Home Authors Posts by Bureau

Bureau

17655 POSTS 0 COMMENTS

ଶ୍ରୀକ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଲା ପାଟ ରାକ୍ଷୀ

0
କେନ୍ଦ୍ରାପଡ଼ା, ୭ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାକୁ ଶ୍ରୀକ୍ଷେତ୍ର ପୁରୀରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ତୁଳସୀ କ୍ଷେତ୍ରର ଆରଧ୍ୟ ପ୍ରଭୁ ତଥା ବଡଭାଇ ଶ୍ରୀବଳଦେବଜୀଉଙ୍କ ପାଖକୁ ଆସିଛି ପାଟରାକ୍ଷୀ।...

ପ୍ରାଧ୍ୟାପକ ସ୍ୱରାଜ କେତନ ମଙ୍ଗରାଜଙ୍କୁ ଶ୍ରଦ୍ଧାଞ୍ଜଳି

0
କେନ୍ଦ୍ରାପଡ଼ା, ୭ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ପ୍ରାଧ୍ୟାପକ ସ୍ୱର୍ଗତ ସ୍ୱରାଜ କେତନ ମଙ୍ଗରାଜଙ୍କ ଏକ ଶ୍ରଦ୍ଧାଞ୍ଜଳି ସଭା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ...

୧୩ ରେ କୋରାପୁଟ ବିଏସଏଫ ଦ୍ୱାରା ମିନି ମାରାଥନ

0
କୋରାପୁଟ ୦୮-୦୮(ଓଡିଆ ପୁଅ/ ରଞ୍ଜନ ଦାସ ) ସ୍ୱାଧୀନତା ଦିବସର ୭୫ବର୍ଷ ପୂର୍ତ୍ତି ଅବସରରେ କୋରାପୁଟ ବିଏସଏଫ ଦ୍ବାରା ଆସନ୍ତା ୧୩ ତାରିଖରେ କୋରାପୁଟରେ ମହିଳା ଏବଂ ଛାତ୍ରଙ୍କ ସମେତ ସୁରକ୍ଷା ବାହିନୀ...

ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ...

0
କଟକ, ୮/୮ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ଇନଡୋର ଷ୍ଟାଡିୟମରେ ଗୋଟିଏ ମଞ୍ଚରେ ଏକାଠି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ଶିକ୍ଷା...

ଓଡ଼ିଶାରେ ୩୫ରୁ ଊର୍ଦ୍ଧ୍ୱ ସହର ଓ ନଗରକୁ ନିଜର ଉପସ୍ଥିତି ସମ୍ପ୍ରସାରିତ କଲା ଜିଓଫାଇବର,...

0
- ନୂତନ ପୋଷ୍ଟପେଡ ଗ୍ରାହକଙ୍କ ପାଇଁ କୌଣସି ପ୍ରବେଶ ମୂଲ୍ୟ ନାହିଁ - ପ୍ରାୟ ୧୦, ୦୦୦ ଟଙ୍କା ମୂଲ୍ୟର ଇଂଟରନେଟ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ ବକ୍ସ ଏବଂ ସ୍ଥାପନା ସୁବିଧା,...

ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ସମାପନ- ମିଳିତ ପ୍ରୟାସ ଏବଂ ସହଯୋଗୀ...

0
ନୀତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ସମାପନ - ମିଳିତ ପ୍ରୟାସ ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥା ଭାରତକୁ କୋଭିଡ ମହାମାରୀରୁ ମୁକୁଳିବାରେ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ - ଜି-୨୦ ଭାରତକୁ ଏହାର...

ପୁଙ୍ଗାର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ଛାତ୍ର ବିଦ୍ୟାଳୟର ୬ ଜଣ କରୋନା ଆକ୍ରାନ୍ତ

0
କୋରାପୁଟ : ୮/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ୧୦ରୁ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ...

ସିକର ଖାଟୁଶ୍ୟାମ ମନ୍ଦିରରେ ଭିଡ଼ କାରଣରୁ ଦଳାଚକଟା: ୩ ମହିଳା ଭକ୍ତଙ୍କ ମୃତ୍ୟୁ

0
ନୂଆ ଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ସିକର ଖାଟୁଶ୍ୟାମ ମନ୍ଦିରରୁ ଦୁଃଖଦ ଖବର ଆସୁଛି। ମନ୍ଦିରରେ ଭିଡ଼ କାରଣରୁ ଦଳାଚକଟା ହେବା ଫଳରେ ତିନିଜଣ ମହିଳା ଭକ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଖବର...

JEE ମେନ ୨୦୨୨ ସେସନ ୨ ପରୀକ୍ଷା ଫଳ ଘୋଷିତ

0
ନୂଆ ଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ଏନ୍‌ଟିଏ (NTA) ଆନୁଷ୍ଠାନିକ ଭାବରେ ନିଜ ୱେବସାଇଟରେ JEE ମେନ୍ ରେଜଲ୍ଟ ୨୦୨୨ ସେସନ ୨ ଘୋଷଣା କରିଛି। ପରୀକ୍ଷାର୍ଥୀମାନେ ୱେବସାଇଟରୁ JEE ମେନ୍ ସେସନ...

୮ ଅଗଷ୍ଟ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆପଣଙ୍କୁ ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ। ଅବଶ୍ୟ କିଛି ମାମଲାରେ ଅସୁବିଧା ମଧ୍ୟ ହୋଇପାରେ। ଚାକିରି କିମ୍ବା ବ୍ୟବସାୟରେ ପ୍ରତିଦ୍ୱନ୍ଦୀ ବାତାବରଣ ରହିବ। ଲଘୁ ଯାତ୍ରାର ସଂଯୋଗ ଅଛି।...

ହୀରାକୁଦ ଡ୍ୟାମରେ ଗାଧୋଇବାକୁ ଯାଇ ୨ ନିଖୋଜ

0
ସମ୍ବଲପୁର ୭-୮ (ଓଡ଼ିଆ ପୁଅ) : ହୀରାକୁଦ ଡ୍ୟାମରେ ଗାଧୋଇବାକୁ ଯାଇ ୨ ନିଖୋଜ ହୋଇଥିବା ଜଣାପଡ଼ିଛି। ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଇଲା ବେଳେ ୨ ଜଣ ବୁଡ଼ିଯାଇଥିବା ଖବର ଆସୁଥିବା ବେଳେ...

ବିଦ୍ୟାଳୟରେ ପୁସ୍ତକ ବିତରଣ କାର୍ଯ୍ୟକ୍ରମ

0
ବାଲିଗୁଡା ୭-୮ : (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୁଡୁତୁଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପୁସ୍ତକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଲଘୁଚାପ ଜନିତ ବର୍ଷା : କାଲି ପେନୁ ନଦୀ ଉପରେ ଥିବା ଅସ୍ଥାୟୀ କାଠ...

0
ବାଲିଗୁଡା ୭-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ବେଳେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ଲଘୁଚାପ ରୂପ...

ହର ଘର ତିରଙ୍ଗା ସଚେତନତା ଶୋଭାଯାତ୍ରା

0
କୋରାପୁଟ ୦୭-୦୮ (ଓଡିଆ ପୁଅ/ ରଞ୍ଜନ ଦାସ) କୋରାପୁଟ ମୁଖ୍ୟ ଡାକଘର ଆନୁକୁଲ୍ୟରେ ସଦର ମହକୁମାରେ ହର ଘର ତିରଙ୍ଗା ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ମୁଖ୍ୟ ଡାକଘରରୁ ଶୋଭାଯାତ୍ରା ବାହାରି ସହର...

ଶାନ୍ତିନିକେତନ ଓ ଗୀତାଞ୍ଜଳି କାବ୍ୟ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କୁ ବିଶ୍ୱବିଦିତ କରିଛି

0
ଭୁବନେଶ୍ୱର ୭ା୮ (ଓଡ଼ିଆ ପୁଅ) : ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଗୀତାଞ୍ଜଳି କବିତା ଲେଖି ନୋବେଲ୍ ପୁରସ୍କାର ପାଇଥିବା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୮୧ତମ ଶ୍ରାଦ୍ଧୋତ୍ସବ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ରବୀନ୍ଦ୍ର...

ରାଜ୍ୟରେ ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୭ -୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ନୂଆ ଆକ୍ରାନ୍ତ: ୭୩୦ ୦-୧୮ ବର୍ଷର : ୧୩୦ - କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୨୭ - ସ୍ଥାନୀୟ ଅଞ୍ଚଳରୁ୩୦୩ ୧- ଅନୁଗୁଳ...

ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୭୩୮ ନୂଆ...

0
ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୮,୭୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୪,୯୩୩ କୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି : ଗୃହରକ୍ଷୀମାନଙ୍କ ଏହି ଭତ୍ତା ୩୮ ପ୍ରତିଶତ ବୃଦ୍ଧି :...

0
ଭୁବନେଶ୍ୱର ୭/୮ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଗୃହରକ୍ଷୀ ମାନଙ୍କ Duty Call Up Allowanceରେ ରାଜ୍ୟ ସରକାର ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ...

ପୁରୀରେ ଲଘୁଚାପ ବର୍ଷା : ଆଣ୍ଟୁଏ ପାଣିରେ ପୁରୀ ସହର

0
ପୁରୀ ୬-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଲଘୁଚାପ ଯୋଗୁଁ ପୁରୀ ସହରରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଲାଗି ରହିତିଲା। ପ୍ରବଳ ବର୍ଷା ଯୋଗୁ ନାହିଁ ନ ଥିବା ଅବସ୍ଥା ସୃଷ୍ଟି...

ବୃଦ୍ଧ ବାପାଙ୍କୁ ପୁଅ ବୋହୂ ମିଶି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଠେଙ୍ଗାରେ ପିଟିପିଟି ହତ୍ୟା...

0
କୋରାପୁଟ : ୭/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଉପର କୁଟୀଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୃଦ୍ଧ ବାପାଙ୍କୁ ପୁଅ ଏବଂ ବୋହୂ ମିଶି...