Home ଜିଲ୍ଲା ପରିକ୍ରମା ଭଦ୍ରକରେ ‘ଆଇ ଲଭ୍ ଭଦ୍ରକ’ ର ଶୁଭ ଉଦ୍‌ଘାଟନ

ଭଦ୍ରକରେ ‘ଆଇ ଲଭ୍ ଭଦ୍ରକ’ ର ଶୁଭ ଉଦ୍‌ଘାଟନ

66

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ଯୋଜନାରେ ‘ଆଇ ଲଭ୍ ଭଦ୍ରକ’ ର ଶୁଭ ଉଦ୍‌ଘାଟନ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ୱାରା ସଂପନ୍ନ ହୋଇଛି । ଏହି ଉତ୍ସବରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜ୍ୟ ବିଜେଡିର ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଉପସଭାପତି ମଳୟ ଜେନା, ପୂର୍ବତନ କାଉନସିଲର ପ୍ରଣୟ ଦାସ ଓ ପ୍ରବୀର ଜେନା, ବିଜୁ ଛାତ୍ର ଜିଲା ଜନତା ଦଳର ମହାସଚିବ ଲାଲା ଲଳିତ ନାୟକ, ପୂର୍ବତନ ଜିଲା ସଭାପତି ଅସିତ୍ ପାଣିଗ୍ରାହୀ, ଜିଲାପାଳ ତ୍ରିଲୋଚନ ମାଝୀ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.