Surendra Nath Pradhan
ଇଟାମାଟି ନାରାୟଣୀ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀଙ୍କ ପରଲୋକ
ନୟାଗଡ଼, ୫-୯(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଇଟାମାଟି ନାରାୟଣୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଦେବୀ(୫୯)ଙ୍କ ଅକାଳ ବିୟୋଗ ଘଟିଛି। ସେ ଦୀର୍ଘଦିନ ହେଲା କର୍କଟ ରୋଗରେ ପିଡ଼ୀତ ହୋଇ ଭୁବନେଶ୍ୱରର ଏକ ବେସରକାରୀ...
ଦୀପ ଜାଳି ଅରୁଣଙ୍କ ଆରୋଗ୍ୟ କାମନା କଲେ କ୍ରିଦାଶପୁର ପଂଚାୟତବାସୀ
ନୟାଗଡ଼, ୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ବିଧାୟକ ତଥା ରାଜ୍ୟ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ ଆଶୁ ଆରୋଗ୍ୟ କାମନା...
ଛାତ୍ରର ଭବିଷ୍ୟତକୁ ନିର୍ମାଣ କରୁଥିବା ଶିକ୍ଷକ ହିଁ ଦେଶର ଭବିଷ୍ୟତ
ନୟାଗଡ଼, ୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଗୁରୁ ଦିବସ ଅବସରରେ ନୟାଗଡ଼ରେ ଗୁରୁପୂଜନ ପରମ୍ପରା ନିଆରା। ସମସ୍ତ ଗୁରୁଙ୍କୁ ଏକାଠି କରି ସେମାନଙ୍କ ମନରେ ନବ ଜାଗରଣ ଭରିଦେବା ସହ ସେମାନଙ୍କୁ ଗୁରୁ...
‘ଗ୍ରହରାଜ’ ସଂପାଦକ ହରିହର ମହାପାତ୍ରଙ୍କ ପରଲୋକ
ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ସଂବାଦପତ୍ର ‘ଗ୍ରହରାଜ’ର ସଂପାଦକ ତଥା ନୟାଗଡ଼ ସାମ୍ବାଦିକ ଜଗଦର ପିତାମହ ଭୀଷ୍ମ ହରିହର ମହାପାତ୍ର(୮୫)ଙ୍କ ଆଜି ସନ୍ଧ୍ୟାରେ ନୟାଗଡ଼...
ନୟାଗଡ଼ ଡିଇଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ପରଲୋକ
ନୟାଗଡ଼, ୩ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲା ଶିକ୍ଷା ବିଭାଗର କାର୍ଯ୍ୟରତ ବରିଷ୍ଠ କିରାଣୀ ଶୁଭକାନ୍ତ ନାୟକଙ୍କ ପରଲୋକ ହୋଇଛି। ସେ କରୋନା ସଂକ୍ରମିତ ଥାଇ ଭୁବନେଶ୍ୱର ସମ୍ ହସପିଟାଲରେ...
ନୟାଗଡ଼ରେ ଆଜି ୭୦, ସମୁଦାୟ ୩୨୮୫
ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଆଜି ୭୦ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି। ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୫ ଥିଲାବେଳେ ଆଜି ୭୦ ଆକ୍ରାନ୍ତଙ୍କୁ ମିଶାଇ...
ନୟାଗଡ଼: ଦୋକାନ ବଜାର ଖୋଲାପାଇଁ କରୋନା କଟକଣା ହଟିଲା
ନୟାଗଡ଼, ୨ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦୀର୍ଘମାସରୁ ନୟାଗଡ଼ ଜିଲାରେ ଦୋକନ ବଜାର ଉପରେ ଲାଗୁ ରହିଥିବା କରୋନା କଟକଣାକୁ ଜିଲାପାଳ ଡଃ ପୋମା ଟୁଡୁ ହଟେଇ ଦେଇଛନ୍ତି। ଜିଲା କାର୍ଯ୍ୟାଳୟ...
ଖୋର୍ଦ୍ଧା ଶିକ୍ଷାଧିକାରୀଙ୍କୁ ନୟାଗଡ଼ ଦାୟିତ୍ୱ
ନୟାଗଡ଼, ୨ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ ସ୍ୱେଚ୍ଛାକୃତ ଅବସର ପରେ ଖୋର୍ଦ୍ଧା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କୁ ନୟାଗଡ଼ ଦାୟିତ୍ୱ ଦିଆଯାଇଛି। ନୟାଗଡ଼ ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା ଗତ...
ନୟାଗଡ଼ ଜିଲା ପ୍ରକଳ୍ପ ସଂଯୋଜକ ଦାୟିତ୍ୱରେ ଉପଜିଲାପାଳ
ନୟାଗଡ଼, ୨ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଉପଜିଲାପାଳ ଲଗ୍ନଜିତ ରାଉତ ଆଜି ଜିଲା ପ୍ରକଳ୍ପ ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲା ପ୍ରକଳ୍ପ ସଂଯୋଜକ ପଦବୀ ବହୁ ଦିନ...
ନୟାଗଡ଼ ଜିଲାରୁ ଆଜି ୬୨କୁ ମିଶାଇ ସମୁଦାୟ ୩୧୧୫
ନୟାଗଡ଼, ୨ା୯ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରୁ ଆଜି ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୧୫ରେ ପହଂଚିଛି। ଆଜି ଯେଉଁ ୬୨ଜଣ...
ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ବିଜେପିର ଦାବିପତ୍ର
ନୟାଗଡ଼, ୨ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ଭାପୁର, ଖଣ୍ଡପଡ଼ା ଓ ଗଣିଆ ବ୍ଳକରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାପାଇଁ ନୟାଗଡ଼ ବିଜେପି...
ନୟାଗଡ଼ରେ ନିରାଡ଼ମ୍ବରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ନୟାଗଡ଼, ୩୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌର ପରିଷଦରେ ସୋମବାର ନିରାଡ଼ମ୍ବର ସହକାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଜୁମ୍ ଆପ୍ ଦ୍ୱାରା ଏକ ଭର୍ଚ୍ୟୁଆଲ...
ନୟାଗଡ଼ ଜିଲାରେ କରୋନା ତିନିହଜାର ମୁହାଁ, ଆଜି ଜଣେ ମୃତ
ନୟାଗଡ଼, ୩୧ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ମୁହାଁ ହୋଇଛି। ଗତକାଲି ସୁଦ୍ଧା ୨୮୯୫ ହୋଇଥିବାବେଳେ ଆଜି ପୁଣି ୯୧ ପଜିଟିଭ୍ ଚିହ୍ନଟ ହୋଇଛି।...
କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁଙ୍କୁ କରୋନା
ନୟାଗଡ଼, ୩୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି, ଉଚ୍ଚଶିକ୍ଷାମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତାଙ୍କର କରୋନା ପଜିଟିଭ୍...
ନୟାଗଡ଼: ବିପଦ ସଙ୍କେତ ଉପରେ ମହାନଦୀ ବନ୍ୟାଜଳ
ନୟାଗଡ଼, ୩୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ଭାପୁର ବ୍ଳକ ଓ ଗଣିଆ ବ୍ଳକ ବନ୍ୟାରେ ବିଶେଷ ଭାବରେ ପ୍ରଭାବିତ ହୋଇଛି। ମଣିଭଦ୍ରା ଓ କଂଟିଲୋ ଠାରେ ୧୦ଲକ୍ଷ କ୍ୱିସେକ...
ଖୁଦୁରୁକୁଣି ଗାଧୁଆ ୨ ଜୀବନ ନେଲା
ନୟାଗଡ଼, ୩୧ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖଦୁରୁକୁଣି ଓଷାର ଶେଷ ପାଳିରେ ଜଣେ ନାବାଳିକା ନଦୀରେ ଗାଧୋଉଥିଲାବେଳେ ଭାସିଯାଇ ଜୀବନ ହରେଇଥିବାବେଳେ ଜଣେ ନାବାଳକ ମଧ୍ୟ ପୋଖରିରେ ବୁଡ଼ି ମୃତ୍ୟୁ ବରଣ କରିଥିବା...
ଆଜି ନୂଆ ଆକ୍ରାନ୍ତ ୧୨୦, ନୂଆଗାଁ ବିଡିଓଙ୍କୁ କରୋନା
ନୟାଗଡ଼, ୨୯ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଆଜି ନୟାଗଡ଼ ଜିଲାରେ ୧୨୦ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି। ନାଟୁଗାଁ ପଂଚାୟତରେ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନାଟୁଗାଁକୁ ନୟାଗଡ଼ ତହସିଲଦାର...
ପ୍ଲାଜମା ଦାନ କଲେ ଦଶପଲା ଥାନାଧିକାରୀ ଓ ଡ୍ରାଇଭର
ନୟାଗଡ଼, ୨୮ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦଶପଲା ଥାନାର ଥାନାଧିକାରୀ ବିଶ୍ୱଜିତ ରାଉତରାୟ ଓ ଥାନା ଡ୍ରାଇଭର ମାନଓ ମହାରଣା। ଏମାନେ ଉଭୟେ କିଛିଦିନ ତଲେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ...
ମହାନଦୀରେ ପ୍ରଥମ ବନ୍ୟାଜଳ: ମଣିଭଦ୍ରା ଓ କଂଟିଲୋ ଠାରେ ବିପଦ ସଂଙ୍କେତ ଉପରେ ବନ୍ୟାଜଳ,...
ନୟାଗଡ଼, ୨୮ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ମହାନଦୀରେ ପ୍ରଥମ ବନ୍ୟା ଜଳ ଆସିଛି। ବନ୍ୟାଜଳ ପ୍ରଭାବରେ ନୟାଗଡ଼ ଜିଲା ଗଣିଆ ବ୍ଳକର ରାସଙ୍ଗ, ବଡ଼ସିଲିଙ୍ଗା ଓ ଛାମୁଣ୍ଡିଆ ପଂଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ...
ଶ୍ରମିକର ଶବ ଫେରୁଛି ହାଇଦ୍ରାବାଦରୁ ନୟାଗଡ଼
ନୟାଗଡ଼, ୨୭ା୮(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ିଆ ଶ୍ରମିକର ଶବ ହାଇଦ୍ରାବାଦର ଡାକ୍ତରଖାନାରେ ୩ଦିନ ପଡ଼ି ରହିବା ପରେ ଜିଲାପ୍ରଶାସନର ସହାୟତରେ ହାଇଦ୍ରାବାଦରୁ ନୟାଗଡ଼ ଫେରୁଛି ଶବ। ଆଜି ସେଠାରୁ ଶବ ଫେରୁଥିବାବେଳେ ଆସନ୍ତାକାଲି...