Home ଓଡ଼ିଶା ସିଏଏ ଆଣିଛି ନୂତନ ଆଶା,ସିଏଏ ସପକ୍ଷେ ଆମ ଓଡ଼ିଶା: ଦେଖନ୍ତୁ ପିଙ୍କି, ଅନୁ ଆଉ ପଞ୍ଚାନନଙ୍କ...

ସିଏଏ ଆଣିଛି ନୂତନ ଆଶା,ସିଏଏ ସପକ୍ଷେ ଆମ ଓଡ଼ିଶା: ଦେଖନ୍ତୁ ପିଙ୍କି, ଅନୁ ଆଉ ପଞ୍ଚାନନଙ୍କ ଭିଡିଓ ..

669

ଭୁବନେଶ୍ୱର: ସିଏଏ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ରାଷ୍ଟ୍ରବ୍ୟାପୀ ବିଜେପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରୁଛି।ଓଡ଼ିଶା ବିଜେପି ମଧ୍ୟ କରୁଛି ବିଭିନ୍ନ କାର୍ଯ୍ୟକ୍ରମ।ସେହି ଅନୁଯାୟୀ କଳା ଜଗତରୁ ରାଜନୀତିକୁ ଆସି ବିଜେପିରେ ଯୋଗଦେଇ ଥିବା ଅଭିନେତ୍ରୀ ତଥା ନେତ୍ରୀ ପିଙ୍କି ପ୍ରଧାନ, ଅନୁ ଚୌଧୂରୀ ଏବଂ ଗୀତିକାର ତଥା ନେତା ପଞ୍ଚାନନ ନାୟକ ମିଳିତ ଭାବରେ ସିଏଏ ସପକ୍ଷରେ ଏକ ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।ପିଙ୍କି ଆଉ ଅନୁ “ସିଏଏ ଆଣିଛି ନୂତନ ଆଶା,ସିଏଏ ସପକ୍ଷେ ଆମ ଓଡ଼ିଶା” ଗୀତ ଗାଉଥିବା ବେଳେ ଗୀତିକାର ନେତା ପଞ୍ଚାନନ ନାୟକ ଟେବୁଲରେ ହାତ ବାଡ଼େଇ ଦେଉଛନ୍ତି ତାଳ।ଦେଖନ୍ତୁ, ଭିଡିଓ ../-ଦେବଦତ୍ତ ରଥ

https://twitter.com/odiapuanews/status/1214814863626620928

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.