Tag: Bhadrak News
ଫେଲ୍ ମାରୁଛି କୃଷକ ହିତ ଯୋଜନା, ବ୍ୟବସାୟୀଙ୍କ କବ୍ଜାରେ ‘ସୁନା ଧାନ ଖଳା’
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଫେଲ୍ ମାରିଛି ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସୁନା ଖଳା ଯୋଜନା । ଆରମ୍ଭରୁ ୧୨ ଲକ୍ଷ ଟଙ୍କା ଥିବା ପ୍ରକଳ୍ପ ଏବେ...
ଆଉଟ୍ସୋର୍ସିଂ ନିଯୁକ୍ତିଦାତାଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗର ଅନୁକମ୍ପା, ୪ ବର୍ଷ ଧରି ହେଲ୍ପଡେସ୍କ ପାଇଁ...
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଉଟ୍ସୋର୍ସିଂ ନିଯୁକ୍ତିଦାତାଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅନୁକମ୍ପା । ଭଦ୍ରକ ଜିଲା ସ୍ୱାସ୍ଥ୍ୟ ବିଭାଗରେ ବିନା ଟେଣ୍ଡରରେ ବର୍ଷ ବର୍ଷ...
ଭଦ୍ରକ ବିଜେଡିର ମିଶ୍ରଣ ପର୍ବ, କେଦାରପୁର ପଂଚାୟତ ବିରୋଧୀ ଶୂନ୍ୟ ହେଲା
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଏବେ ଅଧିକରୁ ଅଧିକ ସଶକ୍ତ ହେଉଛି । ଜିଲା କଂଗ୍ରେସର ବହୁ ପୁରୁଖା କଂଗ୍ରେସ...
ଶହେ ଲିଟର ମଦ ଜବତ, ୩ ଗିରଫ
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନଗୁଆଁ, ଲୁଣପଦୀ ଓ ନେରଡା ଗ୍ରାମରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି...
ଭଦ୍ରକରେ ଦୁଇଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ସର୍ବଭାରତୀୟ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ଆଜି ଶେଷ ହୋଇଛି । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ବିଲ୍କୁ ବିରୋଧ...
କୋର୍ଟ ସ୍ଥାନାନ୍ତରକୁ ନେଇ ଆଇନ୍ଜୀବୀଙ୍କ ବିରୋଧ ୨ୟ ଦିନରେ
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୋର୍ଟ ସ୍ଥାନାନ୍ତରକୁ ନେଇ ଓକିଲ ସଂଘ ପକ୍ଷରୁ କରାଯାଇଥିବା ବିରୋଧ ପହଞ୍ôଚଛି ୨ୟ ଦିନରେ । ନୂତନ କୋର୍ଟର ଲୋକାର୍ପଣ ଉତ୍ସବକୁ...
ରାଜ୍ୟସଭା ସାଂସଦଙ୍କ ଦ୍ୱାରା ଉର୍ସ କମିଟି କର୍ମକର୍ତ୍ତା ସମ୍ବର୍ଦ୍ଧିତ
ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ସ୍ଥିତ ଖାନକା ସରିଫ ପରିସରରେ ପୀରବାବା ହଜରତ ମୁଜାହିଦ୍-ଏ-ମିଲତ ଆଲହାଜ ମୌଲାନା ହବିବୁର ରହେମାନଙ୍କ ୪୨ତମ ଉତ୍ସବ...
ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମାନି, ସଂକୁଚିତ ହେଉଛି ସର୍ଭିସ୍ ରୋଡ୍, ବନ୍ତଛକ ପାଲଟିଛି ମରଣଯନ୍ତା
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ରାଜପଥ କର୍ତ୍ତୃପକ୍ଷ ଚଳାଇଛି ମନମାନି । ସମଗ୍ର ଭଦ୍ରକ ସହରବାସୀଙ୍କୁ ବିପଦ ମୁହଁକୁ ଠେଲି ଦେଇଛି । ଏହି କାରଣରୁ...
ଜଗୁସାଗର ପୋଖରୀ ହୁଡ଼ାରେ ବେଆଇନ୍ ଘର ନିର୍ମାଣ ଓ ମୂଲ୍ୟବାନ ଗଛକୁ ନେଉଛନ୍ତି ଜବରଦଖଲକାରୀ,...
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବିଜ୍ଞାପିତ ଅଂଚଳର ସଦର ମହକୁମାରେ ଏକ ଐତିହାସିକ ଜଗୁସାଗର ପୋଖରୀ କେଉଁ କାଳରୁ ରହିଥିଲେ ମଧ୍ୟ ଧିରେ ଧିରେ ତାହା...
ଷୋଳମପୁର ବୌଦ୍ଧବିହାରରେ ସିସିଟିଭି ସ୍ଥାପନ
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ବୌଦ୍ଧବିହାରର ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା ଆଜି ସ୍ଥାପନ କରାଯାଇଛି । ଷୋଳମପୁର...
ଆତ୍ମହତ୍ୟା କଲେ ଦଳିତ ମହିଳା; ଋଣ ବୋଝ ସମସ୍ୟା!
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବିରୋଳି ହରିଜନସାହିର ଦଳିତ ମହିଳା ଫୁସିଆ ଯେନା(୫୫) ଗତକାଲି ରାତିରେ ବେକରେ ରଶୀ ଲଗାଇ...
ନିଜ ପରିବାରର ସୁରକ୍ଷା ନେଇ ୨୩ ବର୍ଷିୟା କନ୍ୟା ସହ ଧାରଣାରେ ବସିଲେ ଆଶାକର୍ମୀ...
ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ସାବରଙ୍ଗ ଥାନା ଅଧୀନସ୍ଥ ତୋରଣପଦା ଗ୍ରାମନିବାସୀ ଆଶାକର୍ମୀ ରେବତୀ ମଳିକ ଆଜି ନିଜର ୨୩ ବର୍ଷିୟା ଅବିବାହିତା କନ୍ୟାଙ୍କ...
ନୂତନ ଜିଲା ଜଜ୍ ସ୍ଥାନାନ୍ତର ଲୋକାର୍ପଣ ଉତ୍ସବକୁ ଆଇନ୍ଜୀବୀଙ୍କ ପ୍ରତ୍ୟାଖାନ, ୧୮ ତାରିଖ ପର୍ଯ୍ୟନ୍ତ...
ଭଦ୍ରକ, ୧୬ା୧୨ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) - ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଜିଲା ଜଜ୍ କୋର୍ଟ ନୂତନ ବିଲ୍ଡିଂ ନଳାଙ୍ଗ ସ୍ଥାନାନ୍ତର ଲୋକାର୍ପଣ ଉତ୍ସବକୁ ପ୍ରତ୍ୟାଖାନ କରିଛନ୍ତି ଭଦ୍ରକ...
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଭଦ୍ରକର ଧାମନଗର ଠାରେ ଜିଲ୍ଳା ସ୍ତରୀୟ ସାରସ୍ୱତ କାର୍ଯ୍ୟକ୍ରମ...
ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଭଦ୍ରକର ଧାମନଗର ଠାରେ ଏକ ଦିବସୀୟ ସାରସ୍ୱତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି...
ନିମ୍ନବର୍ଗ ଲୋକଙ୍କ ଉତ୍ଥାନ ଥିଲା ଗାନ୍ଧୀଙ୍କ ସର୍ବୋଦୟର ଲକ୍ଷ୍ୟ, ଧାମନଗର କଲେଜରେ ରାଜନୀତି ବିଜ୍ଞାନ...
ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅସହାୟ ଓ ଦୁସ୍ଥ ଜନତାଙ୍କର ଉତ୍ଥାନ ଓ ସମାଜର ସାମୁହିକ ବିକାଶ ତଥା ଉଦୟ, ଗାନ୍ଧୀଜୀଙ୍କ ସର୍ବୋଦୟ ଆନ୍ଦୋଳନର ଭିତ୍ତିଭୂମୀ ଥିଲା...
ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପାଇଁ ବିଜେପିର ଦାବିପତ୍ର
ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାତ୍ୟା ‘ଜୱାଦ’ ଦ୍ୱାରା କ୍ଷତିଗ୍ରସ୍ତ ଖରିଫ ଧାନ ଚାଷୀ, ରବି ଓ ପନିପରିବା ଚାଷୀଙ୍କୁ ଉପଯୁକ୍ତ ଭାବେ ଚିହ୍ନଟ କରି ସହାୟତା...
ନୂଆ ଆଳରେ ଅର୍ଜୁନ ସେତୁକୁ ଭାଙ୍ଗିଦେଲେ, ୯ ମାସ ହେଲା ୧୦ ୱାର୍ଡବାସୀ ହନ୍ତସନ୍ତ
ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଧାୟକ କହିଥିଲେ, କାମ ଗୋଟେ ବର୍ଷ ମଧ୍ୟରେ ସରିବ । ବିତିଗଲାଣି ୯ ମାସ । ବର୍ଷେ ଭିତରେ ନୂତନ ସେତୁ...
ସଂଗ୍ରାମୀ ମାୟାଧର ଦାସଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ
ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତ ସ୍ୱାଧୀନତା ସଂଗ୍ରାମରେ ଯେତେ ସବୁ ବୀର ଆନ୍ଦୋଳନ କରିଥିଲେ, ଯେଉଁମାନଙ୍କ ଲଢେଇର ସୁଫଳ ଆଜି ଆମେ ଭୋଗ କରୁଛେ, ସେହି...
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ବୈଧ ତାଲିକା ପ୍ରକାଶନ ପରେ ଦକ୍ଷତା ପରୀକ୍ଷା ପାଇଁ...
ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୨୦୧୮ ବର୍ଷ ପାଇଁ ପ୍ରକାଶିତ ବିଜ୍ଞାପନ ଅନୁଯାଇ ଶେଷ ତାରିଖ ତା ୩୦-୧୦-୨୦୨୧ରିଖ ସୁଦ୍ଧା ଭଦ୍ରକ...
୨ ସଡକ ଦୁର୍ଘଟଣାରେ ୨ ଜଣ ଆହତ
ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥରେ ଆଜି ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି...
























