Home ଜିଲ୍ଲା ପରିକ୍ରମା ପ୍ଲାଜମା ଦାନ କଲେ ଦଶପଲା ଥାନାଧିକାରୀ ଓ ଡ୍ରାଇଭର

ପ୍ଲାଜମା ଦାନ କଲେ ଦଶପଲା ଥାନାଧିକାରୀ ଓ ଡ୍ରାଇଭର

94

ନୟାଗଡ଼, ୨୮ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦଶପଲା ଥାନାର ଥାନାଧିକାରୀ ବିଶ୍ୱଜିତ ରାଉତରାୟ ଓ ଥାନା ଡ୍ରାଇଭର ମାନଓ ମହାରଣା। ଏମାନେ ଉଭୟେ କିଛିଦିନ ତଲେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଫେରିଥିବାବେଳେ ଆଜି ସେମାନେ ସେମାନଙ୍କର ପ୍ଲାଜମା ଦାନ କରିଛନ୍ତି। ଫଳରେ ଉଭୟେ ଦୁଇ ଦୁଇ ଜଣଙ୍କର ଜୀବନ ବଂଚାଇବାରେ ସହାୟକ ହୋଇପାରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.