Home ଓଡ଼ିଶା ସଂସଦରେ ଜବରଦସ୍ତି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିକୁ ଧରିଲେ ସୁରକ୍ଷାବଳ

ସଂସଦରେ ଜବରଦସ୍ତି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିକୁ ଧରିଲେ ସୁରକ୍ଷାବଳ

522

ନୂଆ ଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) ସଂସଦର ଶୀତକାଳୀନ ଅଧିବେଶନରେ ସୋମବାରଦିନ ଗୁରୁତ୍ଵପୂର୍ଣ୍ଣ ନାଗରିକତା ସଂଶୋଧନ ବିଲ ଉପରେ ଚର୍ଚ୍ଚା ଚାଲିଛି। ଇତି ମଧ୍ୟରେ ଖବର ମିଳିଛି କି ଜଣେ ବ୍ୟକ୍ତି ସୋମବାର ସଂଧ୍ୟାରେ ସଂସଦ ପରିସରରେ ଜବରଦସ୍ତି ପ୍ରବେଶ କରିବାପାଇଁ ଚେଷ୍ଟା କରୁଥିଲା। ସୁରକ୍ଷାବଳ ଏହି ବ୍ୟକ୍ତିକୁ ସମୟାନୁସାରେ ଧରି ତାକୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.