Tag: Bhadrak News
ନିଖିଳ ଓଡ଼ିଶା ଠିକାଦାର ସଂଘ ଭଦ୍ରକ ଶାଖାର କର୍ମକର୍ତ୍ତା ନିର୍ବାଚନ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ନିଖିଳ ଓଡ଼ିଶା ଠିକାଦାର ସଂଘ ଭଦ୍ରକ ଜିଲ୍ଲା ଶାଖାର ଏକ ଗୁରୁତ୍ୱ ବୈଠକ ଏବଂ କର୍ମକର୍ତ୍ତା ନିର୍ବାଚନ ଭଦ୍ରକ ଡ଼ାକବଙ୍ଗଳା...
ଧାମନଗର ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକାରୀଙ୍କ ବିରୁଦ୍ଧରେ ତେଜିଲା ଅସନ୍ତୋଷ, ଘଟଣାସ୍ଥଳରେ ତଦନ୍ତଅଧିକାରୀ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଭଦ୍ରକ ଓ ଯାଜପୁର ଜିଲ୍ଳାର ମଧ୍ୟ ଭାଗରେ ହୋଇଥିବାବେଳେ ଏହି ଡ଼ାକ୍ତରଖାନା ଉପରେ ଧାମନଗର ସମେତ ପଡ଼ୋଶୀ...
ବିନାୟକ ଡିଗ୍ରୀ କଲେଜର ସମ୍ବର୍ଦ୍ଧନା ଉତ୍ସବ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିନାୟକ ଡିଗ୍ରୀ କଲେଜ, ଭଦ୍ରକ ପରିସରରେ ଆଜି ଏକ ସମ୍ବର୍ଦ୍ଧନା ଉତ୍ସବ କଲେଜର ପୂର୍ବତନ ଅଧ୍ୟକ୍ଷ ମଦନମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...
ଜିଲା ଯୁବ ଯାଦବ ମହାସଭା ଭଦ୍ରକ ପକ୍ଷରୁ ଜନ୍ମାଷ୍ଟମୀ ଏବଂ ନନ୍ଦଉତ୍ସବ ପାଳିତ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଯୁବ ଯାଦବ ମହାସଭା ପକ୍ଷରୁ ଚୁନିଦା ସ୍ଥିତ ଜିଲ୍ଲା ଯାଦବ ଭବନରେ ଚଳିତ ବର୍ଷ ଜନ୍ମାଷ୍ଟମୀ ଉତ୍ସବ ପାଳିତ...
ଭଦ୍ରକ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ ତଥା କାର୍ଯ୍ୟକାରିଣୀର ଏକ ଜରୁରୀ ବୈଠକ ଆଜି କଲେଜ...
ଚାନ୍ଦବାଲିରୁ ଜିଲା ବନ୍ୟପ୍ରାଣୀ ବିଭାଗ ସ୍ଥାନାନ୍ତର ପ୍ରତିବାଦରେ ଚାନ୍ଦବାଲିରେ ପ୍ରସ୍ତୁତି ବୈଠକ, କୌଣସି ପରିସ୍ଥିତିରେ...
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ରୁ କେନ୍ଦ୍ରାପଡା ଜିଲା ରାଜନଗରକୁ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ପ୍ରସଙ୍ଗକୁ ନେଇ ଚାନ୍ଦବାଲି...
ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମସ୍ତ ଗାଡିଚାଳକଙ୍କୁ ଅଫଲାଇନ୍ରେ ଟୀକା ପ୍ରଦାନ ସହ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ, ମହାମାରୀ କରୋନାରେ ଜୀବିକା ହରାଇଥିବା ଗାଡି...
ଆରଡି ଗ୍ରାମପଞ୍ଚାୟତରେ ରିଲିଫ୍ ଓ ରାସନ୍ ସାମଗ୍ରୀ ହଡପ ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଆରଡି ଗ୍ରାମପଞ୍ଚାୟତ ଅଧୀନସ୍ଥ କେତେକ ଗ୍ରାମବାସୀ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ୍ ସାମଗ୍ରୀ ଓ...
ଭଣ୍ଡାରିପୋଖରୀ : ହରେକୃଷ୍ଣ ମହତାବଙ୍କ ସ୍ମୃତିରେ ସାଧାରଣ ଜ୍ଞାନ ପ୍ରତିଯୋଗିତା
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ବହୁ ପୁରାତନ ପ୍ରତିଷ୍ଠିତ ଦୈନିକ ଖବର କାଗଜ ‘ପ୍ରଜାତନ୍ତ୍ର’ ର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ସ୍ମୃତିରେ ତଥା ଏହି...
ଫେସବୁକ୍ରୁ ପ୍ରେମ ପରେ ଯୁବତୀକୁ ପ୍ରତାରଣା, ପ୍ରତାରକ ଯୁବକ ଥାନାରେ ଅଟକ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବର୍ତ୍ତମାନ ଯୁବକ ଯୁବତୀମାନେ ମୋବାଇଲ୍, ଫେସବୁକ୍, ହ୍ୱାଟସ୍ଆପ ବ୍ୟବହାର କରି ନିମ୍ନସ୍ତରକୁ ଚାଲି ଯାଉଛନ୍ତି । ଯାହାଫଳରେ ଯୁବ ପିଢ଼ିମାନେ ମୋବାଇଲ୍...
ଧାମନଗରରେ ୪ ଓ କାଞ୍ଜିଆପାଳରୁ ୧ ଡ଼େଙ୍ଗୁରୋଗୀ ଚିହ୍ନଟ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଅଂଚଳରେ ଦୀର୍ଘ ୨ବର୍ଷ ହେବ କରୋନା ମହାମାରୀରେ ସାଧାରଣ ଲୋକମାନେ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଏବେ ଡ଼େଙ୍ଗୁ...
ଜାତୀୟ ରାଜପଥ ଅବରୋଧ ଡାକରା ସ୍ଥଗିତ ରହିଲା
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜବରଦଖଲ ଉଚ୍ଛେଦ ଦାବି କରି ମହାବୀର ଆଞ୍ଚଳିକ ପରିଷଦ, ବିଷ୍ଣୁପୁର, ବହୁଦରଡା ପକ୍ଷରୁ ଆସନ୍ତା କାଲି...
ମାଚ୍ୟୁରିଟି ଟଙ୍କା ପାଇଁ ସାହାରା ଇଣ୍ଡିଆ ଜମାକାରୀ ହତାଶ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାହାରା ଇଣ୍ଡିଆ ଭଦ୍ରକ ଶାଖାରେ ଟଙ୍କା ଜମା ରଖିଥିବା ଜମାକାରୀ ଏବେ ଦୁଶ୍ଚିନ୍ତା ମଧ୍ୟରେ ଅଛନ୍ତି । କାରଣ ସହସ୍ରାଧିକ ଜମାକାରୀ...
ପ୍ରସ୍ତାବିତ ମଦ ଦୋକାନ ସ୍ଥାନାନ୍ତର ନେଇ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର, ପୁନଃ ଭିସି ମାଧ୍ୟମରେ...
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏକ ପ୍ରସ୍ତାବିତ ମଦ ଦୋକାନ ସ୍ଥାନାନ୍ତର ପ୍ରତିବାଦରେ ହସନାବାଦ ଓ ଧୁଷୁରୀ ଗ୍ରାମପଞ୍ଚାୟତର ବହୁ ଲୋକ ବିଶିଷ୍ଟ କୃଷକ ନେତା...
ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ତୁହାକୁ ତୁହା ବର୍ଷା ଓ ବଜ୍ରପାତ ଜନ ଜୀବନକୁ ବିପର୍ଯ୍ୟସ୍ତ କରିଥିବାବେଳେ ଆଗରପଡା ନିକଟସ୍ଥ ସୋସୋ ଗ୍ରାମର ଜଣେ ଚାଷୀର...
ଭଦ୍ରକରେ ‘ଆଇ ଲଭ୍ ଭଦ୍ରକ’ ର ଶୁଭ ଉଦ୍ଘାଟନ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଯୋଜନାରେ ‘ଆଇ ଲଭ୍...
ଭଦ୍ରକ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦୋତ୍ସବ ଉଦ୍ଯାପିତ
ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସହରର କୁଆଁସସ୍ଥିତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାବୃତ ସଂଘ ପକ୍ଷରୁ ଇସ୍କନ ମନ୍ଦିରରେ ୫୨୪୭ତମ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ...
ଆଦିବାସୀ ପରିବାରର ବହୁ ସଦସ୍ୟ ରାସନସାମଗ୍ରୀରୁ ବଞ୍ôଚତ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ପଞ୍ଚାୟତ ଜୋରାଗଡିଆ ଗ୍ରାମର ବହୁ ଆଦିବାସୀ ପରିବାର ସଦସ୍ୟମାନେ ରାସନ ସାମଗ୍ରୀରୁ ବଞ୍ôଚତ ହୋଇଛନ୍ତି । ପରିବାର...
ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଓ ଆଶ୍ରମ ଅନ୍ତେବାସୀଙ୍କୁ ରନ୍ଧାଖାଦ୍ୟ ପ୍ରଦାନ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଖଡିପଦା ପଂଚାୟତ କାଂଜିଆପାଳ ମହାପୁରୁଷ ଆଶ୍ରମ ପରିସରରେ ଓଡିଶାର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ...
ପୋଷ୍ଟାଲ ଏମ୍ପେ୍ଲାୟୀ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ ଓ କର୍ମକର୍ତ୍ତା ଚୟନ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପେ୍ଲାୟୀଜ୍ ୟୁନିୟନ ଭଦ୍ରକ ଶାଖାର ଦ୍ୱିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଆଜି ସ୍ଥାନୀୟ ଭାଗବତ...
























