Tag: picturenews
ମହିଳା ନେତ୍ରୀଙ୍କ ଅଶ୍ରାବ୍ୟ ଟିପଣୀ: ପରାମର୍ଶ ଦେବେନି ବିଜେଡି ନେତ୍ରୀ?
ଭୁବନେଶ୍ୱର: ମହିଳା ସୁରକ୍ଷା, ମହିଳାଙ୍କୁ ସମ୍ମାନ ନେଇ ସବୁବେଳେ ସ୍ୱର ଉଠୁଛି।ମହିଳା ସୁରକ୍ଷା, ମହିଳାଙ୍କ ଅଧିକାର ଆଦି ପାଇଁ ବିଭିନ୍ନ ସରକାରଙ୍କ ସମେତ ମହିଳା କମିଶନ, ମହିଳା ସଙ୍ଗଠନ, ସମାଜସେବୀ ମାନେ କାମ...
ପୁଅର ଧାରୁଆ ଅସ୍ତ୍ରରେ ବାପା ଓ ମା କୁ ଆକ୍ରମଣ : ବାପା ମୃତ,...
ବାଲିଗୁଡା, ୧୧/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ବେଲଘର ଥାନା ଝାଳିପଡ଼ା ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା, ମାନସିକ ବିକୃତ ପୁଅର...
ଅପରାଜିତାଙ୍କ ମାଷ୍ଟର ଷ୍ଟୋକ୍: ଧର୍ମେନ୍ଦ୍ରଙ୍କୁ ଲାଗିପାରେ ବଡ଼ ଝଟକା!
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ମାଷ୍ଟର ଷ୍ଟୋକ୍ ଖେଳିବାକୁ ଯାଉଛନ୍ତି।ଆଜି ପର୍ଯ୍ୟନ୍ତ ଓଡ଼ିଶା ବିଜେପିରେ ଏକ ମାତ୍ର କ୍ଷମତା କେନ୍ଦ୍ର ହୋଇ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଏହା...
ଜେଏନୟୁ ହିଂସା: ହ୍ୱାଟ୍ସଆପ୍ ଗ୍ରୁପ ‘ୟୁନିଟି ଏଗେନ୍ଷ୍ଟେ ଲେଫ୍ଟ’ ହିଂସା ଉସୁକାଇଥିବା ଅଭିଯୋଗ –...
ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ଜେଏନୟୁ ହିଂସା ମାମଲାରେରେ ଯେଉଁ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ହିଂସା ପ୍ରସାରିତ କରିବାର ଅଭିଯୋଗ ଲଗାଯାଇଛି ସେଥିରେ ଥିବା ୬୦ ରୁ ୩୭ ସଦସ୍ୟମାନଙ୍କୁ ଚିହ୍ନିତ...
ବିମାନ ଦୁର୍ଘଟଣା ଉପରେ ଇରାନ ସେନାର କବୁଲନାମା : ମାନବୀୟ ଭୁଲରେ ବିମାନ ଖସାଯାଇଥିଲା
ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ତେହରାନ ବିମାନ ବନ୍ଦର ନିକଟରେ ଥିବା ବୁଧବାରଦିନ ୟୁକ୍ରେନ ବିମାନ ଦୁର୍ଘଟଣା ଉପରେ ଇରାନର ସେନା ବୟାନ ଦେଇ କହିଛି କି ଭୁଲରେ ବିମାନକୁ ମାରି...
ଡବଲ ଡେକର ବସ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା – ଜିଅନ୍ତା ଜଳିଗଲେ...
ନୂଆ ଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲାର ଛିବରାମଉ ନିକଟରେ ଶୁକ୍ରବାରଦିନ ରାତିରେ ଏକ ଡବଲ ଡେକର ବସ ଏବଂ ଏକ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ...
ମସଜିଦ୍ ରେ ବିଷ୍ପୋରଣ, ୧୫ ମୃତ, ୨୦ ଆହତ
ବଲୁଚିସ୍ଥାନ/ନୂଆ ଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) : ପାକିସ୍ତାନର କ୍ୱେଟାରେ ଏକ ମସଜିଦ୍ ରେ ବିଷ୍ପୋରଣର ଖବର ଆସିଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ବିଷ୍ପୋରଣରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି...
ବିରାଟ କୋହଲୀ ବନାଇଲେ ୱାର୍ଲ୍ଡ ରେକର୍ଡ
ପୁଣେ ୧୦-୧ (ଓଡ଼ିଆ ପୁଅ) ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ପାଇଁ ଶୁକ୍ରବାର ପୁଣେରେ ଶ୍ରୀଲଙ୍କାର ବିରୁଦ୍ଧରେ ତୃତୀୟ ଇଣ୍ଟରନ୍ୟାସନାଲ ଟି-୨୦ ମ୍ୟାଚ୍ ସ୍ମରଣୀୟ ହୋଇ ରହିବ। ବିରାଟ ଅଧିନାୟକ ଭାବେ ଅନ୍ତରାଷ୍ଟ୍ରୀୟ...
ନବୀନଙ୍କ ପ୍ରତି ଶ୍ରଦ୍ଧା! ବିଜୁ ଗୁଣ୍ଡା ବାହିନୀ କଥା ମିଥ୍ୟା?
ଭୁବନେଶ୍ୱର/ବ୍ରହ୍ମପୁର: ରାଷ୍ଟ୍ରବ୍ୟାପୀ ସିଏଏ ସପକ୍ଷରେ ବିଜେପି ପକ୍ଷରୁ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମ ଅନୁଯାୟୀ ବ୍ରହ୍ମପୁରରେ ହୋଇଯାଇଛି ଏକ ବିରାଟ ଶୋଭାଯାତ୍ରା।ଏଥିରେ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ବବୁଲ୍...
ଶ୍ରୀଲଙ୍କା ଟସ ଜୀତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି – ଜାଣନ୍ତୁ କିଏ ଇନ୍...
ପୁଣେ ୧୦-୧ (ଓଡ଼ିଆ ପୁଅ) ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଏବଂ ଅନ୍ତିମ ଇଣ୍ଟରନ୍ୟାସନାଲ ଟି-୨୦ ମ୍ୟାଚ୍ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ (MCA) ଷ୍ଟାଡ଼ିୟମରେ ଖେଳା ଯାଉଛି। ଶ୍ରୀଲଙ୍କାର ଅଧିନାୟକ ଲସିଥ...
ବିଜୁଳି କାଟିଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ : ସୁର ରାଉତରାୟ
ଭୁବନେଶ୍ୱର ୧୦-୧ (ଓଡ଼ିଆ ପୁଅ) କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଚେତାବନୀ। ତାହା ପୁଣି ବିଜୁଳି କାଟ୍ କୁ ନେଇ। ସୁର କହିଛନ୍ତି ୧୬ ରୁ ବିଜୁଳି କାଟ ହେଲେ ଆନ୍ଦୋଳନକୁ ଓହ୍ଲାଇବ...
ଜାମ୍ମୁ-କାଶ୍ମୀର ଉପରେ ସୁପ୍ରୀମ କୋର୍ଟର ବଡ଼ ଫଇସଲା – ‘ଅଣ ଆବଶ୍ୟକ ଆଦେଶ ଫେରାଇ...
ନୂଆ ଦିଲ୍ଲୀ ୧୦-୧ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ଜାମ୍ମୁ-କାଶ୍ମୀରରେ ମୋବାଇଲ-ଇଣ୍ଟରନେଟ ସେବା ବନ୍ଦ କରିବା ଏବଂ ଲୋକମାନଙ୍କର ଯାତାୟାତ ଉପରେ ରୋକ ଲଗାଇବା ବିରୁଦ୍ଧରେ ଦାଖଲ ଯାଚିକାଗୁଡ଼ିକ ଉପରେ ରାୟ ଶୁଣାଇଛନ୍ତି।...
ମାଲକାନଗିରି ଜିଲ୍ଲପାଳଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ମାଲକାନଗିରି...
ମାଲକାନଗିରି ୧୦-୧ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲପାଳଙ୍କ ବିରୋଧରେ କଂଗ୍ରେସର ବନ୍ଦ ଡାକରା। ଆଜି ସକାଳ ୬ ଟାରୁ ଦୋକାନ ବଜାର ବନ୍ଦ ଯାନବାହାନ ଚଳାଚଳ ଠପ ହୋଇଛି। ମାଲକାନଗିରିର ଦୁର୍ନୀତିଗ୍ରସ୍ତ ଜିଲ୍ଲାପାଳଙ୍କ...
କର୍ମଚାରୀଙ୍କ ପଦୋନ୍ନତି ସମସ୍ୟା ସମାଧାନ ପାଇଁ ପଦୋନ୍ନତି ଅଦାଲତ ଗଠିତ
ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତିରେ ବିଳମ୍ବ ଦୂର କରି ଉପଯୁକ୍ତ ସମୟରେ ସେମାନେ ଯେପରି ପଦୋନ୍ନତି ପାଇପାରିବେ, ସେଥିପାଇଁ ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା...
ବସନ୍ତଙ୍କୁ ବାସନ୍ଦ; ଉତୁରିନି ନିର୍ବାଚନୀ ନିଶା !
ଭୁବନେଶ୍ୱର: ସିଏଏ ସପେକ୍ଷରେ ବିଜେପି ଏବେ କରୁଛି ରାଷ୍ଟ୍ରବ୍ୟାପୀ ସମାବେଶ।ଓଡ଼ିଶାରେ ମଧ୍ୟ ଚାଲିଛି ସମାବେଶ।ଏଣେ ରାଜ୍ୟ ସଭାପତି ନିର୍ବାଚନ ହେବାକୁ ଥିବା ବେଳେ ସିଏଏ ପାଇଁ ବୋଧେ ତାହା ଅଟକି ଯାଇଛି।କେବଳ ମଣ୍ଡଳ...
ଯୁବକଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ବାରିପଦା ୯-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) - ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ମିଣ୍ଟୁ ତରେଇ ନାମକ ଜଣେ ୩୨ ବର୍ଷୀୟ ଯୁବକକୁ ଗତକାଲି ରାତିରେ ହତ୍ୟା କରାଯିବାକୁ...
ମୟୁରଭଞ୍ଜକୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦିନିକିଆ ଗସ୍ତ ବେଳେ ନବ ବର୍ଷର ଭେଟି
ଆଦାନୀ କିସ୍ ଆବାସିକ ଜନଜାତି ବିଦ୍ୟାଳୟ ଶୁଭ ଉଦଘାଟନ ସହ ୫୩.୬କୋଟି ଟଙ୍କାର ପ୍ରକଳ୍ପ ଶୁଭ ଉଦଘାଟନ ଓ ୨୦୦.୩ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ
ବାରିପଦା ୦୮/୦୧ - (ଓଡ଼ିଆ ପୁଅ/ସନ୍ତୋଷ...
ଏସିଡ୍ ଆଟାକ୍ ଅପରାଧୀର ଧର୍ମ ପରିବର୍ତ୍ତନକୁ ନେଇ ଦୀପିକା ହେଲେ ଟ୍ରୋଲ୍!
ନୂଆଦିଲ୍ଲୀ: ଆଜିକାଲି ଅଭିନେତ୍ରୀ ଦୀପିକା ପାଦୂକୋଣ ତାଙ୍କର ରିଳିଜ୍ ହେବାକୁ ଯାଇଥିବା ଫିଲ୍ମ "ଛପାକ"ର ପ୍ରମୋସନ୍ ପାଇଁ ଜୋରଦାର ଲାଗି ଯାଇଛନ୍ତି।ଏ' ଭିତରେ ଦୀପିକା ଜେଏନୟୁ ୟୁନିଭରସିଟି ଯାଇ ଛାତ୍ର ଗଣ୍ଡଗୋଳ ଘଟଣାରେ...
ସିଏଏ ଆଣିଛି ନୂତନ ଆଶା,ସିଏଏ ସପକ୍ଷେ ଆମ ଓଡ଼ିଶା: ଦେଖନ୍ତୁ ପିଙ୍କି, ଅନୁ ଆଉ...
ଭୁବନେଶ୍ୱର: ସିଏଏ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ରାଷ୍ଟ୍ରବ୍ୟାପୀ ବିଜେପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରୁଛି।ଓଡ଼ିଶା ବିଜେପି ମଧ୍ୟ କରୁଛି ବିଭିନ୍ନ କାର୍ଯ୍ୟକ୍ରମ।ସେହି ଅନୁଯାୟୀ କଳା ଜଗତରୁ ରାଜନୀତିକୁ ଆସି...
ଇରାନ ଏବଂ ଇରାକ ଉପର ଆକାଶ ମାର୍ଗ ଦେଇ ଉଡ଼ାଣ ଭରିବନି ଏହି ଏୟାର...
ନୂଆ ଦିଲ୍ଲୀ ୮-୧ (ଓଡ଼ିଆ ପୁଅ) ଗତ ସପ୍ତାହରେ ଇରାନର ଚିଫ୍ କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନୀଙ୍କର ହତ୍ୟା ପରେ ସଂଯୁକ୍ତ ରାଷ୍ଟ୍ର ଆମେରିକା ଏବଂ ଇରାନ ମଧ୍ୟରେ ଏକ ପ୍ରକାର...





