Home ଜିଲ୍ଲା ପରିକ୍ରମା ଶହେ ଲିଟର ମଦ ଜବତ, ୩ ଗିରଫ

ଶହେ ଲିଟର ମଦ ଜବତ, ୩ ଗିରଫ

75

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନଗୁଆଁ, ଲୁଣପଦୀ ଓ ନେରଡା ଗ୍ରାମରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ଏଏସଆଇ ପୁରୁଷୋତ୍ତମ ମଲ୍ଲିକ ଓ ନନ୍ଦୁ ନାୟକ, କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ପ୍ରଦୀପ ମଲ୍ଲିକ, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ଭିନ୍ନ ଭିନ୍ନ ଭାବେ ଚଢାଉ କରି ନଗୁଆଁ ଗ୍ରାମର ଅଭିଯୁକ୍ତ ଗଗନ ଜେନା, ଲୁଣପଦୀ ଗ୍ରାମର ନିରାକାର ସ୍ୱାଇଁ ଓ ନେରଡା ଗ୍ରାମର ହରେକୃଷ୍ଣ ମଳିକଙ୍କୁ ଗିରଫ କରିବା ସହ ସେବାନଙ୍କ ଠାରୁ ପ୍ରାୟ ୩୦ହଜାର ଟଙ୍କା ମୂଲ୍ୟର ଶହେଲିଟର ଦେଶୀ ମଦ ଜବତ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.