Home ଓଡ଼ିଶା ଜାଗା ମିଶନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ୱାର୍ଲ୍ଡ ହାବିଟାଟ ଆୱାର୍ଡ ୨୦୧୯

ଜାଗା ମିଶନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ୱାର୍ଲ୍ଡ ହାବିଟାଟ ଆୱାର୍ଡ ୨୦୧୯

368

ଭୁବନେଶ୍ୱର ୯-୧୨ (ଓଡ଼ିଆ ପୁଅ) ଜାଗା ମିଶନର ସଫଳତା ପାଇଁ ଓଡ଼ିଶାକୁ ୱାର୍ଲ୍ଡ ହାବିଟାଟ ଆୱାର୍ଡ ୨୦୧୯ ପ୍ରଦାନ କରାଯିବ। ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜମି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ସାରା ଦେଶରେ ଆଜି ଉଦାହରଣ ସୃଷ୍ଟି କରିଛି। ଲକ୍ଷ ଲକ୍ଷ ବସ୍ତି ବାସିନ୍ଦାଙ୍କ ଜୀବନଧାରଣର ମାନ ବଦଳାଇଥିବା ‘ଜାଗା ମିଶନ’ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ଏହି ମିଶନ। ସେଥିପାଇଁ ଏହି ପୁରସ୍କାରର ଶ୍ରେୟ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.