Home ଓଡ଼ିଶା ଲୋକସଭା ପରେ ରାଜ୍ୟସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଧେୟକ (Citizenship Amendment Bill)

ଲୋକସଭା ପରେ ରାଜ୍ୟସଭାରେ ଗୃହୀତ ହେଲା ନାଗରିକତା ସଂଶୋଧନ ବିଧେୟକ (Citizenship Amendment Bill)

234

ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ରାଜ୍ୟସଭାରେ ମଧ୍ୟ ନାଗରିକତା ସଂଶୋଧନ ବିଧେୟକ (Citizenship Amendment Bill) ବହୁମତରେ ଗୃହୀତ ହୋଇଯାଇଛି।

ରାଜ୍ୟସଭାରେ ଏହି ବିଲପାଇଁ ସର୍ବମୋଟ ୨୩୦ ଭୋଟ ପଡ଼ିଥିଲା, ଯେଉଁଥିରେ ସପକ୍ଷରେ ୧୨୫ ଭୋଟ ଏବଂ ବିପକ୍ଷରେ ୧୦୫ଟି ଭୋଟ ପଡ଼ିଥିଲା। ଗୃହ ମନ୍ତ୍ରୀ ଅମିତ ଶାହା ବୁଧବାରଦିନ ନାଗରିକତା ସଂଶୋଧନ ବିଧେୟକ ଉପରେ ଚର୍ଚ୍ଚା କରିବାପାଇଁ ରାଜ୍ୟସଭାରେ କହିଛନ୍ତିଯେ, ଭାରତର ମୁସଲମାନ ଦେଶର ନାଗରିକ ଥିଲେ, ଏବଂ ବନି ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.