅନୁଗୁଳ...

ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୯,୪୦୬ ନୂଆ...

0
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଦେଶରେ ଆଜିର କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୯,୪୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୪,୭୯୩ କୁ ହ୍ରାସ...

ସ୍ମାର୍ଟ ପାର୍କ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

0
କୋରାପୁଟ ୬/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ସୁନାବେଡା ପୌର ପରିଷଦ ୨୩ ନଂ ୱାର୍ଡ ଅଧିନସ୍ଥ ସେମିଳିଗୁଡା ଆମ୍ବେଦକର ନଗର ନିକଟ ପଡ଼ିଆରେ ସ୍ମାର୍ଟ ପାର୍କର ନିର୍ମାଣ କରିବା ପାଇଁ...

୬ ଅଗଷ୍ଟ ଶନିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ, ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହି ପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ...

ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଶ୍ରମିକ କାର୍ଡ ଏବଂ ମୃତ୍ୟୁ କାଳୀନ ସୁବିଧା ପ୍ରଦାନ

0
କଟକ, ୫/୮ (ଓଡ଼ିଆ ପୁଅ/ ଅଭୟ ଜେନା) ଜିଲ୍ଲା ଶ୍ରମ ଅଧିକାରୀ ମୋନାଲିସା ପାଢୀଙ୍କ ପୌରାହିତ୍ୟ ଆୟୋଜିତ ସଭାରେ ମେୟର ସୁବାସ ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ୫୦ ରୁ...

ଦରବୃଦ୍ଧି, ଜି.ଏସ୍‌.ଟି., ଏନ୍‌.ଏମ୍‌.ପି. ଓ ଶ୍ରମ କୋଡ୍ ବିରୁଦ୍ଧରେ ଏ.ଆଇ.ଟି.ୟୁ.ସି. ପକ୍ଷରୁ ରାଜ୍ୟବ୍ୟାପୀ ଅଭିଯାନ

0
ଭୁବନେଶ୍ୱର ୦୫.୦୮ (ଓଡ଼ିଆ ପୁଅ) : ଏ.ଆଇ.ଟି.ୟୁ.ସି.ର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ଏହାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଆଗାମୀ ୧୫ ଅଗଷ୍ଟରେ ରାଜ୍ୟବ୍ୟାପୀ ଏ.ଆଇ.ଟି.ୟୁ.ସି. ପକ୍ଷରୁ ଜାତୀୟ ପତାକା...

ମହିମା ମିଶ୍ର ସିବିଆଇ ଚଢ଼ାଉ ମାମଲାରେ ଜଣେ ଅଫିସରଙ୍କ ସମେତ ୪ ଗିରଫ

0
କଟକ, ୫/୮ (ଓଡ଼ିଆ ପୁଅ/ଅଭୟ ଜେନା) ଶିଳ୍ପପତି ମହିମା ନନ୍ଦ ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ ଘଟଣାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ...

ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହେଲା ଆଦିବାସୀ ସଂଗ୍ରାମୀଙ୍କ ଜୀବନୀ ପୁସ୍ତକ : ପୁସ୍ତକରେ...

0
ନୂଆଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ନୂଆଦିଲ୍ଲୀ ଠାରେ ‘ତିରଙ୍ଗା’ ଉତ୍ସବ ପାଳନ ଅବସରରେ ୨ଠ ଜଣ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ସମ୍ବଳିତ ଏକ କମିକ୍ ପୁସ୍ତକ ସଂସ୍କୃତି ମନ୍ତ୍ରଣାଳ ଅଗଷ୍ଟ ୨...

ଓଡିଶାରେ ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ସି.ପି.ଆଇ.(ଏମ୍‌)ର ବିରୋଧ

0
ଭୁବନେଶ୍ୱର ୪-୮ (ଓଡ଼ିଆ ପୁଅ) ଓଡିଶାରେ ସ୍ୱଳ୍ପ ମଜୁରୀ, ଦରଦାମ ବୃଦ୍ଧି, ବେକାରୀ ଏବଂ ଚାଷୀମାନେଙ୍କ ଅଭାବୀ ଧାନ ବିକ୍ରୀ ଆଦି ସମସ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ସମୟରେ ଆର୍ଥିକ ସଙ୍କଟରୁ...