Home Tags Bhadrak News

Tag: Bhadrak News

ରାଜ୍ୟ ବରିଷ୍ଠ ଟେନିସ୍ ବଲ୍ କ୍ରିକେଟ ଦଳରେ ଭଦ୍ରକ ଜିଲ୍ଲାର ୬ ମହିଳା ଖେଳାଳୀ...

0
ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାମ୍ମୁ କଶ୍ମୀରର ତାୱି ସ୍ଥିତ ଏମ.ଏ. ଷ୍ଟାଡିୟମରେ ହେଉଥିବା ଜାତୀୟ ସ୍ତରରେ ବରିଷ୍ଠ ଟେନିସ୍ ବଲ୍ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ଘୋଷିତ...

କବି ମନୋରମା ଆଚାର୍ଯ୍ୟଙ୍କ କବିତା ପୁସ୍ତକ ‘ମାଟିର ମହକ’ ଉନ୍ମୋଚିତ

0
ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ସନ୍ଧ୍ୟାରେ କବି ମନୋରମା ଆଚାର୍ଯ୍ୟଙ୍କ କବିତା ପୁସ୍ତକ ‘ମାଟିର ମହକ’ ସ୍ଥାନୀୟ ଟାଉନ୍‌ହଲ୍ ଠାରେ ଉନ୍ମୋଚିତ ହୋଇଛି। ବୁସଧୈବ କୁଟୁମ୍ବକମ୍...

ସାଂସଦ ଓ ବିଧାୟକଙ୍କ ଘର ସମ୍ମୁଖରେ ଆଶାକର୍ମୀ ଓ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନଙ୍କ...

0
ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୧ ଦଫା ଦାବି ଉପସ୍ଥାପନା କରି ଆଶାକର୍ମୀ ଓ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା...

ଭଦ୍ରକ ସଦର ମହକୁମାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତ ରତ୍ନ ବାବାସାହେବ ଡ. ଭୀମ ରାଓ ଆମ୍ବେଦକରଙ୍କ ୬୬ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅଲ୍ ଓଡ଼ିଶା ଏସ.ସି ଏବଂ ଏସ.ଟି ଆଡ଼ଭୋକେଟ୍...

ସାମାଜିକ ସୁରକ୍ଷା ଅଧିକାରିଣୀଙ୍କ ବିରୋଧରେ ଭିନ୍ନକ୍ଷମ ସଂଘ ସଭାପତିଙ୍କ ଅଭିଯୋଗ

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶା ବିକଳାଙ୍ଗ ମଞ୍ଚ ଭଣ୍ଡାରିପୋଖରୀ ବ୍ଲକ ସଭାପତି ଭାସ୍କର ଚନ୍ଦ୍ର ଜେନା ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀଙ୍କ ବିରୋଧରେ ଥାନାରେ ଅଭିଯୋଗ...

ମହିଳା ହିଂସା ବିରୋଧର ୧୬ ଦିନିଆ ଅଭିଯାନ ଉଦ୍‌ଯାପିତ

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ଓ ଶିଶୁ ବିକାଶ ବଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି (ଆସିଆନା) ଦ୍ୱାରା ପରିଚାଳିତ ଆସିଆନା ସ୍ୱାଧାର...

ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଉଦ୍‌ଘାଟିତ

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ତାଙ୍କ ନାମରେ ମଞ୍ଚକୁ ସମର୍ପିତ କରି ଜିଲ୍ଲାସ୍ତରୀୟ ସାଂସ୍କୃତିକ ସମାରୋହ ‘ଭଦ୍ରକ ମହୋତ୍ସବ ଓ...

ଆଇନ୍ ସେବା ପ୍ରାଧୀକରଣ ପକ୍ଷରୁ ମାନବାଧିକାର ଦିବସ ପାଳିତ

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଦୌରା ଜଜ ତଥା ପ୍ରାଧିକରଣ...

ଭଦ୍ରକ ଜିଲା ହେବ ଶିଳ୍ପ ନଗର

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ଏନ୍‌କ୍ଲେଭ୍‌-୨୦୨୨ ରେ ଶିଳ୍ପବିହୀନ ଭଦ୍ରକ ଜିଲାକୁ ପ୍ରାଧାନ୍ୟ ଦିଆଯାଇଛି। ଚାନ୍ଦବାଲି ତହସିଲ ଅନ୍ତର୍ଗତ କଇଥଖୋଲା ନିକଟରେ ଏକ ଇଣ୍ଟ୍ରସିଆଲ ପାର୍କ...

ଯଶୋଟିକିରିରେ ଅଗ୍ନିକାଣ୍ଡ, ଗୋରୁଗାଈ ଜୀବନ୍ତ ଦଗ୍ଧ

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଯଶୋଟିକିରି ଗ୍ରାମର ଚିନ୍ତାମଣି ସ୍ୱାଇଁଙ୍କ ଗୁହାଳ ଘରେ ନିଆଁଲାଗି ୨ ଗାଈ ଜୀବନ୍ତ ଦଗ୍ଧ...

ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ପିତାଙ୍କ ପରଲୋକ

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କ ପିତା କମଳାକାନ୍ତ ରାୟଙ୍କ ଗତକାଲି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ୮୧ ବର୍ଷ...

ନବ ନିଯୁକ୍ତ ଅମୀନ ଓ ଏ.ଆର.ଆଇ.ଙ୍କୁ ନିଯୁକ୍ତିପତ୍ର ବଣ୍ଟନ, ସ୍ୱଚ୍ଛ ଓ ନିଷ୍ଠାର ସହ...

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ଅଧସ୍ତନ କର୍ମଚାରୀ ଆୟୋଗ ଦ୍ୱାରା ପରିଚାଳିତ ମିଳିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭଦ୍ରକ ଜିଲ୍ଲାପାଇଁ ନବନିଯୁକ୍ତ ଅମୀନ ଓ ସହକାରୀରାଜସ୍ୱ...

ସରକାରୀ ଅଧିକାରୀ ଓ କର୍ମଚାରୀ ଦେଖିଲେ ଚଳଚିତ୍ର ‘ଦମନ’

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆମ ରାଜ୍ୟ ଓଡ଼ିଶାର କେତେକ ଜିଲା୍ଲରେ ଥିବା ପାହାଡ଼ି ଓ ଜଙ୍ଗଲ ଘେରା ଇଲାକାର ନିହାତି ଦୁର୍ଗମ ଅଞ୍ଚଳରେ ପ୍ରତିକୂଳ ପରିବେଶ...

ରୁନୁ ହେଲ୍‌ଥ କେୟାରକୁ ଅଲଟ୍ରା ସାଉଣ୍ଡ ମେସିନ ସିଲ୍ କଲା ପ୍ରଶାସନ

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବଜାରର ବ୍ଲକ ନିକଟରୁ କିଛି ଦୂରରେ ଥିବା ରୁନୁ ହେଲଥ୍ କେୟାରକୁ ଲିଙ୍ଗ ନିରୂପଣ ଅଭିଯୋଗରେ ପ୍ରଶାସନ...

ବାଲିଗାଡି ଅଟକ, ୩୦ହଜାର ଜରିମାନା ଆଦାୟ

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଳାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ମଣିନାଥପୁର-ଭଣ୍ଡାରିପୋଖରୀ ପୁର୍ତ୍ତ ରାସ୍ତାର ଷୋଳମପୁର ଗ୍ରାମ ନିକଟରେ ଉପଯୁକ୍ତ ଚାଲାଣ ଫର୍ମ ନଥିବା ସନ୍ଦେହରେ...

ଜନ୍ମ ମାଟିରେ ଓଡିଶା ସାହିତ୍ୟ ଏକାଡେମୀର ରାଜ୍ୟସ୍ତରୀୟ କାନ୍ତକବି ଜୟନ୍ତୀ

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାନ୍ତକବିଙ୍କ ଜନ୍ମମାଟି ତାଳପଦା ଠାରେ ଏକାଡେମୀ ସଦସ୍ୟ ତଥା ଧାମନଗର...

ପ୍ରଫେସର ଡ. ସୁଦର୍ଶନ ବାରିକ୍‌ଙ୍କ ଗଳ୍ପ ସଂକଳନ ଲୋକାର୍ପିତ

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅପରାହ୍ନ ୩ଘଟିକା ସମୟରେ ଜିଲ୍ଲା ସଂସ୍କୃତି ଭବନ ପ୍ରାଙ୍ଗଣରେ ପ୍ର. ଡ. ସୁଦର୍ଶନ ବାରିକ୍‌ଙ୍କ ଗଳ୍ପ ସଂକଳନ ‘ଶେଷ ଦେଖା’ ଲୋକାର୍ପିତ...

ବେଆଇନ ନିଶା କାରବାର ନ ରୋକିଲେ ଏସପି ଅଫିସ ସମ୍ମୁଖରେ ଧାରଣା, ନିଶା ସମ୍ରାଟଙ୍କୁ...

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଅପମିଶ୍ରିତ ଦେଶୀ, ନକଲି ବିଦେଶୀ ମଦ ଓ ଧଳା ଜହର(ବ୍ରାଉନସୁଗାର)ର ବେଆଇନ କାରବାର ବଢ଼ି ବଢ଼ି ଚାଲିଛି। ଏହି ବେଆଇନ...

ଅର୍ଜୁନ ସେତୁ ନିର୍ମାଣ ପ୍ରସଙ୍ଗ, ୩୦ ଲକ୍ଷ ଟଙ୍କାର ପୁରୁଣା ନିର୍ମାଣ ସାମଗ୍ରୀ ଗାଏବ

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସହର ମଧ୍ୟସ୍ଥଳୀରେ ଥିବା ସାଳନ୍ଦୀ ନଦୀ ଉପରେ ୧୫ ବର୍ଷ ତଳୁ ନିର୍ମାଣ କରାଯାଇଥିବା ଅର୍ଜୁନ ସେତୁକୁ ୨୦୨୦ ମସିହାରେ ଭାଙ୍ଗିଦିଆଯାଇ...

ନୂଆ ଜିଲା ଶିଶୁ ମଙ୍ଗଳ କମିଟି ଗଠନ, ଅଧ୍ୟକ୍ଷ ହେଲେ ଡାକ୍ତର ଦେବରାଜ ପାଣିଗ୍ରାହୀ

0
ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ମହିଳା ଶିଶୁ ବିଭାଗ ପକ୍ଷରୁ ୧୭ ଟି ଜିଲାରେ ନୂଆ ଶିଶୁ ମଙ୍ଗଳ କମିଟି ଗଠନ କରାଯାଇଛି। ଏହାମଧ୍ୟରୁ ଭଦ୍ରକ...