Home Tags Picturenews

Tag: picturenews

ଲିଙ୍ଗରାଜ ମନ୍ଦିର ପାରିପାର୍ଶିକ ଅଞ୍ଚଳର ବିକାଶ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

0
ଭୁବନେଶ୍ୱର ୧୨.୧୨ (ଓଡ଼ିଆ ପୁଅ) ଏକାମ୍ରକ୍ଷେତ୍ର ଭୁବନେଶ୍ବର, ସାରା ଦେଶର ଏକ ପ୍ରମୁଖ ଶିବ ପୀଠ। ବିଭିନ୍ନ ପୁରାଣରେ ଭୁବନେଶ୍ବରକୁ ଦ୍ବିତୀୟ କାଶୀ ଭାବରେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ...

ରାମ ମନ୍ଦିର ରାୟ ବିରୁଦ୍ଧରେ ଦାୟର ସମସ୍ତ ୧୮ ରିଭ୍ୟୁ ପିଟିସନ ସୁପ୍ରୀମ କୋର୍ଟରେ...

0
ନୂଆଦିଲ୍ଲୀ ୧୨-୧୨ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ଅଯୋଧ୍ୟା ସ୍ଥିତ ରାମନ୍ମଭୂମି-ବାବରୀ ମସ୍ଜିଦ ବିବାଦରେ ଦାୟର କରାଯାଇଥିବା ୧୮ଟି ରିଭ୍ୟୁ ପିଟିଶନକୁ ଖାରଜ କରି ଦେଇଛନ୍ତି। ଗୁରୁବାରଦିନ ପାଞ୍ଚଜଣ ବିଚାରପତିଙ୍କର ଖଣ୍ଡପୀଠ ଶୁଣାଣି...

ସହମତି ନାଁ ସଲାସୂତରାରେ ହେବ ରାଜ୍ୟ ସଭାପତି ଚୟନ? ରାଜ୍ୟ ବିଜେପିରେ ଶୀତଳ ଯୁଦ୍ଧ!

0
ଭୁବନେଶ୍ୱର: ବିଜେପିର ସାଙ୍ଗଠନିକ ନିର୍ବାଚନ ଏବେ ଆରମ୍ଭ ହୋଇଯାଇଛି।ଚଳିତ ଡିସେମ୍ବର ୧୪, ୧୫, ୧୬ରେ ସମସ୍ତ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ସଭାପତି ନିର୍ବାଚନ ହେବ।ରାଜ୍ୟ ବିଜେପି କହିବା ଅନୁଯାୟୀ ଏ' ପର୍ଯ୍ୟନ୍ତ ୨୪...

ମାଓବାଦୀଙ୍କ ହୁଇପ ଜାରି : ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ଫୋନ ମନା – ବିନା...

0
ମାଲକାନଗିରି,୧୨-୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ଫୋନ ବ୍ୟବହାରକୁ ବାରଣ କରି ହୁଇପ ଜାରି କରିଛନ୍ତି ମାଓବାଦୀମାନେ। ବିନା ଅନୁମତିରେ ଫୋନ କଲେ ମିଳିବ ମୃତ୍ୟୁ ଦଣ୍ଡ।...

ହାଇଦ୍ରାବାଦ ଏନକାଉଣ୍ଟର : ସୁପ୍ରୀମ କୋର୍ଟ ଦେଲେ ନ୍ୟାୟିକ ଜାଞ୍ଚର ଆଦେଶ : ୬...

0
ନୂଆଦିଲ୍ଲୀ ୧୨-୧୨ (ଓଡ଼ିଆ ପୁଅ) : ହାଇଦ୍ରାବାଦରେ ମହିଳା ଡକ୍ଟରଙ୍କୁ ଗ୍ୟାଙ୍ଗରେପ ଏବଂ ତାଙ୍କର ହତ୍ୟା କରିଥିବା ଅଭିଯୁକ୍ତମାନଙ୍କ ଏନକାଉଣ୍ଟରର ନ୍ୟାୟିକ ଜାଞ୍ଚ ହେବ। ସୁପ୍ରୀମ କୋର୍ଟରେ ଆଜି ଏହି ମାମଲାରେ ଶୁଣାଣି...

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଧେୟକ ଗୃହୀତ ହେବାପରେ ଇସ୍ତପା ଦେଲେ ଆଇପିଏସ୍ ଅଧିକାରୀ

0
ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ଲୋକସଭାରେ ଗୃହୀତ ହେବା ପରେ ରାଜ୍ୟସଭାରେ ମଧ୍ୟ ନାଗରିକତା ସଂଶୋଧନ ବିଧେୟକ (Citizenship Amendment Bill) ବହୁମତରେ ଗୃହୀତ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲପାଇଁ ସର୍ବମୋଟ ୨୩୦...

ଲୋକସଭା ପରେ ରାଜ୍ୟସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଧେୟକ (Citizenship Amendment Bill)

0
ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ରାଜ୍ୟସଭାରେ ମଧ୍ୟ ନାଗରିକତା ସଂଶୋଧନ ବିଧେୟକ (Citizenship Amendment Bill) ବହୁମତରେ ଗୃହୀତ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲପାଇଁ ସର୍ବମୋଟ ୨୩୦ ଭୋଟ ପଡ଼ିଥିଲା, ଯେଉଁଥିରେ ସପକ୍ଷରେ...

ତିନି ବର୍ଷରେ ୧୫୯୫ ପାକିସ୍ତାନୀ ଓ ୩୯୧ ଆଫଗାନିସ୍ତାନୀ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି...

0
ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ବିଗତ ତିନି ବର୍ଷ ଅର୍ଥାତ ୨୦୧୬ରୁ ୨୦୧୮ ମଧ୍ୟରେ ପାକିସ୍ତାନରୁ ୧୫୯୫ ଓ ଆଫଗାନିସ୍ତାନରୁ ପ୍ରବାସନ ହୋଇଥିବା ୩୯୧ଜଣ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି। ଶରଣାର୍ଥୀମାନଙ୍କୁ...

ଦାୟିତ୍ୱ ନେବେ ନାଁ ପଦବୀ ପାଇବେ ଟାଇଗର କନ୍ୟା ?

0
ଭୁବନେଶ୍ୱର/ବ୍ରହ୍ମପୁର: ଦିନେ ଗଞ୍ଜାମ ଟାଇଗର ଭାବରେ ପରିଚୟ ପାଇଥିବା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ ଏବେ ରାଜନୀତିରେ।ମା' କୁମୁଦିନୀ ପଟ୍ଟନାୟକ ମଧ୍ୟ ଆସ୍କା ସାଂସଦ ରହି ସାରିଛନ୍ତି।୨୦୧୯ ନିର୍ବାଚନରେ...

ନିର୍ଭୟା କାଣ୍ଡ : ଫାଶୀ ପାଇଁ ରଶୀ ପ୍ରସ୍ତୁତ – କେବେବି ଦିଆଯାଇପାରେ ଫାଶୀ...

0
ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) କୁଖ୍ୟାତ ଅପରାଧିଙ୍କୁ ପ୍ରାତଃକାଳରେ ହିଁ ଦିଆଯାଇଥାଏ ଫାଶୀ। ପ୍ରଥମେ କଳା କପଡ଼ା ପିନ୍ଧାଇ ଦିଆଯାଏ। ଏସଡିଏମ ଜଲ୍ଲାଦକୁ ଫାଶୀ ଦେବାକୁ ଆଦେଶ ଦେଇଥାନ୍ତି। ଏହା ପୂର୍ବରୁ...

ଟୌଦ୍ୱାରରେ ପୋଲିସ୍ ଏନ୍‌କାଉଣ୍ଟର – କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍‌ଲୁ ଆହତ

0
କଟକ ୧୧-୧୨ (ଓଡ଼ିଆ ପୁଅ) : କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍‌ଲୁ ପାଓ୍ଵାର ଆହତ ହୋଇଛି। କଟକ ଚୌଦ୍ୱାର ଅଞ୍ଚଳରେ ପୋଲିସର ଏନ୍‌କାଉଣ୍ଟର ସୋ ଆହତ ହୋଇଛି। ତାକୁ ଗୁରୁତର...

ଜାଗା ମିଶନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ୱାର୍ଲ୍ଡ ହାବିଟାଟ ଆୱାର୍ଡ ୨୦୧୯

0
ଭୁବନେଶ୍ୱର ୯-୧୨ (ଓଡ଼ିଆ ପୁଅ) ଜାଗା ମିଶନର ସଫଳତା ପାଇଁ ଓଡ଼ିଶାକୁ ୱାର୍ଲ୍ଡ ହାବିଟାଟ ଆୱାର୍ଡ ୨୦୧୯ ପ୍ରଦାନ କରାଯିବ। ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜମି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଜାଗା...

ବଡ଼ ଝିଅଜ୍ୱାଇଁଙ୍କୁ ହତ୍ୟା କରିଥିବା ସନ୍ଦେହ କରି ୨୨ମାସ ପରେ ଶବକୁ କବରରୁ ବାହାର...

0
ବାଲିଗୁଡା ୯-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନାର କୁମ୍ଭାରକୂପା ଗ୍ରାମର ଏକ ଝିଅକୁ ହତ୍ୟା କରାଯିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ...

ସଂସଦରେ ଜବରଦସ୍ତି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିକୁ ଧରିଲେ ସୁରକ୍ଷାବଳ

0
ନୂଆ ଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) ସଂସଦର ଶୀତକାଳୀନ ଅଧିବେଶନରେ ସୋମବାରଦିନ ଗୁରୁତ୍ଵପୂର୍ଣ୍ଣ ନାଗରିକତା ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଛି। ଇତି ମଧ୍ୟରେ ଖବର ମିଳିଛି କି ଜଣେ ବ୍ୟକ୍ତି ସୋମବାର...

ଅନ୍ଧବିଶ୍ୱାସ କୁ ନେଇ ମହିଳାଙ୍କୁ ଗୁଳିମାଡ,

0
ବିଶୋଇ/ମୟୂରଭଞ୍ଜ ୯-୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଥମିବାରେ ନାମ ନେଉନି ଅନ୍ଧବିଶ୍ୱାସ ଜନିତ ଆକ୍ରମଣ ଓ ହତ୍ୟା ଭଳି ଘଟଣା। ଗୁଣି ଗାରେଡ଼ିକୁ ସନ୍ଦେହ ରାତି ଅଧରେ...

ରାଜ୍ୟରେ ଦୁଷ୍କର୍ମ ବୃଦ୍ଧି; ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ, ବିଜେଡିର କଟାକ୍ଷ: କିଏ ଠିକ୍,...

0
ଭୁବନେଶ୍ୱର: ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଆଦି ଘଟଣାକୁ ନେଇ ସାରା ଦେଶରେ ଏବେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।ନିର୍ଭୟା କାଣ୍ଡ ପରେ ହାଇଦ୍ରାବାଦ ଘଟଣାକୁ ନେଇ ଦେଶରେ ଏକ ବଡ଼ ପ୍ରତିକ୍ରିୟା...

ଖାଦ୍ୟଶସ୍ୟ ମଣ୍ଡିରେ ବଡ଼ ଧରଣର ଅଗ୍ନିକାଣ୍ଡ : ୪୩ ମୃତ, ଅନେକ ଆହତ –...

0
ନୂଆ ଦିଲ୍ଲୀ ୮-୧୨ (ଓଡ଼ିଆ ପୁଅ) ଖାଦ୍ୟଶସ୍ୟ ମଣ୍ଡିରେ ହୋଇଛି ବଡ଼ ଧରଣର ଅଗ୍ନିକାଣ୍ଡ। ୩୫ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ, ୫୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳକୁ...

ପର୍ଯ୍ୟଟକଙ୍କ ​ଟ୍ରାଭେଲର ଦୁର୍ଘଟଣାଗ୍ରସ୍ତ – ୩ ମୃତ ୧୨ ଆହତ

0
ବାଲେଶ୍ୱର ୮-୧୨ (ଓଡ଼ିଆ ପୁଅ) : ବାଲେଶ୍ୱରର ଶେରଗଡ଼ ନିକଟରେ ପୁରୀର ବାଲିସାହିରୁ ୨୫ଜଣ ପର୍ଯ୍ୟଟକ ମୟୁରଭଞ୍ଜର ଦେବକୁଣ୍ଡ ଯାଉଥିବା ବେଳେ ତାଙ୍କର ​ଟ୍ରାଭେଲର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଫଳରେ ୩ ଜଣଙ୍କର...

କ’ଣ ସପ୍ତାହ ପୂର୍ବର ଏହି ଟ୍ଵିଟ ପୋଲିସକୁ ହାଇଦ୍ରାବାଦ ଏନକାଉଁଣ୍ଟର ପାଇଁ ଦେଇଥିଲା ପୂରା...

0
ନୂଆ ଦିଲ୍ଲୀ ୭-୧୨ (ଓଡ଼ିଆ ପୁଅ) : ଜଣେ ବ୍ୟକ୍ତି ପ୍ରାୟ ସପ୍ତାହେ ପୂର୍ବରୁ ଟ୍ଵିଟରରେ କ’ଣ ପୋଲିସ୍ ଦେଇଥିଲା ଏନକାଉଣ୍ଟର ପୂରା ପ୍ଲାନ ? ତେବେ ଗୋଟିଏ ଟ୍ୱିଟ୍ ଏହି ପରି...

ରବିବାର ହେବ ପାଇକ ବିଦ୍ରୋହ ସ୍ମାରକ ଭିତ୍ତିପ୍ରସ୍ତର ସ୍ଥାପନ

0
ଭୁବନେଶ୍ୱର: ଆସନ୍ତା କାଲି ରବିବାର ୮, ଡିସେମ୍ବରରେ ଖୋର୍ଦ୍ଧା ବରୁଣେଇ ପାହାଡ଼ ତଳେ ପାଇକ ବିଦ୍ରୋହ ସ୍ମାରକ ଭିତ୍ତିପ୍ରସ୍ତର ସ୍ଥାପନ ହେବ।ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ କରକମଳରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ...